ETV Bharat / state

ବନ୍ୟା ପ୍ରକୋପରୁ ବର୍ତ୍ତିଲା କାଶୀନଗର - ଲଗାଣ ବର୍ଷା

ଲଗାଣ ବର୍ଷାରେ ଗଜପତି ଜିଲ୍ଲା ବଂଶଧାରା ନଦୀରେ ଉପୁଜିଥିଲା ବନ୍ୟା ପରିସ୍ଥିତି । ତେବେ ଉପଯୁ୍କ୍ତ ଜଳ ପରିଚାଳନା ଯୋଗୁଁ ବନ୍ୟା ପରିସ୍ଥିତିରେ ସୁଧାର ଦେଖାଦେଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Aug 8, 2019, 5:28 PM IST

ଗଜପତି: ଗତ 3ଦିନର ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀରେ ଦେଖାଦେଇଥିଲା ବନ୍ୟା ପରିସ୍ଥିତି । ତେବେ ଧିରେ ଧିରେ ସେଥିରେ ସୁଧାର ଆସିଥିବା ଦେଖାଯାଇଛି । ବୁଧବାର ରାତିରୁ ନଦୀର ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବା ବେଳେ ଗୁରୁବାର ସକାଳୁ କାଶୀନଗର ଅଞ୍ଚଳରେ ବି ବର୍ଷାର ପରିମାଣ କମିଛି । ଫଳରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

କାଶୀନଗର ଠାରେ ବିପଦ ସଙ୍କେତ 54.60ମିଟର ରହିଥିବା ବେଳେ ବୁଧବାର ଏଠାରେ ଜଳସ୍ତର 56.60ରେ ପହଞ୍ଚିଥିଲା । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ନଦୀର ତଳମୁଣ୍ଡରେ ଆନ୍ଧ୍ରର ଗୋଟା ବ୍ୟାରେଜ ଠାରେ ଜଳ ପରିଚାଳନା ସଠିକ୍ ଭାବେ କରାଯାଇଥିବାରୁ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇ ପାରିଥିଲା । ବିଭିନ୍ନ ତଳୁଆ ଅଞ୍ଚଳରେ ପାଣି ପଶିଥିଲେ ମଧ୍ୟ ବନ୍ୟାଜଳ ବିଶେଷ କ୍ଷତି କରିପାରିନଥିଲା ।

ତେବେ ଗୁରୁବାର ମଧ୍ୟ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ନଦୀକୁଳିଆ ଅଞ୍ଚଳରେ ଥିବା କାଶୀନଗରର 18ଟି ଏବଂ ଗୋଷାଣି ବ୍ଲକର 12ଟି ସ୍କୁଲରେ ଛାତ୍ର ଛାତ୍ରୀଙ୍କୁ ବାରଣ କରାଯାଇଛି । କିନ୍ତୁ ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି । ବର୍ତ୍ତମାନ ବର୍ଷାର ପରିମାଣ କମିଥିବା ବେଳେ ତଳମୁଣ୍ଡରେ ଥିବା ଗୋଟା ବ୍ୟାରେଜରେ ଜଳର ସୁପରିଚାଳନା ଯୋଗୁଁ ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । କାଶୀନଗର ଠାରେ ଜଳସ୍ତର ବର୍ତ୍ତମାନ 55.78ମିଟର ରହିଛି ।

ସନ୍ଧ୍ୟା ସୁଦ୍ଧା ଏହା ହ୍ରାସ ପାଇ ବିପଦ ସଙ୍କେତ ତଳକୁ ଚାଲିଆସିବ ବୋଲି ସିଡବ୍ଲୁସି ପକ୍ଷରୁ କୁହାଯାଇଛି । ତେବେ ସରକାର ଜାରି କରିଥିବା ରେଡ ୱାର୍ଣ୍ଣିଂକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ଆଶ୍ରୟସ୍ଥଳୀ ନିର୍ମାଣ କରିବା ସହ ତଳୁଆ ଅଞ୍ଚଳର ଲୋକଙ୍କୁ ଏଠାରେ ରଖାଯାଇଛି ଏବଂ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଗଜପତିରୁ ହରିହର ପାତ୍ର, ଇଟିଭି ଭାରତ

