ETV Bharat / state

ଗଛରେ ପିଟିହେଲା ବାଇକ, ଚାଳକ ମୃତ - ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳରେ ଦୁର୍ଘଟଣା

ଢେଙ୍କାନାଳ ଜିଲ୍ଲାର ଭୁବନ ଥାନା ଅନ୍ତର୍ଗତ ଶାମଳ ଦର୍ପଣି ପୂର୍ତ୍ତ ବିଭାଗ ରାସ୍ତାରେ ସଡକ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଗଛରେ ପିଟିହେଲା ବାଇକ ।

Road accident in dhenkanal
ଗଛରେ ପିଟିହେଲା ବାଇକ
author img

By

Published : Jan 15, 2020, 8:06 AM IST

ଢେଙ୍କାନାଳ: ଜିଲ୍ଲାର ଭୁବନ ଥାନା ଅନ୍ତର୍ଗତ ଶାମଳ ଦର୍ପଣି ପୂର୍ତ୍ତ ବିଭାଗ ରାସ୍ତାରେ ସଡକ ଦୁର୍ଘଟଣା । ଏକ ଗଛରେ ଗୋଟିଏ ବାଇକ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ବାଇକ ଆରୋହୀଙ୍କୁ ଦମକଳ ବାହିନୀ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଗଛରେ ପିଟିହେଲା ବାଇକ

ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବଲ୍ଲଭ ଗ୍ରାମର ବାପି ପାତ୍ର ବୋଲି ଜଣାପଡିଛି । ତେବେ ନିୟନ୍ତ୍ରଣ ହରାଇ ରାସ୍ତା କଡ ଗଛରେ ବାଇକ ପିଟି ହୋଇଥିବା ଅନୁମାନ କରାଯାଉଛି ।

ଘଟଣାରେ ଭୁବନ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଆଙ୍କର-ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଶାମଳ ଦର୍ପଣି ପୂର୍ତ୍ତ ବିଭାଗ ରାସ୍ତାରେ ସଡକ ଦୁର୍ଘଟଣା ଘଟିଛି। Body:ମଙ୍ଗଳବାର ଅପରାହ୍ନରେ କୁମୁର୍ଶିଙ୍ଗା ଗ୍ରାମ ନିକଟରେ ରାସ୍ତା ପାର୍ଶ୍ବ ଏକ ଗଛରେ ଗୋଟିଏ ବାଇକ  ଧକ୍କା ହୋଇଛି।  ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ବାଇକ ଆରୋହୀଙ୍କୁ ଦମକଳ ବାହିନୀ ଉଦ୍ଧାର କରି ଚିକିତ୍ସା ପାଇଁ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ମାତ୍ର ବାଟରେ ଏହି ବାଇକ ଆରୋହୀର ମୃତ୍ୟୁ ଘଟିସାରିଥିଲା। ମୃତକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବଲ୍ଲଭ ଗ୍ରାମର ବାପି ପାତ୍ର ବୋଲି ଜଣାପଡିଛି।  ଭାରସାମ୍ୟ  ହରାଇ ରାସ୍ତା କଡ ଗଛରେ ବାଇକ ପିଟି ହୋଇଥିବା ଅନୁମାନ କରାଯାଉଛି ।

Conclusion:ଭୁବନ ପୁଲିସ ମୃତଦେହ ଜବତ କରି ବ୍ବବଛେଦ  ପାଇଁ ପଠାଇଥିବା ଜଣାପଡିଛି।
ଢେ଼ଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.