ETV Bharat / state

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଆହତ ଦନ୍ତା

ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲା ଆହତ ଦନ୍ତା । ମୃତ୍ୟୁର କାରଣ ଖୋଜୁଛି ବନବିଭାଗ । ଅଧିକ ପଢନ୍ତୁ...

author img

By

Published : Oct 23, 2021, 2:06 PM IST

ଆଖି ବୁଜିଲା ଆହତ ଦନ୍ତା ହାତୀ
ଆଖି ବୁଜିଲା ଆହତ ଦନ୍ତା ହାତୀ

ଢେଙ୍କାନାଳ: ଷଢଙ୍ଗୀ ବନାଞ୍ଚଳର ଲହଡ଼ା ସଂରକ୍ଷିତ ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ । ମୃତ ଦନ୍ତା ହାତୀର ବୟସ ୭ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ଗତ ୨ ଦିନ ତଳେ ହାତୀଟି ଅସୁସ୍ଥ ହୋଇ ପଡ଼ିଥିବାବେଳେ ବନବିଭାଗ ପକ୍ଷରୁ ଚିକିତ୍ସା କରାଯାଉଥିଲା ।

ଆଖି ବୁଜିଲା ଆହତ ଦନ୍ତା ହାତୀ

ମାତ୍ର ଆଜି ହାତୀଟିର ମୃତ୍ୟୁ ଘଟିଥିବା ଜଣାପଡିଛି । ହାତୀର ହାଡରେ କୌଣସି ସଂକ୍ରମଣ ଯୋଗୁଁ ସେ ଅସୁସ୍ଥ ହୋଇ ପଡିଥିଲା । ତେବେ ହାତୀର ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ମୃତ୍ୟୁର କାରଣ ଖୋଜୁଛି ବନବିଭାଗ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.