ETV Bharat / state

ଜାତୀୟ ପୁରସ୍କାର ପାଇଲେ ଦିବ୍ୟାଙ୍ଗ ନିରଞ୍ଜନ - visually-impaired niranjan behera

ଗଜପତି ଗୌରବ ଦିବ୍ୟାଙ୍ଗ ନିରଞ୍ଜନ ବେହେରାଙ୍କୁ ମିଳିଲା ଜାତୀୟ ପୁରସ୍କାର । ବିଶ୍ବ ଦିବ୍ୟାଙ୍ଗ ଦିବସ ଅବସରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି ସେ।

visually impaired niranjan behera  receive national National Award from vice president
ଜାତୀୟ ପୁରସ୍କାର ପାଇଲେ ଦିବ୍ୟାଙ୍ଗ ନିରଞ୍ଜନ
author img

By

Published : Dec 3, 2019, 5:17 PM IST

Updated : Dec 3, 2019, 7:29 PM IST

ଗଜପତି: ଦିବ୍ୟାଙ୍ଗ ନିରଞ୍ଜନଙ୍କୁ ମିଳିଛି ଜାତୀୟ ପୁରସ୍କାର । ବିଶ୍ବ ଦିବ୍ୟାଙ୍ଗ ଦିବସ ଅବସରରେ ଦିଲ୍ଲୀର ବିଜ୍ଞାନ ଭବନରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଅନ୍ୟ ଦିବ୍ୟାଙ୍ଗଙ୍କ ବିକାଶ ପାଇଁ ତାଙ୍କର ବଳିଷ୍ଠ ଯୋଗଦାନ ଓ ନିସ୍ବାର୍ଥପର ଅବଦାନ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏନେଇ ବିଭିନ୍ନ ସ୍ଥାନରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

visually impaired niranjan behera  receive national National Award from vice president
ଜାତୀୟ ପୁରସ୍କାର ପାଇଲେ ଦିବ୍ୟାଙ୍ଗ ନିରଞ୍ଜନ

ନିଜେ ଦୁନିଆକୁ ନ ଦେଖି ଅନ୍ୟଙ୍କୁ ବଞ୍ଚିବାର ରାହା ଦେଖାଉଥିବା ନିରଞ୍ଜନଙ୍କ ପ୍ରଂଶସା ଆଜି ସବୁରି ମୁହଁରେ । ଦୀର୍ଘ 20 ବର୍ଷ ଧରି ଦିବ୍ୟାଙ୍ଗଙ୍କ ପାଇଁ ବ୍ୟକ୍ତିଗତ ଓ ଜଣେ ଅଣପେଷାଦାର କର୍ମୀ ଭାବେ ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ସେ ରାଷ୍ଟ୍ର ସମ୍ମାନର ହକଦାର ହୋଇଛନ୍ତି ।

ଦିବ୍ୟାଙ୍ଗଙ୍କ ପାଇଁ ବ୍ୟକ୍ତିଗତ ଓ ଜଣେ ଅଣପେଷାଦାର କର୍ମୀ ଭାବେ ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ସେ ରାଷ୍ଟ୍ର ସମ୍ମାନର ହକଦାର ହୋଇଛନ୍ତି । ଏବେ ସେ ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ଅଛନ୍ତି ।

