ETV Bharat / state

ସିମ୍ କାର୍ଡ ଜାଲିଆତି ମାମଲା, ମୋବାଇଲ ଦୋକାନରେ ପୋଲିସର ଚଢାଉ - ସିମ୍ କାର୍ଡ ଜାଲିଆତି ମାମଲା

ସିମ୍ ଜାଲିଆତି ଘଟଣାରେ ଢେଙ୍କାନାଳରୁ ଦୁଇ ଯୁବକଙ୍କୁ ଗିରଫ କରାଯିବା ପରେ ସହରର ବିଭିନ୍ନ ମୋବାଇଲ ଦୋକାନରେ ପୋଲିସର ଚଢାଉ । ଅଧିକ ପଢନ୍ତୁ

ସିମ୍ କାର୍ଡ ଜାଲିଆତି ମାମଲା,  ମୋବାଇଲ ଦୋକାନରେ ପୋଲିସର ଚଢାଉ

author img

By

Published : May 8, 2022, 1:14 PM IST

ଢେଙ୍କାନାଳ :ସିମ୍ କାର୍ଡ ଜାଲିଆତି ମାମଲା, ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନାମରେ ଜାଲ ସିମ ଘଟଣା ପରେ ଏବେ ଆକ୍ସନ ମୁଡ୍‌ରେ ଓଡିଶା ପୋଲିସ । ଢେଙ୍କାନାଳ ସହରରେ ଟାଉନ ପୋଲିସ ପକ୍ଷରୁ ବିଭିନ୍ନ ମୋବାଇଲ ଦୋକାନ ଉପରେ ଚଢ଼ାଉ କରାଯାଇ ସିମ ଯାଞ୍ଚ କରାଯାଇଛି ।

ସିମ୍ କାର୍ଡ ଜାଲିଆତି ମାମଲା, ମୋବାଇଲ ଦୋକାନରେ ପୋଲିସର ଚଢାଉ

ଏହା ପୂର୍ବରୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସିମ୍ ଜାଲିଆତି ଘଟଣାରେ ଢେଙ୍କାନାଳରୁ ଦୁଇ ଯୁବକଙ୍କୁ ଗିରଫ କରାଯାଇ ବିପୁଳ ପରିମାଣରେ ସିମ ଜବତ କରାଯାଇଥିଲା । ଏହି ଘଟଣା ପରେ ଢେଙ୍କାନାଳ ଟାଉନ ପୋଲିସ ସହରରେ ବିଭିନ୍ନ ମୋବାଇଲ ଦୋକାନ ଉପରେ ଚଢ଼ାଉ କରି ସିମ ଯାଞ୍ଚ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.