ETV Bharat / state

ଲିଙ୍ଗରା କେନାଲରୁ ନିଖୋଜଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା  ଗ୍ରାମ  ଲିଙ୍ଗରା ନାଳରୁ ଗୁରୁବାର ଜଣେ ବ୍ୟକ୍ତିଙ୍କ ମୃତଦେହ  ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଅନ୍ତର୍ଗତ ନିମବାହାଳି ଗ୍ରାମର ଗୁରୁଚରଣ ପଟ୍ଟନାୟକ ବୋଲି ଜଣାପଡିଛି।

ଫଟୋ ସୌଜନ୍ୟ;ସମ୍ବାଦଦାତା, ଢେଙ୍କାନାଳ
author img

By

Published : Nov 14, 2019, 6:44 PM IST

ଢେଙ୍କାନାଳ: କେନାଲରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଗ୍ରାମ ଲିଙ୍ଗରା କେନାଲରୁ ଗୁରୁବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଅନ୍ତର୍ଗତ ନିମବାହାଳି ଗ୍ରାମର ଗୁରୁଚରଣ ପଟ୍ଟନାୟକ ବୋଲି ଜଣାପଡିଛି।

ଭିଡିଓ ସୌଜନ୍ୟ;ସମ୍ବାଦଦାତା, ଢେଙ୍କାନାଳ

ସୂଚନା ଅନୁଯାୟୀ, ଗତ ୧୨ ତାରିଖରୁ ଗୁରୁଚରଣ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ତାଙ୍କୁ ନପାଇବାରୁ ଶେଷରେ ବାଲିମୀ ଥାନାରେ ଏନେଇ ଏକ ଏତଲା ଦେଇଥିଲେ ।

ତେବେ ଗୁରୁବାର ଲିଙ୍ଗରା କେନାଲରେ ଗୁରୁଚରଣଙ୍କ ମୃତଦେହ ପାଣିରେ ଭାସୁଥିବା ଲୋକମାନେ ଦେଖିଥିଲେ । ଏହାପରେ ବାଲିମୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁଚରଣଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଲିଙ୍ଗରା ନାଳରୁ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର/ ଢେଙ୍କାନାଳ ଜିଲ୍ଲା ବାଲିମି ଥାନାରେ ନିଖୋଜ ବୋଲି ପରିବାର ପକ୍ଷରୁ ହୋଇଥିଲା ରିପୋର୍ଟ।
ଆଙ୍କର-ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଲିଙ୍ଗରା ନାଳରୁ ଗୁରୁବାର ଜଣେ ବ୍ୟକ୍ତିଙ୍କ ମୃତ ଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।Body:। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଅନ୍ତର୍ଗତ ନିମବାହାଳି ଗ୍ରାମର ଗୁରୁଚରଣ ପଟ୍ଟନାୟକ ବୋଲି ଜଣାପଡିଛି।ଗତ ୧୨ ତାରିଖରୁ ଗୁରୁଚରଣ ଘରୁ ଆସି ଆଉ ଫେରିନଥିଲେ। ଏ ସଂପର୍କରେ ତାଙ୍କ ପରିବାର ପକ୍ଷରୁ ବାଲିମୀ ଥାନାରେ ନିଖୋଜ ଥିବା ବିଷୟରେ ଜଣାଇଥିଲେ । ତେବେ ଗୁରୁବାର ମୋଟଙ୍ଗାଥାନା ଅନ୍ତର୍ଗତ ମୋଟଙ୍ଗା ଗ୍ରାମ ନିକଟ ଲିଙ୍ଗରାନଦୀର ରେଳ ବ୍ରିଜ ନିକଟରେ ତାଙ୍କ ମୃତଦେହକୁ ପାଣିରେ ଭାସୁଥିବା ଲୋକମାନେ ଦେଖି ଥିଲେ । Conclusion:ମୋଟଙ୍ଗାଥାନା ଘଟଣାସ୍ଥଳରେ ପହଞ୍ଚି ପାଣିରୁ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଢେଙ୍କାନାଳ ମୂଖ୍ୟ ଡାକ୍ତରଖାନାକୁ ପଠାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର। ଇଟିଭି ଭାରତ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.