ETV Bharat / state

100 ମିଟର ପୋଲ ପାଇଁ କଲବଲ 500 ଲୋକ - ଗଜପତିରେ କାଠ ପୋଲ

ଯାତାୟତର ମାଧ୍ୟମ ଭଙ୍ଗା ଦଦାରା କାଠପୋଲ । ଭାଙ୍ଗିଲେ ମରଣ ଗାତରେ । ଏଭଳି ନିତି ମୃତ୍ୟୁ ସହ ସଂଗ୍ରାମ କରଛନ୍ତି ଗଜପତି ଜିଲ୍ଲା ରାୟଗଡ ବ୍ଲକ ସାନତୁଣ୍ଡି ପଞ୍ଚାୟତ...

ଡିଜାଇନ ଫଟୋ
author img

By

Published : Nov 20, 2019, 9:32 PM IST

ଗଜପତି: କେଇ ଖଣ୍ଡ କାଠ ଉପରେ ଝୁଲୁଛି ଜୀବନ । କାଠ ଭାଙ୍ଗିଲେ ସିଧା ମରଣ ଗାତରେ । ପିଲାଠୁ ବୁଢା ଏପରିକି ଗର୍ଭବତୀ ପ୍ରସବ ବି ଏଇ ଭଙ୍ଗା ଦଦରା କାଠ ପୋଲ ଉପରେ ଯାଆସ କରୁଛନ୍ତି । ଦିନରେ ତ କିପରି ଚଳିଯାଉଛି ହେଲେ ରାତିର ଅନ୍ଧାରରେ ସ୍ଥିତି ସଙ୍ଗୀନ । ଏଭଳି ପ୍ରତିଦିନ ମୃତ୍ୟୁ ସହ ସଂଗ୍ରାମ କରୁଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ସାନତୁଣ୍ଡି ପଞ୍ଚାୟତର ସନ୍ଧି ଗାଁ । କେବଳ ଏହି ଗାଁ ନୁହେଁ ବଡବାଡ, ଉପର ଅଁଳାବର,ଚେରୁସାହି ଆଦି 5ଟି ଗାଁର 500 ଲୋକଙ୍କ ଭରସା ଏହି ଅସ୍ଥାୟୀ କାଠ ପୋଲ ।

100 ମିଟର ପୋଲଟିଏ କରିପାରୁନି ପ୍ରଶାସନ

ଯୋଗାଯୋଗର ଅନ୍ୟ ବାଟ ନଥିବାରୁ ବର୍ଷକ 12 ମାସ ଏଠାକାର ଲୋକ ଏମିତି ହଇରାଣ ହରକତ ହେଉଛନ୍ତି । ଆଉ ବର୍ଷା ଦିନେ ଜଳବନ୍ଦୀ ଜୀବନ ବିତାଇବାକୁ ପଡେ । କାରଣ ନାଳରେ ପ୍ରବଳ ପାଣିର ସୁଅ ରହିଥାଏ । ଏଥିଯୋଗୁଁ କେବେ ପାଣି କମିବ ଆଉ ଗାଁକୁ ଯିବୁ ବୋଲି ଲୋକେ ଅନାଇ ବସଥାନ୍ତି । ଫଳରେ ପିଲାମାନଙ୍କ ପାଠ ପଢା ସହ ପ୍ରତିମାସରେ ମିଳୁଥିବା ସରକାରୀ ଚାଉଳ ଗଣ୍ଡାକ ଏହି ଗାଁ ଲୋକଙ୍କ ପାଇଁ ନେବା ସମ୍ଭବ ହେଉନାହିଁ । ଗାଁରେ କାହାର ଦେହ ଖରାପ ହେଲେ କଥା ସରିଲା । ଏପଟେ ଏଭଳି ବିପଦସଙ୍କୁଳ ଅବସ୍ଥାରେ ଗାଁକୁ ଆଶା ଦିଦି ବି ଆସିବାକୁ ମଙ୍ଗୁନାହାନ୍ତି । ଏନେଇ ଗାଁ ଲୋକ ବାରମ୍ବାର ଦାବି ବି କଲେଣି ହେଲେ କେହି କର୍ଣ୍ଣପାତ କରନାହାନ୍ତି । ଶେଷରେ ନିଜ ଉଦ୍ୟମରେ ତିଆରି କାଠ ପୋଲ ମାଧ୍ୟମରେ ଯାତାୟତ କରୁଛନ୍ତି ଗ୍ରାମବାସୀ ।

