ETV Bharat / state

ଚନ୍ଦ୍ର ଗ୍ରହଣ ସମୟରେ ଆମିଷ ଭୋଜନକୁ ବିରୋଧ କରିବ ବଜରଙ୍ଗ ଦଳ - ଗ୍ରହଣ ସମୟରେ ଆମିଷ ଭୋଜନକୁ ବିରୋଧ

ଚନ୍ଦ୍ରଗ୍ରହଣ ସମୟରେ ସାଧାରଣ ଜନତାଙ୍କୁ ଆମିଷ ଭୋଜନ କରାଇଲେ ଏହାର ଜୋରଦାର ବିରୋଧ କରିବ ବୋଲି ବଜରଙ୍ଗ ଦଳ ଚେତାବନୀ ଦେଇଛି । ଅଧିକ ପଢନ୍ତୁ

ଚନ୍ଦ୍ର ଗ୍ରହଣ ସମୟରେ ଆମିଷ ଭୋଜନକୁ ବିରୋଧ କରିବ ବଜରଙ୍ଗ ଦଳ

author img

By

Published : Nov 8, 2022, 9:11 AM IST

ବ୍ରହ୍ମପୁର: ଆଜି ବର୍ଷରେ ଶେଷ ଚନ୍ଦ୍ର ଗ୍ରହଣ । ଅନେକ ଏହାକୁ ବିଶ୍ବାସର ସହ ମାନୁ ଥିବାବେଳେ କେହି କେହି ଏହାକୁ ବିରୋଧ କରୁଛନ୍ତି । ଚନ୍ଦ୍ରଗ୍ରହଣ ସମୟରେ ସାଧାରଣ ଜନତାଙ୍କୁ ଆମିଷ ଭୋଜନ କରାଇଲେ ଏହାର ଜୋରଦାର ବିରୋଧ କରିବ ବୋଲି ବଜରଙ୍ଗ ଦଳ ଚେତାବନୀ ଦେଇଛି । ନଭେମ୍ବର 24ରେ ହୋଇଥିବା ସୂର୍ଯ୍ୟପରାଗରକୁ ଅନେକ ହେତୁବାତୀ ଏହାକୁ ମାନି ନଥିଲେ । ଖାଦ୍ୟ ଖାଇବା ସହିତ ଆମିଷ ମଧ୍ୟ ଖାଇଥିଲେ । ସୂର୍ଯ୍ୟପରାଗ ଭଳି ଭଳି ଚନ୍ଦ୍ରଗ୍ରହଣ ସମୟରେ ସାଧାରଣ ଜନତାଙ୍କୁ ଆମିଷ ଭୋଜନ କରାଇଲେ ଏହାକୁ ଦୃଢ ବିରୋଧ କରିବା ନେଇ ବଜରଙ୍ଗ ଦଳ ଚେତାବନୀ ଦେଇଛି ।

ଚନ୍ଦ୍ର ଗ୍ରହଣ ସମୟରେ ଆମିଷ ଭୋଜନକୁ ବିରୋଧ କରିବ ବଜରଙ୍ଗ ଦଳ

ବଜରଙ୍ଗ ଦଳ ପକ୍ଷରୁ ଚନ୍ଦ୍ରଗ୍ରହଣ ପୂର୍ବରୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଓଡିଶା ପୂର୍ବପ୍ରାନ୍ତ ବଜରଙ୍ଗ ଦଳ ସଂଯୋଜକ ଅମ୍ବିକା ଦାସ ଏବଂ ଓଡିଶା ପୂର୍ବ ପ୍ରାନ୍ତ ବଜରଙ୍ଗ ଦଳ ସୁରକ୍ଷା ପ୍ରମୁଖ ରାଜୀବ ନେତ୍ର ଖାଡ଼ଙ୍ଗା ହେତୁବାଦୀ ମାନଙ୍କୁ ଯେପରି ସୂର୍ଯ୍ୟପରାଗ ସମୟରେ ଏପରି ଘଟଣା ଘଟାଇଲେ ତାହାକୁ ବିରୋଧ କରିବା ସହ ପୁଣି ସେହି ଭୁଲ ନ ଦୋହରାଇବା ଲାଗି ପରାମର୍ଶ ଦେଇଛନ୍ତି । ଯଦି ସେପରି କିଛି ହୁଏ ଏହାକୁ ବିରୋଧ କରିବା ବୋଲି ଚେତାବନୀ ଦେଇଛନ୍ତି ବଜରଙ୍ଗ ଦଳ ।

ଏହା ବି ପଢନ୍ତୁ...ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ସନ୍ଧ୍ୟା ୬ଟା ୧୯ରେ ସର୍ବମୋକ୍ଷ

ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ସମୟରେ ଜନ ସାଧାରଣଙ୍କୁ ଆମିଷ ଭୋଜନ କରାଇବା ଭଳି ଅପରାଧ । ସନାତନ ଧର୍ମ ହିନ୍ଦୁ ଧର୍ମର ବ୍ୟକ୍ତି ବିଶେଷ ମାନଙ୍କ ଆତ୍ମାକୁ ବାଧା ଦେଇଥିବା ଯୋଗୁଁ ଏଭଳି ଘଟଣାକୁ ବଜରଙ୍ଗ ଦଳର ଓଡିଶା ପୂର୍ବ କ୍ଷେତ୍ର ଏହାକୁ ଦୃଢ ବିରୋଧ କରି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଗଣମାଧ୍ୟମ ମାନଙ୍କ ନିକଟକୁ ପଠାଇବା ସହିତ ଏପରି କାର୍ଯ୍ୟ ନକରିବାକୁ ଚେତାବନୀ ଦେଇଛନ୍ତି । ପ୍ରକାଶ ଥାଉ କି, ଆଜି ଦିନ ୨ଟା ୩୮ ମିନିଟରେ ଗ୍ରହଣ ସ୍ପର୍ଶ ହେବ । ସନ୍ଧ୍ୟା ୬ଟା ୧୮ ମିନିଟରେ ସର୍ବମୋକ୍ଷ ହେବ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.