ETV Bharat / state

5 ଟଙ୍କିଆ ଡାଲମା ଭାତ ଖାଇଲେ ଅର୍ଥମନ୍ତ୍ରୀ - ମଧ୍ୟାହ୍ନ ଭୋଜନରେ 5ଟଙ୍କିଆ ଡାଲମା ଭାତ ଖାଇଲେ ରାଜ୍ୟ ଅର୍ଥମନ୍ତ୍ରୀ

ମଧ୍ୟାହ୍ନ ଭୋଜନରେ 5 ଟଙ୍କିଆ ଡାଲମା ଭାତ ଖାଇଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଢେଙ୍କାନାଳ ଜିଲ୍ଲାର ମଲ୍ଟି ଡିସିପ୍ଲିନ୍ ସ୍କ୍ବାର୍ଡର ସମୀକ୍ଷା ବୈଠକ ପାଇଁ ଦିନିକିଆ ଢେଙ୍କାନାଳ ଗସ୍ତରେ ଆସିଥିଲେ ଅର୍ଥମନ୍ତ୍ରୀ ।

Niranjana Pujari ate 5 rupee mid-day meal
ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ
author img

By

Published : Nov 29, 2019, 8:10 PM IST

ଢେଙ୍କାନାଳ: ଆହାର କେନ୍ଦ୍ର ଯାଇ 5 ଟଙ୍କିଆ ଡାଲମା ଭାତ ଖାଇଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଶୁକ୍ରବାର ଦିନିକିଆ ଢେଙ୍କାନାଳ ଗସ୍ତରେ ଆସି ଭଦ୍ରକ ବସଷ୍ଟାଣ୍ଡ ନିକଟରେ ଥିବା ଆହାର କେନ୍ଦ୍ରରେ ଡାଲମା ଭାତ ଖାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ସୂଚନାନୁସାରେ, ରାଜ୍ୟ ଅବକାରୀ ତଥା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦିନିକିଆ ଢେଙ୍କାନାଳ ଗସ୍ତରେ ଆସି ସର୍କିଟ ହାଉସ୍ ଠାରେ ଜିଲ୍ଲାର ମଲ୍ଟି ଡିସିପ୍ଲିନ୍ ସ୍କ୍ବାର୍ଡର ସମୀକ୍ଷା ବୈଠକ କରିଥିଲେ । ଏଥିରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ଜିଲ୍ଲାପାଳ ଭୁମେଣ ଚନ୍ଦ୍ର ବେହେରା, ଏସପି ଅନୁପମା ଜେମସ୍, ଅବକାରୀ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ଶେଷ ପରେ ମଧ୍ୟାହ୍ନ ଭୋଜନ ପାଇଁ ବସଷ୍ଟାଣ୍ଡ ନିକଟରେ ଥିବା ଆହାର କେନ୍ଦ୍ରରେ 5 ଟଙ୍କା ଦେଇ ଡାଲମା ଭାତ ଖାଇଥିଲେ । ତେବେ ଅର୍ଥମନ୍ତ୍ରୀଙ୍କ ସହ ବିଧାୟକ ସୁଧୀର କୁମାର ସାମଲ ମଧ୍ୟ ଏହି ଆହାର ଖାଇଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ମାତ୍ର ୫ ଟଙ୍କାର ମଧ୍ୟାନ୍ନ ଭୋଜନ ଖାଇଲେ ବିତ୍ତ ମନ୍ତ୍ରୀ/ଢେଙ୍କାନାଳ ଗ୍ରସ୍ତରେ ଅବକାରୀ ତଥା ଅର୍ଥମନ୍ତ୍ରୀ ବିତ୍ତମନ୍ତ୍ରୀ ନିରଞ୍ଜନ ପୁଜାରୀ

ଆଙ୍କର- ଓଡିଶା ପରି ରାଜ୍ୟର ବିତ୍ତ ସମ୍ଭାଳୁଛନ୍ତି । ଖୋଦ ଜଣେ ମନ୍ତ୍ରୀ ହୋଇ ମଧ୍ୟ ମଧ୍ୟାନ ଭୋଜନ ଖାଇଲେ ମାତ୍ର ୫ ଟଙ୍କାରେ। ଏଥି ପାଇଁ ତାଙ୍କୁ ୫ଟଙ୍କିଆ ମିଲ ମିଳୁଥିବା ହୋଟେଲ ଅର୍ଥାତ ସରକାରଙ୍କର ଖୋଲାଯାଇଥିବା ଆହାର କେନ୍ଦ୍ରକୁ ଯିବାକୁ ପଡିଲା। Body:ଆମେ କହୁଛୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ କଥା।ଶୁକ୍ରବାର ରାଜ୍ୟ ଅବକାରୀ ତଥା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏକ ଦିନିକିଆ ଢେଙ୍କାନାଳ ଗ୍ରସ୍ତରେ ଆସି ସର୍କିଟ ହାଉସ୍ ଠାରେ ଢେ଼ଙ୍କାନାଳ ଜିଲ୍ଲାର ମଲ୍ଟି ଡିସିପ୍ଲିନ୍ ସ୍କ୍ବାଡ ସମୀକ୍ଷା କରିଥିଲେ ।ସ ମିକ୍ଷା ବୈଠକରେ ଢ଼େଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ଜିଲ୍ଲାପାଳ ଭୁମେଣ ଚନ୍ଦ୍ର ବେହେରା, Sp ଅନୁପମା ଜେମସ୍ , ଅବକାରୀ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପରେ ମଧ୍ୟାନ ଭୋଜନ ପାଇଁ ବସଷ୍ଟାଣ୍ଡ ନିକଟରେ ଥିବା ଆହାର କେନ୍ଦ୍ରରେ ୫ ଟଙ୍କା ଦେଇ ଆହାର ଖାଇଥିଲେ । Conclusion:ତାଙ୍କ ସହ ବିଧାୟକ ସୁଧିର କୁମାର ସାମଲଙ୍କୁ ମଧ୍ୟ ଆହାର ଖାଇବାକୁ ପଡିଥିଲା।
ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.