ETV Bharat / state

ଗଜପତିରେ ଖୋଲିଲା ଓଡିଶାର ପ୍ରଥମ ଶିଶୁମିତ୍ର ପ୍ରକୋଷ୍ଠ

ଏଣିକି ଥାନାରେ ଅଭିଯୋଗକାରିଣୀ ନିଜ ସନ୍ତାନଙ୍କୁ ଅନ୍ୟତ୍ର ରଖି ବିନା ସଙ୍କୋଚରେ ଅଭିଯୋଗ କରିପାରିବେ । ଏଥିଲାଗି ଗଜପତି ପାରଳାଖେମୁଣ୍ଡି ଆରକ୍ଷୀ କାର୍ଯ୍ୟାଳୟ ପକ୍ଷରୁ ନିଆଯାଇଛି ସ୍ବତନ୍ତ୍ର ପଦକ୍ଷେପ । ଏଥିପାଇଁ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ଖୋଲାଯାଇଛି ଓଡ଼ିଶାର ପ୍ରଥମ ମହିଳା ଓ ଶିଶୁମିତ୍ର ଆରକ୍ଷୀ ପ୍ରକୋଷ୍ଠ ।

author img

By

Published : Jul 18, 2019, 12:22 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ପାରଳାଖେମୁଣ୍ଡି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ଖୋଲାଯାଇଛି ଓଡ଼ିଶାର ପ୍ରଥମ ମହିଳା ଓ ଶିଶୁମିତ୍ର ଆରକ୍ଷୀ ପ୍ରକୋଷ୍ଠ । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଅଭିଯୋଗକାରୀଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଏଭଳି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଉକ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟର ଗୋଟିଏ ପ୍ରକୋଷ୍ଠକୁ ଶିଶୁ ଓ ମହିଳାଙ୍କ ସୁବିଧା, ଆରାମ ପ୍ରଦାନ ଓ ସେମାନଙ୍କ ପ୍ରତୀକ୍ଷାଳୟ ରୂପେ ବ୍ୟବହାର କରାଯିବ । ତେବେ ଏପରି କରିବାର ଉଦ୍ଦେଶ୍ୟ ହେଉଛି ଅଭିଯୋଗକାରିଣୀ ମହିଳାମାନେ ସେମାନଙ୍କ ସନ୍ତାନଙ୍କ ସମ୍ମୁଖରେ କୌଣସି ପ୍ରକାର ଅଭିଯୋଗ କରିବାକୁ କୁଣ୍ଠାବୋଧ ହେଉଛନ୍ତି । ଏଭଳି ପରିସ୍ଥିତିରେ ଅଭିଯୋଗକାରିଣୀମାନେ ନିଜ ସନ୍ତାନଙ୍କୁ ଉକ୍ତ ପ୍ରକୋଷ୍ଠରେ ଛାଡି ଦେଇ ବ୍ୟକ୍ତିଗତ ଭାବେ ଅଭିଯୋଗ କରିପାରିବେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଶିଶୁମିତ୍ର ପ୍ରକୋଷ୍ଠଟି ଶିଶୁଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରି ଅଭିଯୋଗକାରିଣୀ ମହିଳାଙ୍କୁ ସେମାନଙ୍କ ଅସୁବିଧା ବର୍ଣ୍ଣନା କରିବାରେ ସହାୟକ ହୋଇପାରିବ । ସେହିଭଳି ଶିଶୁମାନେ ମଧ୍ୟ ଶିଶୁମିତ୍ର ପ୍ରକୋଷ୍ଠରେ ଥିବା ଆସବାବପତ୍ର, କଣ୍ଢେଇ ଓ ଖେଳ ସାମଗ୍ରୀରେ ବ୍ୟସ୍ତ ରହିଲେ, ସେମାନଙ୍କର ପରିବାରବର୍ଗ ସେମାନଙ୍କର ଅସୁବିଧା ଜଣାଇବାରେ ସହାୟକ ହୋଇପାରିବ । ଶିଶୁମାନେ ସେହି ପ୍ରକୋଷ୍ଠରେ ଥିବା ବିଭିନ୍ନ ପଶୁପକ୍ଷୀ ଚିତ୍ର, ଖେଳନା ଆଦିରେ ବ୍ୟସ୍ତ ରହି ସେମାନଙ୍କର ସମୟକୁ ବି ସହଜରେ ଉପଭୋଗ କରିପାରିବେ ।

ଏହି ପ୍ରକୋଷ୍ଠଟି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କର ଗୋପନୀୟତା ରକ୍ଷା କରିବାରେ ସହାୟକ ହେବ । ଶିଶୁମିତ୍ର ପକୋଷ୍ଠଟି ଓଡ଼ିଶା ପୋଲିସ ପାଇଁ ଓଡିଶାରେ ପ୍ରଥମ । ତେବେ ଏହି ପ୍ରକୋଷ୍ଠଟିକୁ ଚିତ୍ରିତ ଓ ସାଜସଜ୍ଜା କରିବାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଗଜପତି ଆକୁଣ୍ଠ
ଚିତ୍ତରେ ସମସ୍ତ ସାହାଯ୍ୟ ଓ ସହଯୋଗ କରିଛନ୍ତି ।

ଭବିଷ୍ୟତରେ ଉକ୍ତ ପ୍ରକୋଷ୍ଠ ମହିଳା ଓ ଶିଶୁଙ୍କୁ ସହାୟତା କ୍ଷେତ୍ରରେ ଯେଉଁ ଅସୁବିଧା ପରିଲକ୍ଷିତ ହେଉଥିଲା, ତାହାକୁ ଦୂର କରି ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ କମାଇବାରେ ବିଶେଷ ସହାୟକ ହେବ । ପରବର୍ତ୍ତୀ ସମୟରେ ଜିଲ୍ଲାର ବିଭିନ୍ନ ଥାନାରେ ଏଭଳି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଗଜପତି ଏସପି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG-CHILD WOMAN FRIENDLY PS
FORMAT-AVB
REPOTER-HARIHARA PATNAIK
PLACE-GAJAPATI
DATE-17.07.19
ଗଜପତି ଜିଲ୍ଲା ପରଳାଖେମୁଣ୍ଡି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ରେ ଓଡ଼ିଶାର ପ୍ରଥମ ମହିଳା ଓ ଶିଶୁମିତ୍ର ଆରକ୍ଷୀ ପ୍ରକୋଷ୍ଠ ଖୋଲାଯାଇଛି .ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ, ଗଜପତିକୁ ମହିଳା ଓ ଶିଶୁଙ୍କ ଅଭିଯୋଗ ତଥା ଅସୁବିଧା ଜଣାଇବା ପାଇଁ ଅଭିଯୋଗକାରୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଅନୁଭବ କରାଗଲା ଯେ
ସେମାନଙ୍କ ପାଇଁ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ କିଛି ସ୍ବତନ୍ତ୍ର ବ୍ୟବସ୍ଥାର ଆବଶ୍ୟକତା ରହିଛି । ଉକ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟର ଗୋଟିଏ ପ୍ରକୋଷ୍ଠକୁ ଶିଶୁ ଓ ମହିଳାଙ୍କ ସୁବିଧା ଓ ଆରାମ ପ୍ରଦାନ ଓ ସେମାନଙ୍କ ପ୍ରତୀକ୍ଷାଳୟ ରୂପେ ବ୍ୟବହାର କରାଯିବ.