ETV Bharat / state

ଫେସବୁକରେ ଛାଡିଲା ପୂର୍ବ ପତ୍ନୀର ଅଶ୍ଲୀଳ ଫଟୋ, ବାନ୍ଧିନେଲା ପୋଲିସ

author img

By

Published : Aug 24, 2019, 7:42 PM IST

Updated : Aug 24, 2019, 8:10 PM IST

ସୋସିଆଲ ମିଡିଆରେ ପୂର୍ବ ପତ୍ନୀର ଅଶ୍ଳୀଳ ଫଟୋ ଭାଇରାଲ କରି ପ୍ରଥମ ସ୍ବାମୀ ଗିରଫ । ନିଜର ରାଗ ସୁଜାଇବାକୁ ଏବଂ ସ୍ତ୍ରୀକୁ ବଦନାମ କରିବାକୁ ଏଭଳି କାଣ୍ଡ କରିଥିଲା ଅଭିଯୁକ୍ତ ସ୍ବାମୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ସୋସିଆଲ ମିଡିଆରେ ପୂର୍ବ ପତ୍ନୀର ଅଶ୍ଳୀଳ ଫଟୋ ଭାଇରାଲ କରି ପ୍ରଥମ ସ୍ବାମୀ ଗିରଫ । ଘଟଣାଟି ଘଟିଛି ପାରଳାଖେମୁଣ୍ଡି ଅଞ୍ଚଳରେ । ଗିରଫ ଅଭିଯୁକ୍ତ ପୋଲୁରୁ ଗ୍ରାମର ଗାଟେଡା ସତୀଶ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ସୂଚନାନୁସାରେ, ଗତ 1 ତାରିଖରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ରାଣିପେଣ୍ଠ ଗ୍ରାମର ଜଣେ ମହିଳା ତାଙ୍କ ଅଶ୍ଲୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ନେଇ ଏକ ମାମଲା ରୁଜୁ କରିଥିଲେ । ଏତଲାକୁ ଭିତ୍ତି କରି ପାରଳାଖେମୁଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଉକ୍ତ ଫଟୋଟି ଜିଲ ଜିଲ ଜିଗଲ ରାଣୀ ନାମକ ଏକ ଫେକ ଆଇଡିରେ ପୋଷ୍ଟ ହୋଇଥିବା ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଥିଲା । ଏହି ଆଇଡିଟି ପୋଲୁରୁ ଗ୍ରାମର ଗାଟେଡା ସତୀଶ ଖୋଲିଥିଲା । ଯିଏ କି ପୀଡିତ ମହିଳାଙ୍କ ପ୍ରଥମ ସ୍ବାମୀ ଥିଲା ।

ନିଜର ରାଗ ପୂରଣ କରିବାକୁ ଏବଂ ପୂର୍ବ ପତ୍ନୀକୁ ବଦନାମ କରିବାକୁ ସେ ଏଭଳି କାଣ୍ଡ କରିଥିଲା । ଶନିବାର ସକାଳେ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସପି ସାରା ଶର୍ମା ସୂଚନା ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG - CYBER CRIME
FORMAT - AVB
REPORT- HARIHARA PATNAIK
PLACE - GAJAPATI
DATE - 24.08.2019
ଭିଓ - ପରିତ୍ୟକ୍ତ ସ୍ତ୍ରୀର ଅଶ୍ଳିଳ ଫୋଟ ସୋସିଆଲ ମିଡିଆରେ ଭାଇରାଲ କରି ପୂର୍ବତନ ସ୍ବାମୀ ଗିରଫ । ଏଭଳି ଘଟଣା ଦେଖିବାକୁ ମିଳିଛି ପାରଳାଖେମୁ୍ଣ୍ଡି ଅଂଚଳରେ । ଗତ 1 ତାରିଖ ଦିନ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ରାଣିପେଣ୍ଠା ଗ୍ରାମର ଜଣେ ମହିଳା ପାରଲାଖେମୁଣ୍ଡି ଥାନାରେ ତାଙ୍କ ଅଶ୍ଳିଳ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ନେଇ ଏକ ଏତଲା ଦେଇଥିଲେ । ଏହି ଏତଲାକୁ ଭିର୍ତି କରି ପାରଳାଖେମୁଣ୍ଡି ପୋଲିସ ତଦନ୍ତ କରିବା ବେଳେ ଜାଣିବାକୁ ପାଇଥିଲା ଫୋସବୁକରେ ଜିଲ ଜିଲ ଜିଗଲ ରାଣି ନାମରେ ଏକ ଫୋକ ଆଇଡିରେ ତାଙ୍କର ଅଶ୍ଳିଳ ଫୋଟ ଭାଇରାଲ ହୋଇଥିବା ଜାଣିବାକୁ ପାଇଥିଲା । ଏବଂ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ପୋଲୁରୁ ଗ୍ରାମର ଗାଟେଡା ସତିସ ନାମକ ଜଣେ ବ୍ୟକ୍ତି ଏଭଳି ପୋକ ଆଇଡି ତିଆରି କରିଥିଲା । ଏହାପରେ ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଏହି ବ୍ୟକ୍ତି ଜଣକ ପଡିତାଙ୍କର ପୂର୍ବତନ ସ୍ବାମୀ । ନିଜ ରାଗ ପୁରଣ କରିବା ପାଇଁ ଏବଂ ସ୍ତ୍ରୀକୁ ବଦନାମ କରିବା ପାଇଁ ଏଭଳି କାଣ୍ଡ କରିଥିଲେ । ଆଜି ପୋଲିସ ତାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ଏସପି ସାରା ଶର୍ମା ଏକ ସାମ୍ବାଦୀକ ସମ୍ମିଳନୀରେ ସୁଚନା ଦେଇଛନ୍ତି ।..
         ବାଇଟ - ସାରା ଶର୍ମା ( ଏସପି, ଗଜପତି)Body:SLUG - CYBER CRIME

         ବାଇଟ - ସାରା ଶର୍ମା ( ଏସପି, ଗଜପତି)Conclusion:SLUG - CYBER CRIME

         ବାଇଟ - ସାରା ଶର୍ମା ( ଏସପି, ଗଜପତି)
Last Updated : Aug 24, 2019, 8:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.