ETV Bharat / state

ସେସୁର ବିଦ୍ୟୁତକାଟ ଘୋଷଣାକୁ ବିରୋଧ - ସେସୁର ବିଦ୍ୟୁତକାଟ ଘୋଷଣାକୁ ନେଇ ବିରୋଧ ପ୍ରଦର୍ଶନ

ବକେୟା ବିଲ ଆଦାୟ ପାଇଁ ସେସୁ ଓ ସରକାରଙ୍କ ପକ୍ଷରୁ ବିଦ୍ୟୁତକାଟ ଘୋଷଣାକୁ ଢେଙ୍କାନାଳରେ ତୀବ୍ର ବିରୋଧ କରାଯାଉଛି । ଅଧିକ ପଢନ୍ତୁ...

protest against  powercut of CESU
ସେସୁର ବିଦ୍ୟୁତକାଟ ଘୋଷଣାକୁ ନେଇ ବିରୋଧ ପ୍ରଦର୍ଶନ
author img

By

Published : Jan 16, 2020, 9:49 PM IST

ଢେଙ୍କାନାଳ: ବକେୟା ବିଲ ଆଦାୟ ପାଇଁ ସେସୁ ଓ ସରକାରଙ୍କ ପକ୍ଷରୁ ବିଦ୍ୟୁତକାଟ ଘୋଷଣାକୁ ଢେଙ୍କାନାଳରେ ତୀବ୍ର ବିରୋଧ କରାଯାଉଛି । ଏନେଇ ଜଗତ ଉଦ୍ଧାର ମଞ୍ଚ ପକ୍ଷରୁ ଢେଙ୍କାନାଳ ଟାଉନ ହଲ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ସେସୁର ବିଦ୍ୟୁତକାଟ ଘୋଷଣାକୁ ନେଇ ବିରୋଧ ପ୍ରଦର୍ଶନ

ଏହି ବୈଠକରେ ସେସୁ ବା ସରକାରଙ୍କର ଏପରି ତରବରିଆ ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରାଯାଇଥିଲା । ବିଦ୍ୟୁତ ଉପଭୋକ୍ତାଙ୍କ ବକେୟା ରାଶିକୁ କିସ୍ତି ଆକାରରେ ପୈଠ ପାଇଁ ସୁଯୋଗ ଦେବା, ବିପିଏଲ ଉପଭୋକ୍ତାଙ୍କୁ ଦେୟ ଛାଡ, ପିଲାଙ୍କ ପରୀକ୍ଷା ସମୟରେ ବିଦ୍ୟୁତ ନକାଟିବା ଆଦି ସମ୍ପର୍କରେ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାକୁ ବୈଠକରେ ଦାବି କରାଯାଇଥିଲା ।

ଏହି ବୈଠକରେ ଢେଙ୍କାନାଳର ମିଳିତ ଲକ୍ଷ୍ମୀପୂଜା କମିଟି, ସାମ୍ବାଦିକ ସଂଘ, ଆଇନଜୀବୀ, ବିଭିନ୍ନ ରାଜନୈତିକ ଦଳ ଓ ବୁଦ୍ଧିଜିବୀ ମାନେ ଯୋଗଦେଇଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଆଙ୍କର-ବକେୟା ବିଲକୁ ଆଦାୟ ପାଇଁ ସେସୁ ଓ ସରକାରଙ୍କ ପକ୍ଷରୁ ବିଦ୍ୟୁତକାଟ ଘୋଷଣାକୁ ଢେଙ୍କାନାଳରେ ତୀବ୍ର ବିରୋଧ ଆରମ୍ଭ ହୋଇଛି।            Body:ଏନେଇ ଜଗତ ଉଦ୍ଧାର ମଞ୍ଚ ପକ୍ଷରୁ ଢେଙ୍କାନାଳ ଟାଉନ ହଲ ଠାରେ  ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ସେସୁ ବା ସରକାରଙ୍କର ଏପରି ତରବରିଆ ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରାଯାଇଥିଲା। ବିଦ୍ୟୁତ ଉପଭୋକ୍ତା ମାନଙ୍କ ବକେୟା ରାଶିକୁ  କିସ୍ତି ଆକାରରେ ପଇଠ ପାଇଁ ସୁଯୋଗ ଦେବା, ବିପିଏଲ ଉପଭୋକ୍ତାଙ୍କୁ ଦେୟ ଛାଡ,ପିଲାଙ୍କ ପରୀକ୍ଷା ସମୟରେ ବିଦ୍ୟୁତ ନକାଟିବା ଆଦି ସଂପର୍କରେ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାକୁ ବୈଠକରେ ଦାବି କରାଯାଇଥିଲା।

Conclusion:ଏହି ବୈଠକରେ ଢେଙ୍କାନାଳ ମିଳିତ ଲକ୍ଷ୍ମୀପୂଜା କମିଟି,ସାମ୍ବାଦିକ ସଂଘ,ଆଇନଜୀବୀ,ବିଭିନ୍ନ ରାଜନୈତିକ ଦଳ ଓ ବୁଦ୍ଧିଜିବୀ ମାନେ ଯୋଗଦେଇଥିଲେ।।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.