ଏନେଇ ଆମେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଭେଟିଥିଲୁ । ସବୁ ଶୁଣିବା ପରେ ସେ ପୋଲଟିଏ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବିକାଶ ନାଁରେ ଏତେ ସବୁ ଯୋଜନା, ସେଥିପାଇଁ ଏତେ ବ୍ୟୟବରାଦ , ହେଲେ ଏଇ ଗଛ , ଜଙ୍ଗଳ ଘେରା ଦୁର୍ଗମ ଅଞ୍ଚଳର ସମସ୍ୟା ସରୁନି.. ଦେଖାଯାଉ କେବେ ସରକାର ଏଠାରେ 100ମିଟର ପୋଲଟିଏ ପାଇଁ ସକ୍ଷମ ହେଉଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG-VILLAGE DISTANCE FROM DEVELOPMENT
FORMAT-PKG
REPORTER-HARIHARA PATNAIK
PLACE-GAJAPATI
DATE-19.11.19
ଆଙ୍କର-ଗାଁର ବିକାଶ ପାଇଁ ସରକାରଙ୍କ କେତେ କଣ ଯୋଜନା । ଏଥି୍ପାଇଁ ଖର୍ଚ୍ଚ ମଧ୍ୟ କିଛି କମ୍ ନୁହେଁ । ହେଲେ ଯୋଜନା ସବୁ ଦୁର୍ଗମ ଇଲାକାରେ ପହଂଚିପାରୁନାହିଁ । ଫଳରେ ଗାଁର ସ୍ଥିତି ଯେଉଁ ତିମିରେ କୁ ସେହି ତିମିରେ । ଏଭଳି ଏକ ଉଦାହରଣ ହେଉଛି ଗଜପତି ଜିଲ୍ଲା ରାୟଗଡ ବ୍ଲକର ସନ୍ଧିଗାଁ । ଏହି ଗାଁରେ ପହଂଚିବା ପାଇଁ ଏକ ନାଳ ପାର ହେବାକୁ ପଡୁଛି । ଉପରେ ପୋଲଟିଏ ନଥିବାରୁ ବିକାଶ ଏହା ପାର ହୋଇପାରୁନାହିଁ ।
ଭିଓ 01-ଗାଁର ବିକାଶ, ବିଶେଷ କରି ଆଦିବାସୀ ଲୋକଙ୍କ ବିକାଶ କଥାକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଏଥିପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯିବା ସହ ପୁଳା ପୁଳା ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ଏହାଦ୍ବାରା ସାଧାରଣ ଲୋକେ ଉପକୃତ ହେଉଥିବା ଖୋଦ ସରକାର କହୁଛନ୍ତି । ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ କଥା ବୟାନ କରୁଛି । ଆଦିବାସୀ ଅଧ୍ୟୁସିତ ଗଜପତି ଜିଲ୍ଲାର ଆଧିବାସୀ ଅଧ୍ୟୁସିତ ରାୟଗଡ ବ୍ଲକ ସାନତୁଣ୍ଡି ପଂଚାୟତର ସନ୍ଧିଗାଁକୁ ଦେଖିଲେ ଏହାର ଉଦହାରଣ ଭାବେ ନିଆଯାଇପାରେ । ଏହି ଗାଁରେ ପହଂଚିବା ପାଇଁ ଏକ ନାଳ ପାର ହେବାକୁ ପଡିଥାଏ । ତେବେ ଏହା ଉପରେ ପୋଲ ଟିଏ ନଥିବାରୁ ଗାଁଲୋକେ ବର୍ଷର ଅଧାଦିନ ଜଳବନ୍ଦୀ ଜୀବନ ବିତାଇବାକୁ ବାଧ୍ୟ ହୁଅନ୍ତି । ଫଳରେ ପିଲାମାନଙ୍କ ପାଠ ପଢା ସହ ପ୍ରତିମାସରେ ମିଳୁଥିବା ସରକାରୀ ଚାଉଳ ଗଣ୍ଡାକ ନେବା ଏହି ଗାଁ ଲୋକଙ୍କ ପାଇଁ ନେବା ସମ୍ଭବ ହେଉନାହିଁ । ଗାଁରେ କାହାର ଦେହ ଖରାପ ହେଲେ କଥା ସରିଲା । ବର୍ଷା ଦିନରେ ଏହି ନାଳରେ ପ୍ରବଳ ପାଣି ଆସୁଥିବା ବେଳେ ଏହା କମିବା ଯାଏଁ ଲୋକଙ୍କୁ ଅପେକ୍ଷା କରିବାକୁ ପଡିଥାଏ । ପାଣି କମିବା ପରେ ରୋଗୀର କୌଣସି