ETV Bharat / state

ମା’ଙ୍କ ମେଲାଣି ପାଇଁ ପ୍ରସ୍ତୁତ ରେଶମ ସହର - ବ୍ରହ୍ମପୁର

ପାଟ ପଟୁଆର ସାଙ୍ଗକୁ ବାଦ୍ୟ ଯନ୍ତ୍ରରେ ତାଳେ ତାଳେ ବିଦାୟ ନେବେ ମା' ଦୁର୍ଗା । ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରେଶମ ସହର ବ୍ରହ୍ମପୁର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Oct 9, 2019, 6:15 PM IST

ବ୍ରହ୍ମପୁର: ଧରାପୃଷ୍ଠରୁ ବିଦାୟ ନେବେ ଜଗତ ଜନନୀ ମା’ ଦୁର୍ଗା । ପରମ୍ପରା ଅନୁଯାୟୀ ବିଜୟା ଦଶମୀ ପରେ ମା'ଙ୍କୁ ଦିଆଯାଏ ମେଲାଣି । ପୂଜା ରୀତିନୀତି ସାଙ୍ଗକୁ ପାରମ୍ପାରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ମା' ଙ୍କୁ ବିସର୍ଜନ କରିଥାନ୍ତି ଭକ୍ତ ।

ଭସାଣୀ ପାଇଁ ପ୍ରସ୍ତୁତ ବ୍ରହ୍ମପୁର

ବ୍ରହ୍ମପୁର ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଇ ଆସୁଥିବା ଜଗତ ଜନନୀଙ୍କୁ ଆଜି ମେଲାଣି ଦିଆଯିବ । ପଟୁଆର ମାଧ୍ୟମରେ ପୂଜା କମିଟି ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବ । ଅନ୍ୟପଟେ ସହରରେ ଶାନ୍ତି ଶୃଙ୍ଖଳା ସାଙ୍ଗକୁ ଭସାଣୀ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମାମ୍ପନ କରିବାକୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛି ପୋଲିସ ପ୍ରଶାସନ ।

ସେହିପରି ମା'ଙ୍କ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ମଧ୍ୟ ପ୍ରଶାସନ ପକ୍ଷରୁ ଖନନ କରାଯାଇଛି । ଜଳ ପ୍ରଦୂଷଣ ରୋକିବାକୁ ପ୍ରଶାସନ ଏପରି ଅସ୍ଥାୟୀ ପୋଖରୀ କରିବା ସହ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗତ ନଅ ଦିନ ଧରି ବ୍ରହ୍ମପୁର ସହରର ବିଭିନ୍ନ ପୁଜା ମଣ୍ଡପରେ ପୁଜା ପାଇ ଆସୁଥିବା ମାଆ ଜଗତଜନନୀ ଆଜି ନେବେ ବିଦାୟ ।ପରମ୍ପରା ଅନୁଯାୟୀ ବିଜୟାଦଶମୀ ପରେ ମାଆଙ୍କୁ ମେଲାଣି ଦିଆଯାଇ ଭକ୍ତ ମାନେ ବିସର୍ଜନ କରିଥାନ୍ତି ।ଆଜି ସ°ନ୍ଦ୍ୟା ସମୟରେ ମାଆଙ୍କୁ ପାରମ୍ପରିକ ରୀତିନୀତି ରେ ବାଜା ପଟୁଆର ରେ ବିଭିନ୍ନ ପୁଜା କମିଟି ପକ୍ଷରୁ ବିଦାୟ ଦିଆଯିବ ।ଅନ୍ୟପଟେ ଗତ କିଛି ଦିନ ଧରି ଚଳଚଞ୍ଚଳ ହୋଇପଡିଥିବା ପୁଜାମଣ୍ଡପ କର୍ମକର୍ତ୍ତା ମାନେ ମାଆଙ୍କୁ ବିଦାୟ ଦେବା ପାଇଁ ମନରେ ଅନେକ ଦୁଃଖ ଥିବା କହିଛନ୍ତି ।ସେପଟେ ପ୍ରଶାସନ ପକ୍ଷରୁ ସହରରେ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ଖନନ କରାଯାଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

Body:walk through
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.