ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ କାୟାକଳ୍ପ ଟିମ - ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି କାୟାକଳ୍ପ ଟିମ । ଅଧିକ ପଢନ୍ତୁ...

କାୟାକଳ୍ପ ଟିମର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ
କାୟାକଳ୍ପ ଟିମର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ
author img

By

Published : Jan 24, 2021, 7:54 AM IST

ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି କାୟାକଳ୍ପ ଦଳ । ଶନିବାର ଦଳର ସଦ୍ୟସମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ବଚ୍ଛତା ଓ ରୋଗୀସେବା ତଦାରଖ କରିଛନ୍ତି ।

କାୟାକଳ୍ପ ଟିମର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

କାୟାକଳ୍ପ ଟିମର ସଦସ୍ୟମାନେ ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ଓ୍ବାର୍ଡ ପରିଦର୍ଶନ କରିଛନ୍ତି । ଡାକ୍ତରଖାନାର କିପରି ରହିଛି ସ୍ବଛତା କାର୍ଯ୍ୟକ୍ରମ ଓ ରୋଗୀସେବା ସେସବୁର ତଦାରଖ କରିଛନ୍ତି । ପରେ ବିଭିନ୍ନ ଓ୍ବାର୍ଡ ପରିଦର୍ଶନ କରି ରୋଗୀଙ୍କ ସମ୍ପ୍ରର୍କୀୟଙ୍କ ସହିତ ଚିକିତ୍ସା ସମ୍ବନ୍ଧରେ ଆଲୋଚନା କରିଥିଲେ।

ମୁଖ୍ୟ ଚିକିତ୍ସାଳୟ ପରିସରରେ ପୁଲିସ ଫାଣ୍ଡି ପ୍ରତିଷ୍ଠା, ରୋଗୀଙ୍କ ପାଇ ଏକ ସ୍ବତନ୍ତ୍ର କାଉଣ୍ଟର ଖୋଲାଯାଉଥିବାର ସିଡିଏମଓ ଡା. ସୁଜାତାରାଣୀ ମିଶ୍ର ଏହି ଟିମକୁ ସୂଚନା ଦେଇଥିଲେ। ଏହି ଟିମରେ ଡା. ପ୍ରତିଭା ପ୍ରଧାନ, ଅସିତ ମହାନ୍ତି, ଶ୍ରୀପତି ଦାସ ମହାପାତ୍ର ଓ ହସ୍ପିଟାଲର ବିଭିନ୍ନ କର୍ମଚାରୀ ମାନେ ସାମିଲ ଥିଲେ।

ଢେଙ୍କାନାଳରୁ ଉର୍ମିଳା ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.