ETV Bharat / state

ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ, ଭାଗନେଲେ ଛାତ୍ରଛାତ୍ରୀ - ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲାରେ ଆରମ୍ଭ ହୋଇ ଯାଇଛି ଶିଶୁ ଭିତ୍ତିକ କାର୍ଯ୍ୟକ୍ରମ ସୁରଭି । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଭିନ୍ନ ଖେଳରେ ଅଂଶ ଗ୍ରହଣ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଢେଙ୍କାନାଳ
author img

By

Published : Oct 31, 2019, 3:57 AM IST

ଢେ଼ଙ୍କାନାଳ: ଜିଲ୍ଲାର ସଦର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" ଅନୁଷ୍ଠିତ ହୋଇଯାଇଅଛି । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧିର ସାମଲ ଯୋଗଦେଇ ଶୁଭ ଉଦ୍ଦଘାଟନ କରିଥିଲେ।

ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ, ଭାଗନେଲେ ଛାତ୍ରଛାତ୍ରୀ

ଏହି କାର୍ଯ୍ୟକ୍ରମରେ ସମସ୍ତ କ୍ଳାସ୍ଟରର ଛାତ୍ରଛାତ୍ରୀ ଅଂଶ ଗ୍ରହଣ ବିଭିନ୍ନ ଇଭେଣ୍ଟରେ ରେଭାଗ ନେଇ ଥିଲେ। ଏହି ଇଭେଣ୍ଟ ଗୁଡ଼ିକ ମଧ୍ୟରେ ଚିତ୍ରାଙ୍କନ, ଡିବେଟ, ସୂତ୍ରଲିଖନ, ପ୍ରବନ୍ଧ, ସଙ୍ଗୀତ,ଭିର୍ଣ୍ଣକ୍ଷମ କୁଇଜ, ବକୃତା, ସାଂସ୍କୃତିକ କାର୍ଯ୍ୟକ୍ରମ, ଶୃଙ୍ଖଳିତ, ଇଲଗେସନ, ପେଟିଙ୍ଗ, ଚିତ୍ରକଳା, ଚିତ୍ରଶିଳ୍ପୀ ଭଳି କାର୍ଯ୍ୟକ୍ରମ ହୋଇଥିଲା।

ଏହିଭଳି ଇଭେଣ୍ଟ ଗୁଡିକ ମଧ୍ୟରେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଅଧିକାରୀ ସୁଧାନନ୍ଦ ପରିଡା ସଭାପତିତ୍ବ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ସଦର ବ୍ଲକ ବିଇଓ ନିତ୍ୟାନନ୍ଦ ବାରିକ ଯୋଗଦେଇଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଢେ଼ଙ୍କାନାଳ ସହରସ୍ଥିତ ଡିଆଇଇଟି ପରିସରରେ ସଦର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" ଅନୁଷ୍ଠିତ ହୋଇଯାଇଅଛି । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧିର ସାମଲ ଯୋଗଦେଇ ଶୁଭ ଉଦ୍ଦଘାଟନ କରିଥିଲେ।Body:ଏହି ସୁରଭି କାର୍ଯ୍ୟକ୍ରମରେ ସମସ୍ତ କ୍ଳସ୍ଟରର ଛାତ୍ରଛାତ୍ରୀ ଅଂଶ ଗ୍ରହଣ ବିଭିନ୍ନ ଇଭେଣ୍ଟ ରେଭାଗ ନେଇ ଥିଲେ।ଏହି ଇଭେଣ୍ଟ ଗୁଡ଼ିକ ମଧ୍ୟରେ ଚିତ୍ରାଙ୍କନ, ଡିବେଟ,ସୂତ୍ରଲିଖନ, ପ୍ରବନ୍ଧ, ସଙ୍ଗୀତ,ଭିର୍ଣକ୍ଷମ କୁଇଜ, ବକୃତା,ସାଂସ୍କୃତିକ କାର୍ଯ୍ୟକ୍ରମ, ଶୃଙ୍ଖଳିତ, ଇଲଗେସନ, ପେଟିଙ୍ଗ, ଚିତ୍ରକଳା, ଚିତ୍ରଶିଳ୍ପୀ ଭଳି କାର୍ଯ୍ୟକ୍ରମ ହୋଇଥିଲା।ଏହିଭଳି ଇଭେଣ୍ଟ ଗୁଡିକ ମଧ୍ୟରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଅଧିକାରୀ ସୁଧାନନ୍ଦ ପରିଡା ସଭାପତିତ୍ୱ କରିଥିଲେ ବେଳେ ସଂମ୍ମାନିତ ଅତିଥି ଭାବେ ସଦର ବ୍ଲକ ବିଇଓ ନିତ୍ୟାନନ୍ଦ ବାରିକ ଯୋଗଦେଇଥିଲେ ।Conclusion:ଏହି ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମ ରେ ବ୍ଲକକ୍ଲସ୍ତରର ସି ଆରସି ମାନେ ସହଯୋଗ କରିଥିଲେ।ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ।ଇଟିଭି।ଇଟିଭି ଭାରତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.