ETV Bharat / state

ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଢେଙ୍କାନାଳ ଗସ୍ତରେ ଆସି ମନ୍ତ୍ରୀ ସୁଦାମ ମାରାଣ୍ଡି ରାଜସ୍ବ ବିଭାଗର ସମୀକ୍ଷା ବୈଠକ କରିଛନ୍ତି । ଜିଲ୍ଲାର ରାଜସ୍ବ ସଂଗ୍ରହ ବୃଦ୍ଧି ସହ ପରିବେଶ ସୁରକ୍ଷା, ଅଭାବୀ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛନ୍ତି ।

author img

By

Published : Dec 20, 2019, 10:26 PM IST

minister sudam marndi revenue review meeting in dhenkanal
ଫଟୋ ସୌଜନ୍ୟ : ସମ୍ବାଦଦାତା, ଢେଙ୍କାନାଳ

ଢେଙ୍କାନାଳ: ରାଜସ୍ବ ମନ୍ତ୍ରୀଙ୍କ ଦ୍ବାରା ଜିଲ୍ଲା ରାଜସ୍ବ ସମୀକ୍ଷା ବୈଠକ । ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଦିନିକିଆ ଢେଙ୍କାନାଳ ଗ୍ରସ୍ତରେ ଆସି ରାଜସ୍ବ ବିଭାଗର ସମୀକ୍ଷା କରିଛନ୍ତି ।

ମନ୍ତ୍ରୀଙ୍କ ଦ୍ବାରା ଢେଙ୍କାନାଳ ଜିଲ୍ଲା ରାଜସ୍ବ ସମୀକ୍ଷା ବୈଠକ

ସ୍ଥାନୀୟ ସଦଭାବନା ଗୃହ ଠାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ଜିଲ୍ଲାର ରାଜସ୍ବ ସଂଗ୍ରହ ବୃଦ୍ଧି ସହ ପରିବେଶ ସୁରକ୍ଷା, ଅଭାବୀ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବାରୋପ କରିଥିଲେ । ଉକ୍ତ ବୈଠକରେ ଇସ୍ପାତ ଖଣି ଓ ପୁର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଯୋଗଦେଇ ବେଆଇନ ଖଣି ଖନନ ବନ୍ଦ, ଜିଲ୍ଲାର ସମସ୍ତ ଭୂମିହୀନ ଲୋକଙ୍କ ତାଲିକା ପ୍ରସ୍ତୁତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ରାଜସ୍ବ ମନ୍ତ୍ରୀଙ୍କ ଦ୍ବାରା ଢେଙ୍କାନାଳ ଜିଲ୍ଲା ରାଜସ୍ବ ସମୀକ୍ଷା
ଆଙ୍କର-ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏକ ଦିନିକିଆ ଢେଙ୍କାନାଳ ଗ୍ରସ୍ତରେ ଆସି ରାଜସ୍ବ ବିଭାଗର ସମୀକ୍ଷା କରିଛନ୍ତି।
Body:ଏହି ଅବସରରେ ମନ୍ତ୍ରୀ ଢେଙ୍କାନାଳ ଜିଲ୍ଲାର ରାଜସ୍ବ ସଂଗ୍ରହ ବୃଦ୍ଧି ସହ ପରିବେଶ ସୁରକ୍ଷା,ଅଭାବୀ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବାରୋପ କରିଥିଲେ। ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ଗୃହ ଠାର ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଇସ୍ପାତ ଖଣି ଓ ପୁର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଯୋଗଦେଇ ବେଆଇନ ଖଣି ଖନନ ବନ୍ଦ,ଜିଲ୍ଲାର ସମସ୍ତ ଭୂମିହୀନ ଲୋକଙ୍କର ତାଲିକା ପ୍ରସ୍ତୁତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। Conclusion:ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ,ବିଧାୟକ ସୁଧୀର କୁମାର ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଙ୍କସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.