ଜାତୀୟ ପୁରସ୍କାର ପାଇଲେ ଦିବ୍ୟାଙ୍ଗ ନିରଞ୍ଜନ

ପଢନ୍ତୁ: ଗଜପତିର ଗୌରବ, ଜାତୀୟ ପୁରସ୍କାର ପାଇବେ ଦିବ୍ୟାଙ୍ଗ

ଏହାକୁ ବି ପଢନ୍ତୁ: ଇଟିଭି ଭାରତ ପ୍ରଭାବ, ଦିବ୍ୟାଙ୍ଗ ନିରଞ୍ଜନଙ୍କୁ ମିଳିବ ଘର

ଏହା ପୂର୍ବରୁ ୨୦୧୩ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସେ ସମ୍ବଦ୍ଧିତ ହୋଇଥିବା ବେଳେ ୨୦୧୭ ମସିହାରେ ରେଡକ୍ରସ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ପ୍ରତ୍ୟେକ ପୁରସ୍କାର ତାଙ୍କୁ ଅଧିକ ଉତ୍ସାହିତ କରିବା ଏହି କ୍ଷେତ୍ରରେ ତାଙ୍କୁ ଅଧିକ କାମ କରାଇବାକୁ ପ୍ରେରଣା ଯୋଗାଉଥିବା ନେଇ ନିରଞ୍ଜନ ଜଣାଇଛନ୍ତି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:ଭିନ୍ନକ୍ଷମ ନିରଞ୍ଜନଙ୍କୁ ମିଳିଲା ଜାତୀୟ ପୁରସ୍କାର । ଭିନ୍ନକ୍ଷମଙ୍କୁ ସେମାନଙ୍କ ଅଧିକାର ଯୋଗାଇଦେବା ପାଇଁ ଗତ 20ବର୍ଷ ହେଲା ଲଢେଇ କରିଆସୁଥିବା ନିରଞ୍ଜନଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଆଜି 3ତାରିଖରେ ଦିଲ୍ଲୀର ବିଜ୍ଞାନ ଭବନରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଚନ୍ତି । ଏହାକୁ ନେଇ ସେ ବେଶ ଖୁସିଥିବା କହିଛନ୍ତି ନିରଞ୍ଜନ । ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ସ୍ଥାନରୁ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ଭଲ କାମ ପାଇଁ ସମ୍ବର୍ଧନା ଦିଆଯିବା ଆନନ୍ଦର କଥା ।
ଓଡିଶା ବିକଳାଙ୍ଗ ମଂଚର ରାଜ୍ୟ ସଭାପତି ନିରଞ୍ଜନ ବେହେରାଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଭିନ୍ନକ୍ଷମତା କ୍ଷେତ୍ରରେ ବ୍ୟକ୍ତିଗତ ଓ ଜଣେ ଅଣପେଷାଦାର କର୍ମୀ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାକୁ ଏହି ସମ୍ବର୍ଦ୍ଧନା ପାଇବାକୁ ସେ ଯୋଗ୍ୟ ବିବେଚିତ ହୋଇଥିବା ରୁ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା କରାଗଲା। । ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ସ୍ତରରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହା ପୂର୍ବରୁ ସେ ୨୦୧୩ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବଦ୍ଧିତ ହୋଇଥିବା ବେଳେ ୨୦୧୭ ମସିହାରେ ରେଡକ୍ରସ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ପ୍ରତ୍ୟେକ ପୁରସ୍କାର ତାଙ୍କୁ ଅଧିକ ଉତ୍ସାହିତ କରିବା ଏହି କ୍ଷେତ୍ରରେ ତାଙ୍କୁ ଅଧିକ କାମ କରାଇବାକୁ ପ୍ରେରଣା ଯୋଗାଉଥିବା ନିରଞ୍ଜନ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବେ ଆଜି ଜାତୀୟ ସ୍ତରରେ ସମ୍ବର୍ଦ୍ଧନା ପାଇଥିବା ହେତୁ ସେ ଅଧିକ ଉତ୍ସାହିତ ଥିବା କହିଛନ୍ତି । ଏହାକୁ ନେଇ ତାଙ୍କ ପରିବାର ଏବଂ ସାହି ପଡିଶା ଲୋକେ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି ।Body:ଭିନ୍ନକ୍ଷମ ନିରଞ୍ଜନଙ୍କୁ ମିଳିଲା ଜାତୀୟ ପୁରସ୍କାର । ଭିନ୍ନକ୍ଷମଙ୍କୁ ସେମାନଙ୍କ ଅଧିକାର ଯୋଗାଇଦେବା ପାଇଁ ଗତ 20ବର୍ଷ ହେଲା ଲଢେଇ କରିଆସୁଥିବା ନିରଞ୍ଜନଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଆଜି 3ତାରିଖରେ ଦିଲ୍ଲୀର ବିଜ୍ଞାନ ଭବନରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଚନ୍ତି । ଏହାକୁ ନେଇ ସେ ବେଶ ଖୁସିଥିବା କହିଛନ୍ତି ନିରଞ୍ଜନ । ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ସ୍ଥାନରୁ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ଭଲ କାମ ପାଇଁ ସମ୍ବର୍ଧନା ଦିଆଯିବା ଆନନ୍ଦର କଥା ।
