ETV Bharat / state

Red Sandal Wood Seized: ଘର ଭିତରୁ ବହୁ ପରିମାଣର ରକ୍ତ ଚନ୍ଦନ କାଠ ଗଣ୍ଡି ଜବତ

ପାରଳାଖେମୁଣ୍ଡି ଗାର୍ଲ୍ସ ହାଇସ୍କୁଲ ରୋଡରେ ଥିବା ଏକ ଘର ଭିତରୁ ବିପୁଳ ପରିମାଣର ରକ୍ତ ଚନ୍ଦନ କାଠ ଗଣ୍ଡି ଜବତ । ପାରଳାଖେମୁଣ୍ଡି ବନ ବିଭାଗ ଓ ପୋଲିସର ମିଳିତ ଚଢାଉରେ ଜବତ ହୋଇଛି ଏହି ବହୁମୂଲ୍ୟ କାଠ । ଅଧିକ ପଢନ୍ତୁ

author img

By

Published : Dec 15, 2021, 11:04 AM IST

Updated : Dec 15, 2021, 11:23 AM IST

ଘର ଭିତରୁ ବହୁ ପରିମାଣର ରକ୍ତ ଚନ୍ଦନ କାଠ ଗଣ୍ଡି ଜବତ

ଗଜପତି: ପାରଳାଖେମୁଣ୍ଡି ଅଞ୍ଚଳରୁ ବିପୁଳ ପରିମାଣର ବହୁମୂଲ୍ୟ ରକ୍ତଚନ୍ଦନ କାଠ ଗଣ୍ଡି ଜବତ । ପାରଳାଖେମୁଣ୍ଡି ଗାର୍ଲ୍ସ ହାଇସ୍କୁଲ ରୋଡରେ ଥିବା ଜଣେ ବ୍ୟକ୍ତିଙ୍କ ଘରୁ ଏହା ମିଳିଛି । ବ୍ୟକ୍ତି ଜଣକ ନିଜ ଘରେ ବହୁ ପରିମାଣର ରକ୍ତଚନ୍ଦନ କାଠ ରଖିଥିବା ଅଭିଯୋଗ ପରେ ଆଜି(ବୁଧବାର) ସକାଳୁ ବନ ବିଭାଗ ଓ ପୋଲିସର ମିଳିତ ଚଢାଉ କରି ସେସବୁ ଜବତ କରିଛି । ଜବତ କାଠ ବହୁପୂର୍ବରୁ ଉକ୍ତ ଘରେ ଥିବା ଜଣାପଡିଛି ।

Red Sandal Wood Seized: ଘର ଭିତରୁ ବହୁ ପରିମାଣର ରକ୍ତ ଚନ୍ଦନ କାଠ ଗଣ୍ଡି ଜବତ

କାଠ ଜବତ ପରେ ପ୍ରତିକ୍ରିୟା ରହିଛନ୍ତ ଘର ମାଲିକ । ସେ ବହୁପୂର୍ବରୁ ଏହି କାଠ ସବୁ ବିଭିନ୍ନ ଜାଗାରୁ କିଣିଥିଲେ । ଏହାର ସବୁ ଦଲିଲ ମଧ୍ୟ ଅଛି ବୋଲି ସେ କହିଛନ୍ତି । ସେପଟେ କିନ୍ତୁ ମାଲିକ ଉପଯୁକ୍ତ କାଗଜପତ୍ର ନ ଦେଖାଇ ପାରିବାରୁ ବିଭାଗ ଚନ୍ଦନ କାଠ ଜବତ କରିନେଇଥିବା ଜଣାପଡିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Dec 15, 2021, 11:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.