ETV Bharat / state

ମାତିଲେ ହାତୀପଲ, ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ

author img

By

Published : Dec 16, 2021, 1:54 PM IST

କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଗଜପତି ଜିଲ୍ଲାରେ ମାତିଛନ୍ତି ହାତୀପଲ । ଗତକାଲି ସକାଳୁ ୪ଟି ହାତୀ ପାରଳାଖେମୁଣ୍ଡି ଠାରୁ ୭ କିମି ଦୂର କାଶୀନଗର ବ୍ଲକ୍ ମିନିଗାଁ ନିକଟରେ ରହିଥିବା ଲୋକେ ଦେଖି ଚାଷୀ ଆତଙ୍କିତ । ଅଧିକ ପଢନ୍ତୁ

ମାତିଲେଣି ହାତୀପଲ, ଫସଲ ନଷ୍ଟ ନେଇ ଚିନ୍ତାରେ ଲୋକେ

ଗଜପତି: ଜନବସତିମୁହାଁ ହାତୀପଲ । କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଗଜପତି ଜିଲ୍ଲାରେ ମାତିଛନ୍ତି ହାତୀପଲ । ଗତକାଲି ସକାଳୁ ୪ଟି ହାତୀ ପାରଳାଖେମୁଣ୍ଡି ଠାରୁ ୭ କିମି ଦୂର କାଶୀନଗର ବ୍ଲକ୍ ମିନିଗାଁ ନିକଟରେ ରହିଥିବା ଲୋକେ ଦେଖିବାକୁ ପାଇଥିଲେ। ଯାହାକୁ ନେଇ ଅଞ୍ଚଳବାସୀ ତଙ୍କିତ ହୋଇପଡିଛନ୍ତି ।

ବର୍ତ୍ତମାନ ଧାନ ଅମଳ ସମୟ ଥିବାରୁ ଲୋକେ ଧାନ କାଟି ଗଦା କରି ରଖୁଛନ୍ତି । ଏହି ସମୟରେ ହାତୀପଲ ଆସିଥିବାରୁ ଫସଲ ନଷ୍ଟ କରିଦେବା ଆଶଙ୍କା ପ୍ରକାଶ ପାଇଛି । ବନ ବିଭାଗ ଅଧିକାରୀମାନେ ହାତୀପଲ ପରେ ନଜର ରଖୁଛନ୍ତି । ଦିନରେ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ରାତି ହେଲେ ସେମାନଙ୍କୁ ଘଉଡାଇବା ଉଦ୍ୟମ କରାଯିବ ବୋଲି କହିଛନ୍ତି ଦେବଗିରି ବନାଞ୍ଚଳ ଅଧିକାରୀ କବିନ ପରିଚ୍ଛା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.