ETV Bharat / state

Municipal Vote Couting: ଗଜପତିରେ ଆରମ୍ଭ ହେଲା ଗଣତି ପ୍ରକ୍ରିୟା - ଗଜପତିରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ

ଗଜପତି ପୌରାଞ୍ଚଳରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବଚନୀ ଫଳାଫଳକୁ ନେଇ ସମସ୍ତ ପ୍ରତିଦ୍ୱନ୍ଦ୍ବୀ ଆଶା ଆଶଙ୍କାରେ ରହିଛନ୍ତି । ୫ଟି ଟେବୁଲରେ ଏକକାଳୀନ ଗଣତି ପ୍ରକ୍ରିୟା ଚାଲିଛି ।

Municipal Vote Couting: ଗଜପତିରେ ଆରମ୍ଭ ହେଲା ଗଣତି ପ୍ରକ୍ରିୟା

author img

By

Published : Mar 26, 2022, 9:50 AM IST

Updated : Mar 26, 2022, 11:37 AM IST

ଗଜପତି: ପୌରାଞ୍ଚଳରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବଚନୀ ଫଳାଫଳକୁ ନେଇ ସମସ୍ତ ପ୍ରତିଦ୍ୱନ୍ଦ୍ବୀ ଆଶା ଆଶଙ୍କାରେ ରହିଛନ୍ତି । ପୌର ଭୋଟ ଗଣତି ପାଇଁ ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୫ଟି ଟେବୁଲରେ ଏକକାଳୀନ ଗଣତି ପ୍ରକ୍ରିୟା ଚାଲିଛି । ବର୍ତ୍ତମାନ ସୁଦ୍ଧା 16 ୱାର୍ଡରୁ 2ଟି ବିଜେପି ଓ 7 ଟି ଆସନରେ ବିଜେଡି ବିଜୟ ହାସଲ କରିଛି।

Municipal Vote Couting: ଗଜପତିରେ ଆରମ୍ଭ ହେଲା ଗଣତି ପ୍ରକ୍ରିୟା

1 ରୁ 5 ନମ୍ବର ୱାର୍ଡ ପାଇଁ ପ୍ରଥମ ରାଉଣ୍ଡ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଠାକାର ୧୬ଟି ୱାର୍ଡ ପାଇଁ ୪ଟି ରାଉଣ୍ଡରେ ଗଣତି ହେବ । ସେହିଭଳି ୧୩ ୱାର୍ଡ ବିଶିଷ୍ଟ କାଶୀନଗର ଏନଏସିରେ ୩ଟି ରାଉଣ୍ଡରେ ଗଣତି ପ୍ରକ୍ରୟା ମଧ୍ୟ ଆରମ୍ଭ ହୋଇଛି । ଭୋଟ ଗଣତି ପାଇଁ ସମସ୍ତ ଭୋଟଗଣତି କେନ୍ଦ୍ରରେ ତ୍ରସ୍ତରୀୟ ସୁରକ୍ଷା ବଳୟ କରାଯାଇଛି। ଏହି କ୍ରମରେ ସହରରେ ୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ତା ସହିତ ଗଣତି ଆରମ୍ଭ ହେବାପରେ ସହରର ଟ୍ରାଫିକକୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Mar 26, 2022, 11:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.