ETV Bharat / state

ଢେଙ୍କାନାଳରେ ଲକଡାଉନର ତୃତୀୟ ଦିନ, ପୋଲିସର କଡା ଆଭିମୁଖ୍ୟ ପ୍ରଭାବ - ଢେଙ୍କାନାଳ

କୋରନା ସଂକ୍ରମଣ ରୋକିବାକୁ ଦେଶରେ ଚାଲିଛି ଲକଡାଉନ। ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

police-action-3rd-day-lock-doown
police-action-3rd-day-lock-doown
author img

By

Published : Mar 27, 2020, 9:05 AM IST

ଢେଙ୍କାନାଳ: ଗୁରୁବାର ଥିଲା ଜିଲ୍ଲାରେ ଲକ ଡାଉନର ତୃତୀୟ ଦିନ। ତେବେ ଜିଲ୍ଲାରେ ପୂର୍ବ ଦିନ ଅପେକ୍ଷାକୃତ ଜନ ସମାଗମ କମ ରହିଛି। ଆଜି ତୃତୀୟ ଦିବସରେ ପୁଲିସର କଠୋର ଆଭିମୁଖ୍ୟର ପ୍ରଭାବ ଦେଖିବାକୁ ମିଳିଛି। ରାସ୍ତାଘାଟଥିଲା ଖାଁ ଖାଁ। ଚାରିଆଡେ ଦେଖାଯାଇଥିଲା ଜନଶୂନ୍ୟ। ଢେଙ୍କାନାଳ ଏସପି ପ୍ରତ୍ୟକ୍ଷଭାବେ ବିଭିନ୍ନ ସ୍ଥାନରେ ଚେକିଂ ବେଶ କଡାକଡି କରୁଥିବା ଦେଖାଯାଇଛି।

ଢେଙ୍କାନାଳରେ ଲକଡାଉନର ତୃତୀୟ ଦିନ, ପୋଲିସର କଡା ଆଭିମୁଖ୍ୟ ପ୍ରଭାବ

ଜିଲ୍ଲାର ପ୍ରବେଶ ପଥକୁ ସଂପୂର୍ଣ୍ଣ ସିଲ କରି ଦିଆଯାଇଛି। ନିୟମ ଉଲଂଘନ କାରୀଙ୍କ ବିରୋଧରେ ନିଆଯାଉଛି ଦୃଢ କାର୍ଯ୍ୟାନୁଷ୍ଠାନ। ଆଜି ସୁଧା ଲକଡାଉନ ଖିଲାଫକାରୀଙ୍କ ବିରୋଧରେ ଟାଉନ ଥାନାରେ ୨୯ଟି ଗାଡି ଜବତ କରିବା ତାଙ୍କ ନାମରେ ଟାଉନଥାନାରେ ମାମଲା ରୁଜୁ କରାଯାଇଛି । ପୋଲିସର ଏପରି ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଧୀରେ ଧୀରେ ଦିନକୁ ଦିନକୁ ଲକଡାଉନ ପ୍ରଭାବ ସଫଳ ହବାକୁ ଯାଉଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.