ETV Bharat / state

ବନ ବିଭାଗ ହାତରେ ଧରା ପଡିଲା ବିରଳ କୃଷ୍ଣସାର ମୃଗ ଶିକାରୀ - କୃଷ୍ଣସାର ମୃଗ ଶିକାରୀ

ଜଗନ୍ନାଥ ପ୍ରସାଦ ବନାଞ୍ଚଳ ହରିଡାପଦର ଗାଁରେ କୃଷ୍ଣସାର ମୃଗକୁ ଶିକାର କରି ମାଂସ ବିକୁଥିବାବେଳେ ଜଣକୁ ଗିରଫ କରିଛି ବନ ବିଭାଗ । ଅଭିଯୁକ୍ତ ଠାରୁ ଗୋଟିଏ ସାଇକେଲ, ଗୋଟିଏ ଛୁରୀ, ୩କିଲୋ କୃଷ୍ଣସାର ମୃଗ ମାଂସ ଜବତ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Sep 2, 2019, 4:07 AM IST

ଭଞ୍ଜନଗର: ବିରଳ କୃଷ୍ଣସାର ମୃଗକୁ ଶିକାର କରି ମାଂସ ବିକୁଥିବାବେଳେ ଅଭିଯୁକ୍ତକୁ ବନବିଭାଗ ଅଧିକାରୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଗିରଫ ଜଣକ ହେଲେ ହରିଡାପଦର ଗ୍ରାମର ପ୍ରକାଶ ନାଇକ ।

ଖବରମୁତାବକ, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବନାଞ୍ଚଳ ହରିଡାପଦର ଗାଁରେ କୃଷ୍ଣସାର ମୃଗକୁ ଶିକାର କରି ମାଂସ ବିକୁଥିବାବେଳେ ବନ ବିଭାଗ ପ୍ରକାଶ ନାୟକକୁ ଗିରଫ କରିଛି । ଅଭିଯୁକ୍ତ ଠାରୁ ଗୋଟିଏ ସାଇକେଲ, ଗୋଟିଏ ଛୁରୀ, ୩କିଲୋ କୃଷ୍ଣସାର ମୃଗ ମାଂସ ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଅନ୍ୟପଟେ କୃଷ୍ଣସାର ମୃଗକୁ ନେଇ ଆଜି ଗଞ୍ଜାମ ଜିଲ୍ଲା ଗର୍ବିତ । ଏହି ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ବିରଳ କୃଷ୍ଣସାର ମୃଗ ଦେଖିବାକୁ ମିଳୁଥିବାବେଳେ ସେମାନଙ୍କ ସୁରକ୍ଷା ନେଇ ସବୁବେଳେ ପ୍ରଶ୍ନ ଉଠିଛି । କେତେବେଳେ ଦୁର୍ଘଟଣା ତ ଆଉ କେତେବେଳେ କୁକୁରର ଶୀକାର ହେଉଛି ତ ଆଉ କେତେବେଳେ ଶିକାରୀ କବଳରେ ପଡୁଛନ୍ତି ଏହି ବିରଳ କୃଷ୍ଣ ସାର ମୃଗ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବନାଞ୍ଚଳ ହରିଡ଼ାପଦର ଗ୍ରାମରେ କୃଷ୍ଣ ସାର ମୃଗକୁ ଶିକାର କରି ମାଂସ ବିକୁଥିବାବେଳେ ଜଣକୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି ଗିରଫ ଜଣକ ହେଲେ ହରିଡାପଦର ଗ୍ରାମର ପ୍ରକାଶ ନାୟକ ତା ଠାରୁ ଗୋଟିଏ ସାଇକେଲ ଗୋଟିଏ ଛୁରୀ ୩କିଲୋ କୃଷ୍ଣ ସାର ମୃଗ ମାଂସ ଜବତ ହୋଇଛି ଅନ୍ୟପଟେ କୃଷ୍ଣସାର ମୃଗକୁ ନେଇ ଆଜି ଗଞ୍ଜାମ ଜିଲ୍ଲା ଗର୍ବିତ କାରଣ ଏହି ଜିଲ୍ଲା ରେ ବିଭିର୍ଣ୍ଣ ଅଂଚଳରେ ବିରଳ କୃଷ୍ଣସାର ମୃଗ ଦେଖିବାକୁ ମିଳୁଥିବାବେଳେ ସେମାନଙ୍କ ସୁରକ୍ଷା ନେଇ ସବୁବେଳେ ପ୍ରଶ୍ନଉଠିଛି କେତେବେଳେ ଦୃଘଟଣା ତ ଆଉକେତେବେଳେ କୁକୁର ଝୁଣି ଖାଉଛନ୍ତି ତ ଆଉକେତେବେଳେ ଶିକାରୀ କବଳରେ ପଡୁଛନ୍ତି ଏହି ବିରଳ କୃଷ୍ଣ ସାର ମୃଗ ତେବେ ଏଥିରୁ ପ୍ରମାଣ ମିଳୁଛି ଲୁଚା ଛପା ରେ ଏହି ବିରଳ ପ୍ରଜାତିର ଶିକାର ଚାଲିଛି
ବାଇଟ -ଉମାକାନ୍ତ ଦାଶ (ବନ ଅଧିକାରି ଜଗନ୍ନାଥପ୍ରସାଦ )Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.