ETV Bharat / state

ପିଲାଙ୍କ ସହ କ୍ରିକେଟ ଖେଳିଲେ ଜିଲ୍ଲାପାଳ - Gajapati news

ପିଲାଙ୍କ ସହ କ୍ରିକେଟ ଖେଳିଲେ ଗଜପତି ଜିଲ୍ଲାପାଳ । ବିତେଇଲେ ସମୟ ଆଉ ବୁଝିଲେ ସମସ୍ୟା । ଅଧିକ ପଢନ୍ତୁ....

Gajapati district magistrate played cricket with the children
ପିଲାଙ୍କ ସହ କ୍ରିକେଟ ଖେଳିଲେ ଜିଲ୍ଲାପାଳ
author img

By

Published : Oct 10, 2020, 3:03 PM IST

ଗଜପତି: ପିଲାଙ୍କ ସହ କ୍ରିକେଟ ଖେଳିଲେ ଗଜପତି ଜିଲ୍ଲାପାଳ ଅନୁପମ ଶାହା । ଆଉ ବୁଝିଲେ ସେମାନଙ୍କ ସମସ୍ୟା । ଗତ 2018 ଆଜିର ଦିନରେ ତିତିଲି ବାତ୍ୟାରେ ଛାରଖାର ହୋଇଯାଇ ଥିଲା ପୁରା ଜିଲ୍ଲା । ବହୁ ଧନଜୀବନ ନଷ୍ଟ ହୋଇଯାଇ ଥିବାବେଳେ ଅନେକ ବେସାହାରା ହୋଇ ପଡିଥିଲେ ।

ପିଲାଙ୍କ ସହ କ୍ରିକେଟ ଖେଳିଲେ ଜିଲ୍ଲାପାଳ

ଫଳରେ ବେସାହାରା କିଛି ପିଲାଙ୍କୁ ଆପଣେଇ ନେଇଥିଲା ଜିଲ୍ଲା ପ୍ରଶାସନ । ସେମାନଙ୍କୁ ଥଇଥାନ ମଧ୍ୟ କରିଥିଲା । ବାତ୍ୟାର ଦୁଇ ବର୍ଷ ପୂରିବା ପୂର୍ବରୁ ଗଜପତି ଜିଲ୍ଲାପାଳ ଗୋଷାଣୀ ବ୍ଲକ ଲାବଣ୍ୟ ଗଡ ଠାରେ ଥିବା ଆଶ୍ରମ ବିଦ୍ୟାଳୟରେ ପହଞ୍ଚିଥିଲେ । ଆଉ ସେହି ପିଲାଙ୍କ ସୁଖଦୁଃଖ ବୁଝିବା ସହ କ୍ରିକେଟ ଖେଳି କିଛି ସମୟ ବିତେଇ ଥିଲେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗଜପତିରୁ ହରିହର ପଟ୍ଟନାୟକ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.