ETV Bharat / state

ଗଜପତିରେ ବିଜେପିର ଗାନ୍ଧୀ ସଙ୍କଳ୍ପ ଯାତ୍ରା

author img

By

Published : Oct 3, 2019, 12:55 PM IST

ଗଜପତି ଜିଲ୍ଲା ବିଜେପି ପକ୍ଷରୁ ଗାନ୍ଧୀ ସଙ୍କଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବାହାରିଥିଲା ଏହି ଶୋଭାଯାତ୍ରା ।

ଫଟୋ ସୌଜନ୍ୟ- ପ୍ରତିନିଧି, ଗଜପତି

ଗଜପତି: ଜିଲ୍ଲା ବିଜେପି ପକ୍ଷରୁ ଗାନ୍ଧୀ ସଙ୍କଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ବିଧାୟକ କେ.ନାରାଯଣ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଭୃଗୁ ବକ୍ସିପାତ୍ର ଯୋଗଦେଇ ଏହି ପଦଯାତ୍ରାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଗଜପତି

ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବାହାରିଥିଲା ଏହି ଶୋଭାଯାତ୍ରା । ପ୍ରଥମେ ସହର ପରିକ୍ରମା କରି ଗାନ୍ଧୀଙ୍କ ଆଦର୍ଶକୁ କିଭଳି କେନ୍ଦ୍ର ସରକାର ପାଳନ କରୁଛନ୍ତି ତାହା ଲୋକଙ୍କୁ ଜଣାଇବା ସହ କେନ୍ଦ୍ରୀୟ ଯୋଜନାର ଲାଭ ପାଇବା ପାଇଁ ସମସ୍ତେ ଆଗେଇ ଆସିବା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ ।

ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ଦଳୀୟ କର୍ମୀ ଓ ନେତା ସାମିଲ ହୋଇଥିଲେ । ଏହା ଦୀର୍ଘ ମାସେ କାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରି ରହିବ ବୋଲି ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG-BJP RALLY
FORMAT-AVB
REPORT-HARIHARA PATNAIK
PLACE-GAJAPATI
DATE-03.10.2019
ଆଙ୍କର-ଗଜପତି ଜିଲ୍ଲା ବିଜେପି ପକ୍ଷରୁ ଗାନ୍ଧୀ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ବିଧାୟକ କେ.ନାରାଯଣ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଭୃଗୁ ବକ୍ସିପାତ୍ର ଯୋଗଦେଇ ଏହି ପଦଯାତ୍ରାର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବାହାରିଥିବା ଏହି ଶୋଭାଯାତ୍ରା ସହର ପରିକ୍ରମା କରି ଗାନ୍ଧୀଙ୍କ ଆଦର୍ଶକୁ କିଭଳି କେନ୍ଦ୍ର ସରକାର ପାଳନ କରୁଛନ୍ତି ତାହା ଲୋକଙ୍କୁ ଜଣାଇବା ସହ କେନ୍ଦ୍ରୀୟ ଯୋଜନାର ଲାଭ ପାଇବା ପାଇଁ ସମସ୍ତେ ଆଗେଇ ଆସିବା ସଂପର୍କରେ ଲୋକଙ୍କୁ ସଚେତନ କରିଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ଦଳୀୟ କର୍ମୀ ଓ ନେତା ସାମିଲ ହୋଇଥିଲେ । ଏହା ଦୀର୍ଘ ମାସେ କାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରି ରହିବ ବୋଲି ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି ।...........
         ବାଇଟ୍- ଭୃଗୁ ବକ୍ସିପାତ୍ର(ବିଜେପି ନେତା)Body:SLUG-BJP RALLY

         ବାଇଟ୍- ଭୃଗୁ ବକ୍ସିପାତ୍ର(ବିଜେପି ନେତା)Conclusion:SLUG-BJP RALLY

         ବାଇଟ୍- ଭୃଗୁ ବକ୍ସିପାତ୍ର(ବିଜେପି ନେତା)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.