ETV Bharat / state

କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଭେଟିବେ ବ୍ରହ୍ମପୁର ସାଂସଦ - berhmapur mla meet nitin gadakari for road safty

ଗଞ୍ଜାମ ଜିଲ୍ଲାରେ ଦୁର୍ଘଟଣା ଏଡାଇବା ପାଇଁ ଜାତୀୟ ରାଜପଥରେ ଆବଶ୍ୟକୀୟ ପଦକ୍ଷେପକୁ ତୁରନ୍ତ ଦୃଷ୍ଟି ଦେବା ପାଇଁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସମେତ ବହୁ ବିଧାୟକ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀଙ୍କୁ ସାକ୍ଷାତ କରି ଦାବି ଜଣାଇବେ ବୋଲି ନିଷ୍ପତ୍ତି ନିଆଯାଇଛି ।

berhmapur mla meet nitin gadakari
କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଭେଟିବେ ବ୍ରହ୍ମପୁର ସାଂସଦ
author img

By

Published : Jan 16, 2020, 8:07 PM IST

ବ୍ରହ୍ମପୁର: କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଭେଟିବେ ବ୍ରହ୍ମପୁର ସାଂସଦ । ଗଞ୍ଜାମ ଜିଲ୍ଲାରେ ଦୁର୍ଘଟଣା ଏଡାଇବା ପାଇଁ ଜାତୀୟ ରାଜପଥରେ ଆବଶ୍ୟକୀୟ ପଦକ୍ଷେପକୁ ତୁରନ୍ତ ଦୃଷ୍ଟି ଦେବା ପାଇଁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସମେତ ବହୁ ବିଧାୟକ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କରି ଦାବି ଜଣାଇବେ ବୋଲି ନିଷ୍ପତ୍ତି ନିଆଯାଇଛି ।

କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଭେଟିବେ ବ୍ରହ୍ମପୁର ସାଂସଦ

ତେବେ ପ୍ରତିବର୍ଷ ଦୁର୍ଘଟଣା କାରଣରୁ ଗଞ୍ଜାମ ଜିଲ୍ଲାରେ ଅନେକ ଧନଜୀବନ ଅକାଳରେ ଚାଲିଯାଉଥିବା ବେଳେ ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ମାତ୍ରାରେ ଦୁର୍ଘଟଣା ଘଟୁଥିବା କୁହାଯାଇଛି ।

ଏଣୁ କେଉଁ କାରଣରୁ ଏଭଳି ଦୁର୍ଘଟଣା ଘଟୁଛି ଓ ଦୁର୍ଘଟଣାକୁ କିପରି ଏଡାଇ ହେବ ସେନେଇ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ବରେ ବିଧାୟକମାନଙ୍କ ଏକ ପ୍ରତିନିଧି ଦଳ ନିତିନ୍ ଗଡକରୀଙ୍କୁ ସାକ୍ଷାତ କରି ଦାବି ଜଣାଇବେ ବୋଲି ସୂଚନା ମିଳିଛି ।

ଆସନ୍ତା ପାର୍ଲାମେଣ୍ଟ ଅଧିବେଶନରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଏହି ପ୍ରତିନିଧି ଦଳ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ପରବର୍ତ୍ତୀ ସମୟରେ କେନ୍ଦ୍ରମନ୍ତ୍ରୀ ସାକ୍ଷାତ କରିବେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଓଡିଶାରେ ଗଞ୍ଜାମ ଜିଲ୍ଲାରେ ପ୍ରତେକ ବର୍ଷ ଦୁର୍ଘଟଣା ଘଟିବା ଯୋଗୁଁ ଅନେକ ଧନଜୀବନ ଅକାଳରେ ଚାଲିଯାଉଥିବା ବେଳେ ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ମାତ୍ରାରେ ଦୁର୍ଘଟଣା ଘଟୁଥିବା କୁହାଯାଇଛି । ଏଣୁ କେଉଂ କାରଣ ପାଇଁ ଘଟୁଛି ଏଭଳି ଦୁର୍ଘଠଣା । ଦୁର୍ଘଟଣା ଏଡାଇବା ପାଇଁ ଜାତୀୟ ରାଜପଥ ରେ ଆବଶ୍ୟକ ରହିଥିବା ପଦକ୍ଷେପ କୁ ତୁରନ୍ତ ଦୃଷ୍ଟି ଦେବା ପାଇଁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଙ୍କ ନେତୃତ୍ୱରେ ବିଧାୟକ ମାନଙ୍କୁ ନେଇ ଏକ ପ୍ରତିନିଧି ଦଳ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡ୍ଡଗରୀ ଙ୍କୁ ସାକ୍ଷାତ କରି ଦାବୀ ଜଣାଇବେ ବୋଲି ଏକ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ପାର୍ଲାମେଣ୍ଟ ଅଧିବେଶନରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଏହି ପ୍ରତିନିଧି ଦଳ ପ୍ରଥମେ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରିବା ସହ ପରବର୍ତ୍ତୀ ସମୟରେ କେନ୍ଦ୍ରମନ୍ତ୍ରୀ ସାକ୍ଷାତ କରିବେ ।

Body:ବାଇଟ୍- ଚନ୍ଦ୍ରଶେଖର ସାହୁ(ସାଂସଦ-ବ୍ରହ୍ମପୁର)

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.