କ୍ଷତି ହୋଇନଥିଲେ ନାଳ ପାର ହୋଇ ଅଣାଯାଇଥାଏ ମେଡିକାଲ୍ । ସେହି ଏକା ଅବସ୍ଥା ଗର୍ଭବତୀ ଏବଂ ପ୍ରସୂତି ମହିଳାଙ୍କର । ଏହି ନାଳ ଉପରେ ପୋଲ ଟିଏ ନିର୍ମାଣ ପାଇଁ ଲୋକେ୍ ବାରମ୍ବାର ଦାବି ପରେ ମଧ୍ୟ କତେହି କର୍ଣ୍ଣପାତ କରୁନଥିବାରୁ ବର୍ତମାନ ଗାଁ ଲୋକେ ନିଜ ଉଦ୍ୟମରେ ନିର୍ମାଣ କରିଛନ୍ତି କାଠ ପୋଲ । ହେଲେ ଖରସ୍ରୋତରେ ଏହା ରହିବା କଷ୍ଟକର । ତେଣୁ ପୁଣି ବର୍ଷା ଦିନେ ସେହି ଏକା ଅବସ୍ଥା ଭୋଗିବାକୁ ପଡିବ ଲୋକଙ୍କୁ । ଆସନ୍ତୁ ଶୁଣିବା କଣ କହୁଛନ୍ତି ଏହି ଗାଁର ଲୋକେ....................
         ବାଇଟ୍ 01-ରମେଶ କାର୍ଯୀ ( ଗ୍ରାମବାସୀ)
         ବାଇଟ୍ 02-ବୁସାରୁ ରଇତ (ଗ୍ରାମବାସୀ)
         ବାଇଟ 03- ଅଷ୍ଟର ଗମାଙ୍ଗ ( ଗ୍ରାମବାସୀ )
ଭିଓ 02-କେବଳ ଲୋକେ ଅସୁବିଧା ହୁଅନ୍ତି ତାହା ନୁହେଁ, ବର୍ଷର ଅଧାଦିନ ଗାଁରେ ପହଞ୍ଚି ପାରନ୍ତି ନାହିଁ ଆଶା ଦିଦି । ଫଳରେ ଗାଁରେ ରହୁଥିବା ଗର୍ଭବତୀ କିମ୍ବା ପ୍ରସୂତିଙ୍କ ଦେଖାଶୁଣା କରିବା ତାଙ୍କ ପାଇଁ ସହଜ ହୋଇନଥାଏ । ସେ୍ହିଭଳି ଶିଶୁମାନଙ୍କୁ ଠିକ ସମୟରେ ଟୀକାକରଣ କିମ୍ବା ଖାଦ୍ୟ ପ୍ରଦାନ କରିବା ବି ତାଙ୍କ ପାଇଁ କଷ୍ଟକର ହୋଇଥାଏ । ଏଥିପାଇଁ ନାଳର ପାଣି କମିବା ଯାଏଁ ଅପେକ୍ଷା କରିବାକୁ ପଡିଥାଏ ବୋଲି କହିଛନ୍ତି ଏଠାକାର ଆଶା ଦିଦି । ତେବେ ଏହି ନାଳ ଉପରେ ପୋଲ ନିର୍ମାଣ ହେଲେ କେବଳ ସନ୍ଧିଗାଁର ଲୋକେ ଉପକୃତ ହେବେ ତାହା ନୁହେଁ, ବରଂ ବଡବାଡ, ଉପର ଅଁଳାବର,ଚେରୁସାହି ଆଦି 5ଟି ଗାଁର ଲୋକେ ଉପକୃତ ହେବେ । ଏହି ସମସ୍ୟା ସଂପର୍କରେ ଜିଲ୍ଲା ପ୍ରଶାସନ ଅବଗତ ଅଛି ଏବଂ ଏଠାରେ ଏକ ପୋଲ ନିର୍ମାଣ କରାଯାଇ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରାଯିବ ବୋଲି କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ।....................
ବାଇଟ୍ 03-ଚଞ୍ଚଲ କୁମାର ରାଣା ( ପିଡି ଡିଆରଡିଏ, ଗଜପତି )
ଫାଭିଓ-ଯୋଜନା ପରେ ଯୋଜନା ହେଉଛି ଏବଂ ଏଥିପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି । କିନ୍ତୁ ଏହି ନାଳ ଉପରେ ମାତ୍ର 100ମିଟରର ପୋଲଟିଏ ନିର୍ମାଣ ହୋଇପାରୁନାହିଁ । ଯାହା ଫଳରେ ଏହି ରାସ୍ତାଦେଇ ଯାତାୟତ କରୁଥିବା ଏହି ଅଂଚଳର 5ଟି ଗାଁର 5ଶହରୁ ଅଧିକ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।.................
................ଗଜପତି ରୁ ହରିହର ପଟନାୟକ ଇଟିଭି ଭାରତ .................Body:SLUG-VILLAGE DISTANCE FROM DEVELOPMENT

