ETV Bharat / state

କାଲିଠୁ କଡାକଡି ହେବ ଟ୍ରାଫିକ ନିୟମ - ମାର୍ଚ୍ଚ 1ରୁ କଡାକଡି ହେବ ଟାଫ୍ରିକ ନିୟମ

ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ଗାଡିର ସମସ୍ତ କାଗଜପତ୍ରକୁ ନେଇ ରବିବାର ଠାରୁ ଯାଞ୍ଚ କଡାକଡି ହେବ । ସେଥିପାଇଁ ଶନିବାର ଢେଙ୍କାନାଳରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି ।

traffic awarness in dhenkanal
ମାର୍ଚ୍ଚ 1ରୁ କଡାକଡି ହେବ ଟାଫ୍ରିକ ନିୟମ
author img

By

Published : Feb 29, 2020, 5:21 PM IST

ଢେଙ୍କାନାଳ: ଆସନ୍ତାକାଲି (ରବିବାର) ଠାରୁ ଟ୍ରାଫିକ ନିୟମ କଡାକଡି ହେବ । ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ଗାଡିର ସମସ୍ତ କାଗଜପତ୍ରକୁ ନେଇ ରବିବାର ଠାରୁ ଯାଞ୍ଚ କଡାକଡି ହେବ । ସେଥିପାଇଁ ଶନିବାର ଢେଙ୍କାନାଳରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି ।

ମାର୍ଚ୍ଚ 1ରୁ କଡାକଡି ହେବ ଟାଫ୍ରିକ ନିୟମ

ଏହି ଉପଲକ୍ଷେ ଶନିବାର ଢେଙ୍କାନାଳ ବସଷ୍ଟାଣ୍ଡ ଟ୍ରାଫିକ ଛକରେ ଏହି ସଚେତନତା କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଓ ଜିଲ୍ଲାପାଳ ଗାଡି ଚାଳକମାନଙ୍କୁ ଗୋଲାପ ଫୁଲ ଦେଇ ସୁରକ୍ଷିତ ଗାଡି ଚଳାଚଳ ପାଇଁ ସଚେତନ କରିଥିଲେ ।

ତେବେ କାଲିଠୁ ସଡକ ପରିବହନ ଆଇନକୁ କଡାକଡି ପାଳନ କରିବାକୁ ନେଇ ଏହି ସଚେତନତା କରାଯାଉଥିବା ପ୍ରକାଶ କରିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.