ETV Bharat / state

ଟ୍ରକକୁ ଧକ୍କା ଦେଲା ବସ; ଜଣେ ମୃତ, 8 ଗୁରୁତର

author img

By

Published : Mar 15, 2021, 11:51 AM IST

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ସମପେଣ୍ଟା ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା । ଜାତୀୟ ରାଜପଥରେ ବସକୁ ପଛରୁ ଧକ୍କା ଦେଲା ଟ୍ରକ । ଅଧିକ ପଢନ୍ତୁ...

ଟ୍ରକକୁ ଧକ୍କା ଦେଲା ବସ
ଟ୍ରକକୁ ଧକ୍କା ଦେଲା ବସ

ପାରଳାଖେମୁଣ୍ଡି: ଆନ୍ଧ୍ରପ୍ରଦେଶର ସୋମପେଟା ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା । ଜାତୀୟ ରାଜପଥରେ ଟ୍ରକକୁ ଧକ୍କା ବସ । ଜଣେ ମୃତ, 8 ଜଣ ଗୁରୁତର ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି ।ସେପଟେ, ସମସ୍ତ ଗୁରୁତର ଓ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତ୍ରୀପାଠୀ ନାମକ ଏକ ଘରୋଇ ବସ ନବରଙ୍ଗପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ଆଜି ସକାଳେ ଦୁର୍ଘଟଣା ଘଟିଛି ।

ଟ୍ରକକୁ ଧକ୍କା ଦେଲା ବସ

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.