ETV Bharat / state

ଗଜପତିରେ ସହର ପରିକ୍ରମା କଲା 'ସି-ଟିମ', ଦାସକାଠିଆ ମାଧ୍ୟମରେ ସଚେତନତା - GAJAPATI

ସହର ପରିକ୍ରମା କରିଛି ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସି-ଟିମ  । ଲୋକଙ୍କୁ ସଚେତନ କରିବା ପାଇଁ ଶୋଭାଯାତ୍ରା କରିଛି ଏହି ଟିମ । ଏଥିରେ ବିଭିନ୍ନ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି,ଗଜପତି
author img

By

Published : Jun 27, 2019, 1:58 PM IST

ଗଜପତି : ଆଜି ସହର ପରିକ୍ରମା କରିଛି ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସି-ଟିମ । ଏହି କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ସଚେତନତା କରିବା ପାଇଁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।

ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏବଂ ପୋଲିସ କର୍ମଚାରୀମାନେ ସାମିଲ ହୋଇଥିଲେ । ଦାସକାଠିଆ ମାଧ୍ୟମରେ ମଧ୍ୟ ଲୋକଙ୍କୁ ସି-ଟିମ ବିଷୟରେ ସଚେତନତା କରାଯାଇଥିଲା । ଏହି ଶୋଭାଯାତ୍ରା ସହରର ବିଭିନ୍ନ ଅଞ୍ଚଳ ବୁଲିବା ସମୟରେ ଲୋକେ ଏଭଳି ପ୍ରୟାସ କରିଥିବା ଏସପି ସାରା ଶର୍ମାଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ବାଗତ କରିଥିଲେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଗଜପତି

ଲୋକଙ୍କ ଆଗ୍ରହ ଦେଖି ଏହାର ଯଥେଷ୍ଟ ଆବଶ୍ୟକ ଥିବା ହୃଦବୋଧ ହୋଇଛି । ଏହା ଆଗାମୀ ଦିନରେ କାମ କରିବା ପାଇଁ ସହାୟକ ହୋଇପାରିବ ବୋଲି ଏସପି କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

SLUG - SHE TEAM RALLY
FORMAT - AVB
REPORTER- HARIHARA PATNAIK
PLACE - GAJAPATI 
DATE - 27.06.2019
ଭିଓ - ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସି-ଟିମ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ସଚେତନତା କରିବା ପାଇଁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା  । ଏଥିରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏବଂ ପୋଲିସ କର୍ମଚାରୀ ମାନେ ସାମିଲ ହୋଇଥିଲେ  । ଦାସକାଠିଆ ମାଧ୍ୟମ ରେ ମଧ୍ୟ ଲୋକଙ୍କୁ ସି-ଟିମ ବିଷୟରେ ସଚେତନତା କରାଯାଇଥିଲା . ଏହି ଶୋଭାଯାତ୍ରା ସହରର ବିଭି୍ନ୍ନ ଅଂଚଳ ବୁଲିବା ସମୟରେ ଲୋକେ ଏଭଳି ପ୍ରୟାସ କରିଥିବା ଏସପି ସାରା ଶର୍ମାଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ବାଗତ କରିଥିଲେ  । ଲୋକଙ୍କ ଆଗ୍ରହ ଦେଖି ଏହାର ଯଥେଷ୍ଟ ଆବଶ୍ୟକ ଥିବା ହୃଦବୋଧ ହୋଇଛି  । ଏବଂ ଏହା ଆଗାମୀ ଦିନରେ କାମ କରିବା ପାଇଁ ସହାୟକ ହୋଇପାରିବ ବୋଲି ଏସପି କହିଛନ୍ତି  ।..
ବାଇଟ - ସାରା ଶର୍ମା ( ଏସପି, ଗଜପତି )
VISUAL SENT BY FTP......

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.