ETV Bharat / state

ପ୍ରଶାସନକୁ 'ଫନି' ଭୟ, ସ୍ଥାନାନ୍ତର ହେଲା ଇଭିଏମ୍

ସମ୍ଭାବ୍ୟ ବାତ୍ୟା ‘ଫନି’କୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି ପ୍ରଶାସନ। ଲୋକଙ୍କ ସହ ସାଧାରଣ ନିର୍ବାଚନରେ ବ୍ୟବହୃତ ହୋଇଥିବା ସମସ୍ତ ଇଭିଏମ୍ ଓ ଭିଭିପାଟ୍ ମେସିନ ଗୁଡିକୁ କରାଯାଇଛି ସ୍ଥାନାନ୍ତର ।

author img

By

Published : May 1, 2019, 8:45 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ଗଜପତି

ଗଜପତି : ସମ୍ଭାବ୍ୟ ବାତ୍ୟା ଫନିକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ହୋଇଛି ପ୍ରଶାସନ। ସାଧାରଣ ନିର୍ବାଚନରେ ବ୍ୟବହୃତ ହୋଇଥିବା ସମସ୍ତ ଇଭିଏମ୍ ଓ ଭିଭିପାଟ୍ ମେସିନ ଗୁଡିକୁ କରାଯାଇଛି ସ୍ଥାନାନ୍ତର ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଗଜପତି

ମହାରାଜା ବାଳକ ଉଚ୍ଚ ବିଦ୍ଯାଳୟରେ ଥବା ଇଭିଏମ୍ ମେସିନ ଗୁଡିକୁ କଡା ସୁରକ୍ଷାର ସହିତ ଅନ୍ୟ ସ୍ଥାନକୁ ନିଆଯାଇଛି । ସ୍ଥାନାନ୍ତରିତ ସମୟରେ ସବୁ ଦଳର ପ୍ରାର୍ଥୀଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

ଦୁଇଟି ନିର୍ବାଚନ ମଣ୍ଡଳୀର 573ଟି ଇଭିଏମ୍ ଓ ଭିଭିପାଟ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନୂତନଭାବେ ନିର୍ମାଣ ହୋଇଥିବା ଇଭିଏମ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାପାଳ ଅନୂପମ୍ ସାହା ଏନେଇ ସମସ୍ତ ସୂଚନା ଦେଇଛନ୍ତି ।

ଗଜପତିରୁ ହରିହର ମିଶ୍ର, ଇଟିଭି ଭାରତ

Intro:Body:

gssdg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.