ETV Bharat / state

ପରିତ୍ୟକ୍ତ କୂଅରୁ ଗାଢ ଭାଲୁ ଉଦ୍ଧାର

author img

By

Published : Jan 28, 2020, 2:17 PM IST

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଦୁଦୁରୁକୋଟ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଏହି ଗାଢ ଭାଲୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

bear rescue
ପରିତ୍ୟକ୍ତ କୂଅରୁ ଭାଲୁ ଉଦ୍ଧାର

ଢେଙ୍କାନାଳ: ଏକ ପରିତ୍ୟକ୍ତ କୂଅରୁ ଗାଢ ଭାଲୁ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଦୁଦୁରୁକୋଟ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଏହି ଗାଢ ଭାଲୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଦୀର୍ଘ 2 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଭାଲୁ ଉଦ୍ଧାର ହୋଇଥିଲା ।

ପରିତ୍ୟକ୍ତ କୂଅରୁ ଭାଲୁ ଉଦ୍ଧାର

ଗ୍ରାମବାସୀଙ୍କ ଠାରୁ ଖବର ପାଇ ହିନ୍ଦୋଳ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଗ୍ରାମବାସୀଙ୍କ ସହାୟତାରେ ଦୀର୍ଘ ୨ଘଣ୍ଟା ପରିଶ୍ରମ କରି ସୁରକ୍ଷିତ ଅବସ୍ଥାରେ ଏହି ଭାଲୁଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଏହି ଭାଲୁକୁ ଦେଖିବାକୁ ଆଖପାଖ ଗାଁର ଲୋକମାନଙ୍କ ବେଶ ଭିଡ ଜମିଥିଲା । ତେବେ ଉଦ୍ଧାର ପରେ ଭାଲୁଟିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro: ଆଙ୍କର- କୂଅରେ ଗାଢ ଭାଲୁ । ଆଉ ଏହାକୁ ଦେଖିବାକୁ ଆଖ ପାଖ ଗାଁର ଲୋକମାନଙ୍ର ବେଶ ଭିଡ ।
Body:ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଦୁଦୁରୁକୋଟ ଗ୍ରାମର ଏକ ପରିତ୍ୟକ୍ତ କୂଅରେ ଏହି ଗାଢ ଭାଲୁଟି ପଡିଯାଇଥିବା ଦେଖାଯାଇଥିଲା। ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ହିନ୍ଦୋଳ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଗ୍ରାମବାସୀ ଙ୍କ ସହାୟତା ରେ  ଦୀର୍ଘ ୨ଘଣ୍ଟା ପରିଶ୍ରମ କରି ସୁରକ୍ଷିତ ଅବସ୍ଥାରେ ଏହି ଭାଲୁକୁ  ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ।

Conclusion:ଉଦ୍ଧାର ପରେ ଭାଲୁଟି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି।।
ଢେ଼ଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.