ETV Bharat / state

ଢେଙ୍କାନାଳରେ ପୁଣି ୭୬ ଆକ୍ରାନ୍ତ ଚିହ୍ନଟ, ଦିନକରେ ୯୮ ସୁସ୍ଥ - କୋରୋନା ସଂକ୍ରମଣ

ସବୁ ଜିଲ୍ଲାରେ କୋରୋନା ସଂକ୍ରମଣ ଅଣାୟତ ହେବାରେ ଲାଗିଛି। ତେବେ ରବିବାର ଢେଙ୍କାନାଳ ଜିଲ୍ଲାରେ ପୁଣି ୭୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଢେଙ୍କାନାଳ ଜିଲ୍ଲାରେ ପଜିଟିଭ ସଂଖ୍ୟା ୩୫୨୯ରେ ପହଞ୍ଚିଛି।

ଢେଙ୍କାନାଳରେ ପୁଣି ୭୬ ସଂକ୍ରମିତ ଚିହ୍ନଟ, ଦିନକରେ ୯୮ ସୁସ୍ଥ

author img

By

Published : Sep 27, 2020, 4:44 PM IST

ଢେ଼ଙ୍କାନାଳ: କୋରୋନା କୋପରେ ରାଜ୍ୟ। ସବୁ ଜିଲ୍ଲାରେ କୋରୋନା ସଂକ୍ରମଣ ଅଣାୟତ ହେବାରେ ଲାଗିଛି। ତେବେ ରବିବାର ଢେଙ୍କାନାଳ ଜିଲ୍ଲାରେ ପୁଣି ୭୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଢେଙ୍କାନାଳ ଜିଲ୍ଲାରେ ପଜିଟିଭ ସଂଖ୍ୟା ୩୫୨୯ରେ ପହଞ୍ଚିଛି।

ଏମାନଙ୍କ ମଧ୍ୟରୁ ଢେଙ୍କାନାଳ ସହରରୁ ୨୧, ସଦର ୧୭, କାମାକ୍ଷାନଗର ଏନଏସି ଓ ଭୁବନରୁ ୩ ଲେଖାଏ, ଓଡାପଡା ଓ କାମାକ୍ଷାନଗରରୁ ୭ଲେଖାଏଁ ଚିହ୍ନଟ ହୋଇଛନ୍ତି। ହିନ୍ଦୋଳବ୍ଳକରୁ ୨ଜଣ, ପରଜଙ୍ଗ ରୁ ୬, ଗଦିଁଆ ଓ ହିନ୍ଦୋଳ ଏନଏସିରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି।

ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନରୁ ୫୫, ସ୍ଥାନୀୟ ସଂକ୍ରମିତ ୧୪ ଓ ଅନ୍ୟ ୭ ଜଣ କଟକ ଓ ଭୁବନେଶ୍ବରର ବିଭିନ୍ନ ହସପିଟାଲରୁ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

ତେବେ ଆଜି ଜିଲ୍ଲାରେ କରୋନାରେ ଜଣେ ୪୫ ବର୍ଷିୟ ପୁରୁଷଙ୍କର ମୂତ୍ୟୁ ହୋଇଛି। ଏହାକୁ ମିଶାଇ ମୂତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି।ସେପଟେ ଚିକିତ୍ସା ପରେ ଦିନକରେ ୯୮ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଜିଲ୍ଲାରେ ମୋଟ ୩୫୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିରୁ ୨୯୨୩ ଜଣ ଚିକିତ୍ସା ପରେ ସୁସ୍ଥହୋଇ ଫେରିଛନ୍ତି । ତେବେ ୬୦୨ ଜଣ ଅଂକ୍ରାନ୍ତ ଚିକତ୍ସାଧୀନ ଅଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.