ଓଡିଶା ବିକଳାଙ୍ଗ ମଂଚର ରାଜ୍ୟ ସଭାପତି ନିରଞ୍ଜନ ବେହେରାଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଭିନ୍ନକ୍ଷମତା କ୍ଷେତ୍ରରେ ବ୍ୟକ୍ତିଗତ ଓ ଜଣେ ଅଣପେଷାଦାର କର୍ମୀ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାକୁ ଏହି ସମ୍ବର୍ଦ୍ଧନା ପାଇବାକୁ ସେ ଯୋଗ୍ୟ ବିବେଚିତ ହୋଇଥିବା ରୁ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା କରାଗଲା। । ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ସ୍ତରରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହା ପୂର୍ବରୁ ସେ ୨୦୧୩ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବଦ୍ଧିତ ହୋଇଥିବା ବେଳେ ୨୦୧୭ ମସିହାରେ ରେଡକ୍ରସ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ପ୍ରତ୍ୟେକ ପୁରସ୍କାର ତାଙ୍କୁ ଅଧିକ ଉତ୍ସାହିତ କରିବା ଏହି କ୍ଷେତ୍ରରେ ତାଙ୍କୁ ଅଧିକ କାମ କରାଇବାକୁ ପ୍ରେରଣା ଯୋଗାଉଥିବା ନିରଞ୍ଜନ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବେ ଆଜି ଜାତୀୟ ସ୍ତରରେ ସମ୍ବର୍ଦ୍ଧନା ପାଇଥିବା ହେତୁ ସେ ଅଧିକ ଉତ୍ସାହିତ ଥିବା କହିଛନ୍ତି । ଏହାକୁ ନେଇ ତାଙ୍କ ପରିବାର ଏବଂ ସାହି ପଡିଶା ଲୋକେ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି ।Conclusion:ଭିନ୍ନକ୍ଷମ ନିରଞ୍ଜନଙ୍କୁ ମିଳିଲା ଜାତୀୟ ପୁରସ୍କାର । ଭିନ୍ନକ୍ଷମଙ୍କୁ ସେମାନଙ୍କ ଅଧିକାର ଯୋଗାଇଦେବା ପାଇଁ ଗତ 20ବର୍ଷ ହେଲା ଲଢେଇ କରିଆସୁଥିବା ନିରଞ୍ଜନଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଆଜି 3ତାରିଖରେ ଦିଲ୍ଲୀର ବିଜ୍ଞାନ ଭବନରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଚନ୍ତି । ଏହାକୁ ନେଇ ସେ ବେଶ ଖୁସିଥିବା କହିଛନ୍ତି ନିରଞ୍ଜନ । ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ସ୍ଥାନରୁ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ଭଲ କାମ ପାଇଁ ସମ୍ବର୍ଧନା ଦିଆଯିବା ଆନନ୍ଦର କଥା ।
ଓଡିଶା ବିକଳାଙ୍ଗ ମଂଚର ରାଜ୍ୟ ସଭାପତି ନିରଞ୍ଜନ ବେହେରାଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଭିନ୍ନକ୍ଷମତା କ୍ଷେତ୍ରରେ ବ୍ୟକ୍ତିଗତ ଓ ଜଣେ ଅଣପେଷାଦାର କର୍ମୀ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାକୁ ଏହି ସମ୍ବର୍ଦ୍ଧନା ପାଇବାକୁ ସେ ଯୋଗ୍ୟ ବିବେଚିତ ହୋଇଥିବା ରୁ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା କରାଗଲା। । ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ସ୍ତରରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହା ପୂର୍ବରୁ ସେ ୨୦୧୩ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବଦ୍ଧିତ ହୋଇଥିବା ବେଳେ ୨୦୧୭ ମସିହାରେ ରେଡକ୍ରସ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ପ୍ରତ୍ୟେକ ପୁରସ୍କାର ତାଙ୍କୁ ଅଧିକ ଉତ୍ସାହିତ କରିବା ଏହି କ୍ଷେତ୍ରରେ ତାଙ୍କୁ ଅଧିକ କାମ କରାଇବାକୁ ପ୍ରେରଣା ଯୋଗାଉଥିବା ନିରଞ୍ଜନ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବେ ଆଜି ଜାତୀୟ ସ୍ତରରେ ସମ୍ବର୍ଦ୍ଧନା ପାଇଥିବା ହେତୁ ସେ ଅଧିକ ଉତ୍ସାହିତ ଥିବା କହିଛନ୍ତି । ଏହାକୁ ନେଇ ତାଙ୍କ ପରିବାର ଏବଂ ସାହି ପଡିଶା ଲୋକେ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି ।
Last Updated : Dec 3, 2019, 7:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.