................ଗଜପତି ରୁ ହରିହର ପଟନାୟକ ଇଟିଭି ଭାରତ .................Conclusion:SLUG-VILLAGE DISTANCE FROM DEVELOPMENT

         ବାଇଟ୍ 02-ସବିତା ରଇତ (ଗ୍ରାମବାସୀ)
         
ଭିଓ 02-କେବଳ ଲୋକେ ଅସୁବିଧା ହୁଅନ୍ତି ତାହା ନୁହେଁ, ବର୍ଷର ଅଧାଦିନ ଗାଁରେ ପହଞ୍ଚି ପାରନ୍ତି ନାହିଁ ଆଶା ଦିଦି । ଫଳରେ ଗାଁରେ ରହୁଥିବା ଗର୍ଭବତୀ କିମ୍ବା ପ୍ରସୂତିଙ୍କ ଦେଖାଶୁଣା କରିବା ତାଙ୍କ ପାଇଁ ସହଜ ହୋଇନଥାଏ । ସେ୍ହିଭଳି ଶିଶୁମାନଙ୍କୁ ଠିକ ସମୟରେ ଟୀକାକରଣ କିମ୍ବା ଖାଦ୍ୟ ପ୍ରଦାନ କରିବା ବି ତାଙ୍କ ପାଇଁ କଷ୍ଟକର ହୋଇଥାଏ । ଏଥିପାଇଁ ନାଳର ପାଣି କମିବା ଯାଏଁ ଅପେକ୍ଷା କରିବାକୁ ପଡିଥାଏ ବୋଲି କହିଛନ୍ତି ଏଠାକାର ଆଶା ଦିଦି । ତେବେ ଏହି ନାଳ ଉପରେ ପୋଲ ନିର୍ମାଣ ହେଲେ କେବଳ ସନ୍ଧିଗାଁର ଲୋକେ ଉପକୃତ ହେବେ ତାହା ନୁହେଁ, ବରଂ ବଡବାଡ, ଉପର ଅଁଳାବର,ଚେରୁସାହି ଆଦି 5ଟି ଗାଁର ଲୋକେ ଉପକୃତ ହେବେ । ଏହି ସମସ୍ୟା ସଂପର୍କରେ ଜିଲ୍ଲା ପ୍ରଶାସନ ଅବଗତ ଅଛି ଏବଂ ଏଠାରେ ଏକ ପୋଲ ନିର୍ମାଣ କରାଯାଇ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରାଯିବ ବୋଲି କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ।....................

ବାଇଟ୍ 03-ଚଞ୍ଚଲ କୁମାର ରାଣା ( ପିଡି ଡିଆରଡିଏ, ଗଜପତି )

ଫାଭିଓ-ଯୋଜନା ପରେ ଯୋଜନା ହେଉଛି ଏବଂ ଏଥିପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି । କିନ୍ତୁ ଏହି ନାଳ ଉପରେ ମାତ୍ର 100ମିଟରର ପୋଲଟିଏ ନିର୍ମାଣ ହୋଇପାରୁନାହିଁ । ଯାହା ଫଳରେ ଏହି ରାସ୍ତାଦେଇ ଯାତାୟତ କରୁଥିବା ଏହି ଅଂଚଳର 5ଟି ଗାଁର 5ଶହରୁ ଅଧିକ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।.................
................ଗଜପତି ରୁ ହରିହର ପଟନାୟକ ଇଟିଭି ଭାରତ .................
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.