ETV Bharat / state

ଗଜପତିରେ ପୁଣି 28 ନୂଆ ଆକ୍ରାନ୍ତ ଚିହ୍ନଟ, ୧୯୧ ଛୁଇଁଲା ସଂଖ୍ୟା

ଶୁକ୍ରବାର ପୁଣି ୨୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୧ରେ ପହଞ୍ଚିଛି ।

ଗଜପତିରେ ପୁଣି 28 ନୂଆ ଆକ୍ରାନ୍ତ ଚିହ୍ନଟ, ୧୯୧ରେ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Jun 19, 2020, 9:49 PM IST

ଗଜପତି: ଜିଲ୍ଲାରେ ଶୁକ୍ରବାର ପୁଣି ୨୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୧ରେ ପହଞ୍ଚିଛି । ଶୁକ୍ରବାର ଚିହ୍ନଟ ହୋଇଥିବା ସମସ୍ତ ୨୮ ଜଣ ମଧ୍ୟରୁ ୧୯ ଜଣ ତାମିଲନାଡୁରୁ ହୋଇଥିବା ବେଳେ ୭ ତେଲେଙ୍ଗାନା ଓ ୨ ଜଣ ଆନ୍ଧ୍ର ଫେରନ୍ତା ବୋଲି ଜଣା ପଡିଛି ।

ଗଜପତିରେ ପୁଣି 28 ନୂଆ ଆକ୍ରାନ୍ତ ଚିହ୍ନଟ, ୧୯୧ରେ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ତେବେ ସେମାନଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି । ସେପଟେ ଜିଲ୍ଲାରେ ମୋଟ ୧୯୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୧୦୫ ଜଣଙ୍କ ଚିକିତ୍ସା ଜାରି ରହିଥିବା ଜିଲ୍ଲାପାଳ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.