ETV Bharat / state

ଅପହଞ୍ଚ ଇଲାକାରେ ଖାଦ୍ୟ ସାମଗ୍ରୀ ବାଣ୍ଟିଲେ ବଜରଙ୍ଗ ଯୁବଗୋଷ୍ଠୀ

ଅପହଞ୍ଚ ଇଲାକାରେ ପହଞ୍ଚି ସହାୟତାର ହାତ ବଢାଇଲେ ଯୁବଗୋଷ୍ଠୀ । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମାଙ୍କ ନେତୃତ୍ବରେ ବଜରଙ୍ଗ ଯୁବ ଗୋଷ୍ଠୀ ପକ୍ଷରୁ ଖାଦ୍ୟ ସାମଗ୍ରୀ ଓ ସାନିଟାଇଜର, ସାନିଟାରୀ ନାପକିନ ଆଦି ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ...

youths-of-bajarang-yuva-gosthi-distributing-food-items-in-kankadahada
ଅପହଞ୍ଚ ଇଲାକାରେ ଖାଦ୍ୟ ସାମଗ୍ରୀ ବାଣ୍ଟିଲେ ବଜରଙ୍ଗ ଯୁବ ଗୋଷ୍ଠୀ
author img

By

Published : Apr 29, 2020, 8:47 PM IST

Updated : Apr 29, 2020, 9:04 PM IST

ଢେଙ୍କାନାଳ: ଅପହଞ୍ଚ ଇଲାକାରେ ପହଞ୍ଚି ସହାୟତାର ହାତ ବଢାଇଲେ ଯୁବଗୋଷ୍ଠୀ । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମାଙ୍କ ନେତୃତ୍ବରେ ବଜରଙ୍ଗ ଯୁବ ଗୋଷ୍ଠୀ ପକ୍ଷରୁ ଖାଦ୍ୟ ସାମଗ୍ରୀ ଓ ସାନିଟାଇଜର, ସାନିଟାରୀ ନାପକିନ ଆଦି ବଣ୍ଟନ କରାଯାଇଛି । ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକର ଆଦିବାସୀ ଏକୁଲ ସେକୁଲର ଆଦିବାସୀ ସଂପ୍ରଦାୟର ଲୋକଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି ।

ଅପହଞ୍ଚ ଇଲାକାରେ ଖାଦ୍ୟ ସାମଗ୍ରୀ ବାଣ୍ଟିଲେ ବଜରଙ୍ଗ ଯୁବ ଗୋଷ୍ଠୀ
youths-of-bajarang-yuva-gosthi-distributing-food-items-in-kankadahada
ଅପହଞ୍ଚ ଇଲାକାରେ ଖାଦ୍ୟ ସାମଗ୍ରୀ ବାଣ୍ଟିଲେ ବଜରଙ୍ଗ ଯୁବ ଗୋଷ୍ଠୀ

ରାଜ୍ୟରେ ଲକଡାଉନ ଜାରି ରହିଥିବା ବେଳେ ଶ୍ରମ ଉପରେ ନିର୍ଭର କରୁଥିବା ଏହି ଆଦିବାସୀ ସଂପ୍ରଦାୟର ଲୋକ ମାନେ ନିଜର ଜୀବିକା ହରାଇଛନ୍ତି । ତେଣୁ ଏମାନଙ୍କ ପାଇଁ କିଛି ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ସହ ବଜରଙ୍ଗ ଯୁବ ଗୋଷ୍ଠୀ ସଚେତନ କରିଛି । ସେହିପରି ସ୍ଥାନୀୟ ଅଞ୍ଚଳ ବେଶ ଦୁର୍ଗମ ହୋଇଥିବାରୁ ଏହାର ଉନ୍ନତିପାଇଁ ସରକାରଙ୍କ ଦ୍ବାରା ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମା ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Apr 29, 2020, 9:04 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.