ଦେଖାଗଲା ଯେ ଅଭିଯୋଗକାରିଣୀ ମହିଳାମାନେ ସେମାନଙ୍କ ସନ୍ତାନଙ୍କ ସମ୍ମୁଖରେ ସେମାନଙ୍କ ଅଭିଯୋଗ କହି ବାକୁ କୁଣ୍ଠାବୋଧ କରିବାରୁ ଉକ୍ତ ପ୍ରକୋଷ୍ଠରେ ସେମାନଙ୍କ ସନ୍ତାନମାନଙ୍କୁ ଛାଡି ଅଭିଯୋଗ କରିପାରିବେ। ଶିଶୁମିତ୍ର ପ୍ରକୋଷ୍ଠଟି ସେହିଭଳି ଶିଶୁମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରି ଅଭିଯୋଗକାରିଣୀ ମହିଳାଙ୍କୁ ସେମାନଙ୍କ ଅସୁବିଧା ବର୍ଣ୍ଣନା କରିବାରେ ସହାୟକ ହୋଇପାରିବ । ସେହିଭଳି ଶିଶୁମାନେ ମଧ୍ୟ ଶିଶୁମିତ୍ର ପ୍ରକୋଷ୍ଠରେ ଥିବା ଆସବାବପତ୍ର, କଣ୍ଢେଇ ଓ ଖେଳ ସାମଗ୍ରୀ ବ୍ୟସ୍ତ ରହିଲେ,ସେମାନଙ୍କର ପରିବାରବର୍ଗ ସେମାନଙ୍କର ଅସୁବିଧା ଜଣାଇବାରେ ସହାୟକ ହୋଇପାରିବ ।
ଶିଶୁମାନେ ସେହି ପ୍ରକୋଷ୍ଠରେ ଥିବା ବିଭିନ୍ନ ପଶୁପକ୍ଷୀ ଚିତ୍ର, ଖେଳନା ଆଦିରେ ବ୍ୟସ୍ତ ରହି ସେମାନଙ୍କର ସମୟକୁ ବି ସହଜରେ ଉପଭୋଗ କରିପାରିବେ । ଉକ୍ତ ପ୍ରକୋଷ୍ଠଟି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କର ଗୋପନୀୟତା ରକ୍ଷା କରିବାରେ ସହାୟକ ହେବ ।ଶିଶୁମିତ୍ର ପକୋଷ୍ଠଟି ଓଡ଼ିଶା ପୋଲିସ୍ ପାଇଁ ଓଡ଼ିଶା ରାଜ୍ୟରେ ପ୍ରଥମ । ଉକ୍ତ ପ୍ରକୋଷ୍ଠ ଟିକୁ ଚିତ୍ରିତ ଓ ସାଜସଜ୍ଜା କରିବାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଗଜପତି ଅକୁଣ୍ଠ
ଚିତ୍ତରେ ସମସ୍ତ ସାହାଯ୍ୟ ଓ ସହଯୋଗର ହୋଇଛି । ଭବିଷ୍ୟତରେ ଉକ୍ତ ପ୍ରକୋଷ୍ଠ ମହିଳା ଓ ଶିଶୁଙ୍କୁ ସହାୟତା କ୍ଷେତ୍ରରେ ଯେଉଁ ଅସୁବିଧା ପରିଲକ୍ଷିତ ହେଉଥିଲା, ତାହାକୁ ଦୂରକରି ପୋଲିସ୍ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ କମାଇବାରେ ବିଶେଷ
ସହାୟକ ହେବ । ପରବର୍ତ୍ତୀ ସମୟରେ ଆମ୍ଭ ଗଜପତି ଆରକ୍ଷୀ ଜିଲ୍ଲାରେ ସମସ୍ତ ଥାନାରେ ଶିଶୁମିତ୍ର ପ୍ରକୋଷ୍ଠ ଖୋଲିବାର ଚେଷ୍ଟିତ ଅଛୁ ବୋଲି କହିଛନ୍ତି ସାରା ଶର୍ମା.
ବାଇଟ- ସାରା ଶର୍ମା (ଗଜପତି ଏସ୍ .ପି)Body:SLUG-CHILD WOMAN FRIENDLY PS

ବାଇଟ- ସାରା ଶର୍ମା (ଗଜପତି ଏସ୍ .ପି)Conclusion:SLUG-CHILD WOMAN FRIENDLY PS

ବାଇଟ- ସାରା ଶର୍ମା (ଗଜପତି ଏସ୍ .ପି)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.