Intro:SLUG-BANSADHARA FOLLOWUP
FORMAT-AVO
REPORT-HARIHARA PATNAIK
PLACE-GAJAPATI
DATE-08.08.2019
ଆଙ୍କର-ଗତ 3ଦିନର ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀରେ ଦେଖାଦେଇଥିବା ବନ୍ୟା ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ବୁଧବାର ରାତିରୁ ନଦୀର ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବା ବେଳେ ଆଜି ସକାଳୁ କାଶୀନଗର ଅଞ୍ଚଲରେ ବି ବର୍ଷାର ପରିମାଣ କମିଛି । ଫଳରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । କାଶୀନଗର ଠାରେ ବିପଦ ସଂକେତ 54.60ମିଟର ରହିଥିବା ବେଳେ ଗତକାଲି ଏଠାରେ ଜଳସ୍ତର 56.60ରେ ପହଂଚିଥିଲା । ଫଳରେ ବନୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ନଦୀର ତଳମୁଣ୍ଡରେ ଆନ୍ଧ୍ରର ଗୋଟା ବ୍ୟାରେଜ ଠାରେ ଜଳ ପରିଚାଳନା ସଠିକ୍ ଭାବେ କରାଯାଇଥିବା ବନ୍ୟା ପରିସ୍ଥିତିକୁ ନିଯନ୍ତ୍ରଣ କରାଯାଇପାରିଥିଲା । ବିଭିନ୍ନ ତଳି ଅଂଚଳରେ ପାଣି ପଶିଥିଲେ ମଧ୍ଯ ବନ୍ୟାଜଳ ବିଶେଷ 7ତି କରିପାରିନଥିଲା । ତେବେ ଆଜି ମଧ୍ଯ ବର୍ଷା ଲାଗି ରହିବା ନେଇ ପାଣିପାଗ ପୂର୍ବାନୁମାନ କରିଥିବାରୁ ନଦୀକୁଳିଆ ଅଂଚଳରେ ଥିବା କାଶୀନଗରର 18ଟି ଏବଂ ଗୋଷାଣି ବ୍ଲକର 12ଟି ସ୍କୁଲକୁ ପିଲାଙ୍କୁ ଆସିବାକୁ ବାରଣ କରାଯାଇଛି । ତେବେ ସ୍କୁଲରେ ଶିକ୍ଷକଶିକ୍ଷଯିତ୍ରୀମାନେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି । ବର୍ତମାନ ବର୍ଷାର ପରିମାଣ କମିଥିବା ବେଳେ ତଳମୁଣ୍ଡରେ ଥିବା ଗୋଟାବ୍ୟାରେଜରେ ଜଳର ସୁପରିଚାଳନା ଯୋଗୁଁ ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ବର୍ତମାନ କାଶୀନଗର ଠାରେ ଜଳସ୍ତର 55.78ମିଟର ରହିଛି । ଯାହାକି ବିପଦ ସଂକେତ ଠାରୁ ଉପରେ ଜଳ ପ୍ରବାହିତ ହେଉଛି । ତେବେ ସନ୍ଧ୍ୟା ସୁଦ୍ଧା ଏହା ହ୍ରାସ ପାଇ ବିପଦ ସଂକେତ ତଳକୁ ଚାଲିଆସିବ ବୋଲି ସିଡବ୍ଲୁସି ପକ୍ଷରୁ କୁହାଯାଇଛି । ତେବେ ସରକାର ଜାରି କରିଥିବା ରେ଼ଡ ୱାର୍ଣ୍ଣିଂତକୁ ଦୃଷ୍ଚଟିରେ ରଖି ଜି୍ଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ଆଶ୍ରୟ,ସ୍ଥଳୀ ନିର୍ମାଣ କରିବା ସହ ତଳି ଅଂଚଳର ଲୋକଙ୍କୁ ଏଠାରେ ରଖାଯାଇଛି ଏବଂ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗଦାଇ ଦିଆାଉଥି୍ବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । Body:ଆଙ୍କର-ଗତ 3ଦିନର ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀରେ ଦେଖାଦେଇଥିବା ବନ୍ୟା ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ବୁଧବାର ରାତିରୁ ନଦୀର ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବା ବେଳେ ଆଜି ସକାଳୁ କାଶୀନଗର ଅଞ୍ଚଲରେ ବି ବର୍ଷାର ପରିମାଣ କମିଛି । ଫଳରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । କାଶୀନଗର ଠାରେ ବିପଦ ସଂକେତ 54.60ମିଟର ରହିଥିବା ବେଳେ ଗତକାଲି ଏଠାରେ ଜଳସ୍ତର 56.60ରେ ପହଂଚିଥିଲା । ଫଳରେ ବନୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ନଦୀର ତଳମୁଣ୍ଡରେ ଆନ୍ଧ୍ରର ଗୋଟା ବ୍ୟାରେଜ ଠାରେ ଜଳ ପରିଚାଳନା ସଠିକ୍ ଭାବେ କରାଯାଇଥିବା ବନ୍ୟା ପରିସ୍ଥିତିକୁ ନିଯନ୍ତ୍ରଣ କରାଯାଇପାରିଥିଲା । ବିଭିନ୍ନ ତଳି ଅଂଚଳରେ ପାଣି ପଶିଥିଲେ ମଧ୍ଯ ବନ୍ୟାଜଳ ବିଶେଷ 7ତି କରିପାରିନଥିଲା । ତେବେ ଆଜି ମଧ୍ଯ ବର୍ଷା ଲାଗି ରହିବା ନେଇ ପାଣିପାଗ ପୂର୍ବାନୁମାନ କରିଥିବାରୁ ନଦୀକୁଳିଆ ଅଂଚଳରେ ଥିବା କାଶୀନଗରର 18ଟି ଏବଂ ଗୋଷାଣି ବ୍ଲକର 12ଟି ସ୍କୁଲକୁ ପିଲାଙ୍କୁ ଆସିବାକୁ ବାରଣ କରାଯାଇଛି । ତେବେ ସ୍କୁଲରେ ଶିକ୍ଷକଶିକ୍ଷଯିତ୍ରୀମାନେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି । ବର୍ତମାନ ବର୍ଷାର ପରିମାଣ କମିଥିବା ବେଳେ ତଳମୁଣ୍ଡରେ ଥିବା ଗୋଟାବ୍ୟାରେଜରେ ଜଳର ସୁପରିଚାଳନା ଯୋଗୁଁ ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ବର୍ତମାନ କାଶୀନଗର ଠାରେ ଜଳସ୍ତର 55.78ମିଟର ରହିଛି । ଯାହାକି ବିପଦ ସଂକେତ ଠାରୁ ଉପରେ ଜଳ ପ୍ରବାହିତ ହେଉଛି । ତେବେ ସନ୍ଧ୍ୟା ସୁଦ୍ଧା ଏହା ହ୍ରାସ ପାଇ ବିପଦ ସଂକେତ ତଳକୁ ଚାଲିଆସିବ ବୋଲି ସିଡବ୍ଲୁସି ପକ୍ଷରୁ କୁହାଯାଇଛି । ତେବେ ସରକାର ଜାରି କରିଥିବା ରେ଼ଡ ୱାର୍ଣ୍ଣିଂତକୁ ଦୃଷ୍ଚଟିରେ ରଖି ଜି୍ଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ଆଶ୍ରୟ,ସ୍ଥଳୀ ନିର୍ମାଣ କରିବା ସହ ତଳି ଅଂଚଳର ଲୋକଙ୍କୁ ଏଠାରେ ରଖାଯାଇଛି ଏବଂ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗଦାଇ ଦିଆାଉଥି୍ବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । Conclusion:ଆଙ୍କର-ଗତ 3ଦିନର ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀରେ ଦେଖାଦେଇଥିବା ବନ୍ୟା ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ବୁଧବାର ରାତିରୁ ନଦୀର ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବା ବେଳେ ଆଜି ସକାଳୁ କାଶୀନଗର ଅଞ୍ଚଲରେ ବି ବର୍ଷାର ପରିମାଣ କମିଛି । ଫଳରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । କାଶୀନଗର ଠାରେ ବିପଦ ସଂକେତ 54.60ମିଟର ରହିଥିବା ବେଳେ ଗତକାଲି ଏଠାରେ ଜଳସ୍ତର 56.60ରେ ପହଂଚିଥିଲା । ଫଳରେ ବନୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ନଦୀର ତଳମୁଣ୍ଡରେ ଆନ୍ଧ୍ରର ଗୋଟା ବ୍ୟାରେଜ ଠାରେ ଜଳ ପରିଚାଳନା ସଠିକ୍ ଭାବେ କରାଯାଇଥିବା ବନ୍ୟା ପରିସ୍ଥିତିକୁ ନିଯନ୍ତ୍ରଣ କରାଯାଇପାରିଥିଲା । ବିଭିନ୍ନ ତଳି ଅଂଚଳରେ ପାଣି ପଶିଥିଲେ ମଧ୍ଯ ବନ୍ୟାଜଳ ବିଶେଷ 7ତି କରିପାରିନଥିଲା । ତେବେ ଆଜି ମଧ୍ଯ ବର୍ଷା ଲାଗି ରହିବା ନେଇ ପାଣିପାଗ ପୂର୍ବାନୁମାନ କରିଥିବାରୁ ନଦୀକୁଳିଆ ଅଂଚଳରେ ଥିବା କାଶୀନଗରର 18ଟି ଏବଂ ଗୋଷାଣି ବ୍ଲକର 12ଟି ସ୍କୁଲକୁ ପିଲାଙ୍କୁ ଆସିବାକୁ ବାରଣ କରାଯାଇଛି । ତେବେ ସ୍କୁଲରେ ଶିକ୍ଷକଶିକ୍ଷଯିତ୍ରୀମାନେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି । ବର୍ତମାନ ବର୍ଷାର ପରିମାଣ କମିଥିବା ବେଳେ ତଳମୁଣ୍ଡରେ ଥିବା ଗୋଟାବ୍ୟାରେଜରେ ଜଳର ସୁପରିଚାଳନା ଯୋଗୁଁ ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ବର୍ତମାନ କାଶୀନଗର ଠାରେ ଜଳସ୍ତର 55.78ମିଟର ରହିଛି । ଯାହାକି ବିପଦ ସଂକେତ ଠାରୁ ଉପରେ ଜଳ ପ୍ରବାହିତ ହେଉଛି । ତେବେ ସନ୍ଧ୍ୟା ସୁଦ୍ଧା ଏହା ହ୍ରାସ ପାଇ ବିପଦ ସଂକେତ ତଳକୁ ଚାଲିଆସିବ ବୋଲି ସିଡବ୍ଲୁସି ପକ୍ଷରୁ କୁହାଯାଇଛି । ତେବେ ସରକାର ଜାରି କରିଥିବା ରେ଼ଡ ୱାର୍ଣ୍ଣିଂତକୁ ଦୃଷ୍ଚଟିରେ ରଖି ଜି୍ଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ଆଶ୍ରୟ,ସ୍ଥଳୀ ନିର୍ମାଣ କରିବା ସହ ତଳି ଅଂଚଳର ଲୋକଙ୍କୁ ଏଠାରେ ରଖାଯାଇଛି ଏବଂ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗଦାଇ ଦିଆାଉଥି୍ବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.