ETV Bharat / state

ଢେଙ୍କାନାଳରେ ନୂତନ ଏସପିଙ୍କ ଦାୟିତ୍ବ ଗ୍ରହଣ: ଟାର୍ଗେଟରେ ଦୁର୍ଦ୍ଦାନ୍ତ ଅପରାଧୀ - ଢେଙ୍କାନାଳ ଅପଡେଟ

ଢେଙ୍କାନାଳର ନୂତନ ଏସପି ଭାବେ ଲୋଗାନୟାଗୀ ଦିବ୍ୟା ଭି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ତାଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା । ଅଧିକ ପଢନ୍ତୁ

ଢେଙ୍କାନାଳରେ ନୂତନ ଏସପିଙ୍କ ଦାୟିତ୍ବ ଗ୍ରହଣ: ଟାର୍ଗେଟରେ ଦୁର୍ଦ୍ଦାନ୍ତ ଅପରାଧି

author img

By

Published : Nov 22, 2021, 10:14 PM IST

ଢେଙ୍କାନାଳ : ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ ଶିବା ଶୁଭ୍ରମଣିଙ୍କର ସିବିଆଇକୁ ବଦଳି ହୋଇଯାଇଛି । ଆଜି ତାଙ୍କ ସ୍ଥାନରେ ଢେଙ୍କାନାଳର ନୂତନ ଏସପି ଭାବେ ଲୋଗାନୟାଗୀ ଦିବ୍ୟା ଭି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ତାଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା ।

ଢେଙ୍କାନାଳରେ ନୂତନ ଏସପିଙ୍କ ଦାୟିତ୍ବ ଗ୍ରହଣ: ଟାର୍ଗେଟରେ ଦୁର୍ଦ୍ଦାନ୍ତ ଅପରାଧି

ଏଲ ଦିବ୍ୟା ଭି ୨୦୧୩ ବ୍ୟାଚର ଭାରତୀୟ ପୋଲିସ ସେବାରେ ଯୋଗ ଦେଇଥିଲେ । ତେବେ ପ୍ରଥମେ ପଶ୍ଚିମବଙ୍ଗ କ୍ୟାର୍ଡର ପରେ ଓଡିଶା କ୍ୟାର୍ଡର ପରିବର୍ତ୍ତନ କରି ରାଜ୍ୟ କ୍ରାଇମବ୍ରାଞ୍ଚରେ ଯୋଗ ଦେଇଥିଲେ । କ୍ରାଇମବ୍ରାଞ୍ଚରୁ ତାଙ୍କର ଢେଙ୍କାନାଳ ଜିଲ୍ଲା ଏସପି ଭାବେ ବଦଳି ପରେ ଆଜି(ସୋମବାର) ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏସପି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.