ETV Bharat / state

ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଟୀକାକରଣର ପୂର୍ବାଭ୍ୟାସ - ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଟୀକାକରଣର ପୂର୍ବାଭ୍ୟାସ

ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ପରିସରରେ ଆରମ୍ଭ ହୋଇଯାଇଛି କୋଭିଡ ଟୀକାକରଣର ଡ୍ରାଏ ରନ । ପ୍ରାୟ ୨୫ ଜଣ କର୍ମଚାରୀଙ୍କୁ ନେଇ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଟୀକାକରଣର ପୂର୍ବାଭ୍ୟାସ

author img

By

Published : Jan 2, 2021, 2:27 PM IST

ଗଜପତି: ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ପରିସରରେ ଆରମ୍ଭ ହୋଇଯାଇଛି କୋଭିଡ ଟୀକାକରଣର ଡ୍ରାଏ ରନ । ପ୍ରାୟ ୨୫ ଜଣ କର୍ମଚାରୀଙ୍କୁ ନେଇ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ । ରାଜ୍ୟରେ କୋରୋନା ଟିକାକରଣ କାର୍ଯ୍ୟକ୍ରମକୁ କିଭଳି ଭାବେ ପରିଚାଳନା କରାଯିବ, ତାହା ଏହି ‘ଡ୍ରାଏ ରନ୍‌’ ବ୍ୟବସ୍ଥା ମାର୍ଗ ଦେଖାଇବ । ଏହା ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ବସ୍ତିର ଖବର । ରାଜ୍ୟବାସୀ କୋରୋନା ଟିକା ନେବା ପାଇଁ ଚାତକ ଭଳି ଅନେଇ ରହିଥିବା ବେଳେ ଏହି ‘ଡ୍ରାଏ ରନ୍‌’ କାର୍ଯ୍ୟକ୍ରମ ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶା ସଞ୍ଚାର କରିଛି ।

ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଟୀକାକରଣର ପୂର୍ବାଭ୍ୟାସ

ତେବେ ଆଗାମୀ ଦିନରେ ଟୀକା ଆସିବା ପରେ କିପରି ଭାବରେ ଏହାକୁ ସୁରୁଖୁରୁରେ ଲୋକଙ୍କୁ ଦିଆଯିବ, ଏନେଇ ତାହାର ଏକ ପୂର୍ବ ଅଭ୍ୟାସ ବା ଡ୍ରାଏ ରନ କରାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.