ETV Bharat / state

ସରକାରୀ ବସରେ ବଢୁଛି ଯାତ୍ରୀ ସଂଖ୍ୟା - passengers increases in osrtc buses

ଚଳିତ ମାସ 8 ତାରିଖରୁ ସରକାରୀ ବସ ଚଳାଚଳ ଆରମ୍ଭ ହୋଇଛି । ତେବେ ଢେଙ୍କାନାଳ ଦେଇ ଭୁବନେଶ୍ବରରୁ କେନ୍ଦୁଝର ସରକାରୀ ବସ ଚଳାଚଳ କରୁଥିବା ଦେଖାଯାଇଛି । ଏହି ବସରେ ଯାତ୍ରୀଙ୍କ ସଂଖ୍ୟା ବଢୁଥିବା ପ୍ରକାଶ କରିଛନ୍ତି ବସ କଣ୍ଡକ୍ଟର ।

ସରକାରୀ ବସ ଗଡିବା ପରେ ବଢୁଛି ଯାତ୍ରୀ ସଂଖ୍ୟା
ସରକାରୀ ବସ ଗଡିବା ପରେ ବଢୁଛି ଯାତ୍ରୀ ସଂଖ୍ୟା
author img

By

Published : Jun 22, 2020, 10:40 AM IST

ଢେଙ୍କାନାଳ: ଯାତ୍ରୀ ଅଭାବରୁ ଘରୋଇ ବସ ସବୁ ବସ ଷ୍ଟାଣ୍ଡରେ ଠିଆ ହୋଇ ରହିଛନ୍ତି । ଏପରି ସ୍ଥଳେ ଚଳିତ ମାସ 8 ତାରିଖରୁ ସରକାରୀ ବସ ଚଳାଚଳ ଆରମ୍ଭ ହୋଇଛି । ତେବେ ଢେଙ୍କାନାଳ ଦେଇ ଭୁବନେଶ୍ବରରୁ କେନ୍ଦୁଝରକୁ ସରକାରୀ ବସ ଚଳାଚଳ କରୁଥିବା ଦେଖାଯାଇଛି । ଏହି ବସରେ ଯାତ୍ରୀଙ୍କ ସଂଖ୍ୟା ବଢୁଥିବା ପ୍ରକାଶ କରିଛନ୍ତି ବସ କଣ୍ଡକ୍ଟର ।

ସରକାରୀ ବସ ଗଡିବା ପରେ ବଢୁଛି ଯାତ୍ରୀ ସଂଖ୍ୟା

ଏହି ସରକାରୀ ବସ ଚଳାଚଳ ପରେ ଯାତ୍ରୀଙ୍କର ଯିବା ଆସିବା ନେଇ ସତର୍କତା ଓ ସଚେତନ ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିବା ପରିଲକ୍ଷିତ ହେଉଛି । ଫଳରେ ଘରୋଇ ବସ ମାଲିକଙ୍କ ମନରେ ଯାତ୍ରୀ ବଢିବା ନେଇ ନୂତନ ଆଶା ସଂଚାର କରୁଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.