ETV Bharat / state

ଢେଙ୍କାନାଳରେ ବନ୍ୟା ସ୍ଥିତି ସମୀକ୍ଷା କରି ବିପନ୍ନଙ୍କୁ ସହାୟତା କଲେ ବିଧାୟକ - flood situation

ଢେଙ୍କାନାଳ ବିଧାୟକ ସୁଧୀର ସାମଲ ତାଙ୍କ ସମର୍ଥକଙ୍କୁ ନେଇ ଗଁନ୍ଦିଆ ବ୍ଲକର କଙ୍କା, ଗୋରଡ଼ ପାଳ ଓ ଦିଗାମ୍ବରପୁର ପଞ୍ଚାୟତର ପର୍ବତ କଣି ଅଞ୍ଚଳ ବୁଲି ବନ୍ୟା ବିପନ୍ନମାନଙ୍କ ସମସ୍ୟା ସମ୍ପର୍କରେ ବୁଝିଛନ୍ତି । ଏହି ସମୟରେ ସେ ଲୋକମାନଙ୍କୁ ଚୁଡା, ଚିନି, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ସାଙ୍ଗକୁ ରାସନ ସାମଗ୍ରୀ ଯୋଗାଇଥିବା ଦେଖାଯାଇଛି । ଅଧିକ ପଢନ୍ତୁ...

ଢେଙ୍କାନାଳରେ ବନ୍ୟା ସ୍ଥିତି ସମୀକ୍ଷା କରି ବିପନ୍ନଙ୍କୁ ସହାୟତା କଲେ ବିଧାୟକ

author img

By

Published : Aug 29, 2020, 8:22 PM IST

ଢେଙ୍କାନାଳ: ଲଘୁଚାପ ଜନିତ ଲଗାଣ ବର୍ଷାରେ ଢେଙ୍କାନାଳ ଜିଲ୍ଲାର ବ୍ରାହ୍ମଣୀରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ଟିକିଏ ସୁଧାର ଆସିଛି । ବ୍ରାହ୍ମଣୀର ବନ୍ୟାଜଳ କମି କମିଯାଉଥିବା ପରିଲକ୍ଷିତ ହୋଇଛି । ତେବେ ଏହି ବନ୍ୟା ଜଳ ପଶି ଯାଇଥିବା ଜିଲ୍ଲାର ଓଡ଼ପଡା ବ୍ଲକର କିଛି ଅଞ୍ଚଳ ସାଙ୍ଗକୁ ଗଁନ୍ଦିଆ ଓ ଭୁବନ ବ୍ଲକର କେତେକ ଅଞ୍ଚଳ ପ୍ରଭାବିତ ହୋଇଛି । ଫଳରେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ ତାଙ୍କ ସମର୍ଥକଙ୍କୁ ନେଇ ଗଁନ୍ଦିଆ ବ୍ଲକର କଙ୍କା, ଗୋରଡ଼ ପାଳ ଓ ଦିଗାମ୍ବରପୁର ପଞ୍ଚାୟତର ପର୍ବତ କଣି ଅଞ୍ଚଳ ବୁଲି ବନ୍ୟା ବିପନ୍ନମାନଙ୍କ ସମସ୍ୟା ସମ୍ପର୍କରେ ବୁଝିଛନ୍ତି ।

ଢେଙ୍କାନାଳରେ ବନ୍ୟା ସ୍ଥିତି ସମୀକ୍ଷା କରି ବିପନ୍ନଙ୍କୁ ସହାୟତା କଲେ ବିଧାୟକ

ଏହି ସମୟରେ ସେ ଲୋକମାନଙ୍କୁ ଚୁଡା, ଚିନି, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ସାଙ୍ଗକୁ ରାସନ ସାମଗ୍ରୀ ଯୋଗାଇଥିବା ଦେଖାଯାଇଛି । ତେବେ ବନ୍ୟା ପାଣି ଛାଡିଲେ ଲୋକମାନଙ୍କର ଉଜୁଡିଯାଇଥିବା ଚାଷ ବାସ ସମ୍ପର୍କରେ ଆକଳନ କରି କ୍ଷତିପୂରଣ ଦିଗରେ ଧ୍ୟାନ ଦେବେ ବୋଲି ପ୍ରକାଶ କରିଛନ୍ତି ବିଧାୟକ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.