ETV Bharat / state

ନିଖୋଜ ସରପଞ୍ଚଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - କାଦୁଆ ପଞ୍ଚାୟତର ସରପଞ୍ଚଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ କାଦୁଆ ପଞ୍ଚାୟତର ସରପଞ୍ଚଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ନିଖୋଜ ସରପଞ୍ଚଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ନିଖୋଜ ସରପଞ୍ଚଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
author img

By

Published : Dec 10, 2021, 3:53 PM IST

ଢେଙ୍କାନାଳ: ଜିଲ୍ଲାର କାମାକ୍ଷାନଗର ସୁନାଝରି ଜଙ୍ଗଲରୁ ଉଦ୍ଧାର ହୋଇଛି କାଦୁଆ ପଞ୍ଚାୟତର ସରପଞ୍ଚ ବିବେକାନନ୍ଦ ମହାଖୁଡୁଙ୍କ ମୃତଦେହ । ସେ ଗତ ୭ ତାରିଖରୁ ନିଖୋଜ ଥିବା ବେଳେ ଆଜି(ଶୁକ୍ରବାର) ତାଙ୍କର ମୃତଦେହକୁ ଜବତ କରାଯାଇଛି ।

ନିଖୋଜ ସରପଞ୍ଚଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସେ ନିଖୋଜ ହେବା ପରେ ପରିବର ପକ୍ଷରୁ ୮ ତାରିଖରେ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଆଜି ଗ୍ରାମର ଲୋକ ଶୌଚ ପାଇଁ ଯାଇଥିବା ବେଳେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.