ETV Bharat / state

ଭଞ୍ଜନଗରରୁ 230 ଲିଟର ରନ୍ଧାମଦ ଜବତ, ଜଣେ ଗିରଫ

ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ 230 ଲିଟର ରନ୍ଧାମଦ ଜବତ । ଏଥିସହ ବିପୁଳ ପରିମାଣର ପୋଚ ନଷ୍ଟ କରିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ...

ଭଞ୍ଜନଗରରୁ 230 ଲିଟର ରନ୍ଧାମଦ ଜବତ
ଭଞ୍ଜନଗରରୁ 230 ଲିଟର ରନ୍ଧାମଦ ଜବତ
author img

By

Published : Oct 30, 2020, 9:32 PM IST

Updated : Oct 30, 2020, 9:50 PM IST

ଭଞ୍ଜନଗର: ଜିଲ୍ଲା ସ୍ଥିତ ଭଞ୍ଜନଗରରେ ଅବକାରୀ ବିଭାଗର ଚଢାଉ । ଚଢାଉବେଳେ 230 ଲିଟର ରନ୍ଧାମଦ ଜବତ କରାଯିବା ସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ଭଞ୍ଜନଗରରୁ 230 ଲିଟର ରନ୍ଧାମଦ ଜବତ

ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଓ ଅବକାରୀ ବିଭାଗ ଅଧିକ୍ଷକ ରାଜେନ୍ଦ୍ର ଭୋତ୍ରାଙ୍କ ନିର୍ଦ୍ଦେଶକ୍ରମେ ଚଢାଉ କରାଯାଇଥିଲା । ଆଜି(ଶୁକ୍ରବାର) ଭଞ୍ଜନଗର ନାହାତୁଠ ସାହିରେ ଅବକାରୀ ବିଭାଗ ଚଢାଉ କରି 230 ଲିଟର ରନ୍ଧାମଦ ଜବତ କରିଛନ୍ତି । ଏଥିସହ ଅବକାରୀ ବିଭାଗ ବିପୁଳ ପରିମାଣର ପୋଚ ଜବତ କରି ନଷ୍ଟ କରିଛି । ମାମଲାରେ ସମ୍ପୃକ୍ତ ଥିବା ଜଣକୁ ଗିରଫ କରି କୋର୍ଟଚାଲାଣ କରାଯାଇ ଥିବାବେଳେ ତାଙ୍କ ନିକଟରୁ ଏକ ବାଇକ ଜବତ କରାଯାଇଛି । ଏନେଇ ଭଞ୍ଜନଗର ଅବକାରୀ ଅଧିକାରୀ ପାର୍ଥସାରଥୀ ରାଉତ ସୂଚନା ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Last Updated : Oct 30, 2020, 9:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.