ETV Bharat / state

ପାରଳାଖେମୁଣ୍ଡି ଉପକାରଗାରରେ 3 ଅନ୍ତେବାସୀଙ୍କୁ କୋରୋନା

author img

By

Published : Apr 11, 2021, 3:29 PM IST

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକାରଗାରରେ 3 ଅନ୍ତେବାସୀ କୋରୋନା ପଜେଟିଭ ଚିହ୍ନଟ ହେବା ପରେ ସ୍ବତନ୍ତ୍ର ଆଇସୋଲେସନ ୱାର୍ଡରେ ସେମାନଙ୍କୁ ରଖାଯାଇଛି । ଅଧିକ ପଢନ୍ତୁ...

3 ଜେଲ ଅନ୍ତେବାସୀ କୋରୋନା ପଜେଟିଭ ଚିହ୍ନଟ
3 ଜେଲ ଅନ୍ତେବାସୀ କୋରୋନା ପଜେଟିଭ ଚିହ୍ନଟ

ଗଜପତି: ପାରଳଖେମୁଣ୍ଡି ଉପକାରଗାରରେ କୋରୋନା ଆକ୍ରାନ୍ତ ଚିହ୍ନଟ । ଗଜପତି ଜିଲ୍ଲା ପାରଳଖେମୁଣ୍ଡି ଉପକାରଗାରରେ 3 ଜଣ ଜେଲ ଅନ୍ତେବାସୀ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଜେଲ ମଧ୍ୟରେ ଥିବା ସ୍ବତନ୍ତ୍ର ଆଇସୋଲେସନ ୱାର୍ଡରେ ରଖାଯାଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ଶାହା ।

3 ଜେଲ ଅନ୍ତେବାସୀ କୋରୋନା ପଜେଟିଭ ଚିହ୍ନଟ

ତେବେ ଦେଶରେ ଏବେ କୋରୋନା ମହାମାରୀର ଦ୍ବିତୀୟ ଲହରରେ ସଂକ୍ରମଣ ସଂଖ୍ୟା ଦୃତ ଅଗତିରେ ବୃଦ୍ଧି ପାଉଛି । ଯାହାକୁ ଦେଖିଲେ ରାଜ୍ୟରେ ପ୍ରତିଦିନ ସଂକ୍ରମଣ ଏବେ ହଜାରେ ଟପି ଗଲାଣି । ହେଲେ ଏବେ ଗତ 24 ଘଣ୍ଟାରେ 1379 ପଜେଟିଭ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ ସଙ୍ଗରୋଧ କେନ୍ଦ୍ରରୁ 808 ଏବଂ ସ୍ଥାନୀୟ ସଂକ୍ରମଣ 571 ଜଣ ଚିହ୍ନଟ ହୋଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.