ETV Bharat / state

ବାତ୍ୟା ୟାସ ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବାହିନୀ

author img

By

Published : May 23, 2021, 4:55 PM IST

ବାତ୍ୟା ୟାସର ଢେଙ୍କାନାଳ ଜିଲ୍ଲାରେ ସେତେଟା ପ୍ରଭାବ ଆଶଙ୍କା ନଥଲେ ମଧ୍ୟ ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଅଧିକ ପଢନ୍ତୁ...

ବାତ୍ୟା ୟାସ ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବାହିନୀ
ବାତ୍ୟା ୟାସ ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବାହିନୀ

ଢେଙ୍କାନାଳ: ବାତ୍ୟା ୟାସର ଢେଙ୍କାନାଳ ଜିଲ୍ଲାରେ ସେତେଟା ପ୍ରଭାବ ଆଶଙ୍କା ନଥଲେ ମଧ୍ୟ ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି । ବାତ୍ୟା ୟାସ ରାଜ୍ୟର 4ଟି ଜିଲ୍ଲାକୁ ଅଧିକ ପ୍ରଭାବିତ ଆଶଙ୍କା କରାଯାଇଛି । ଢେଙ୍କାନାଳ ଜିଲ୍ଲାରେ ସେତେଟା ପ୍ରଭାବ ଆଶଙ୍କା ନଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।

ଜିଲ୍ଲାରେ ୧୦ଟି ଫାୟାର ଷ୍ଟେସନ ରହିଥିବାବେଳେ ସେମାନଙ୍କୁ ନେଇ ୧୧ଟି ଟିମ ଗଠନ କରାଯାଇଛି । ପ୍ରତ୍ୟେକ ଦଳ ପାଇଁ ସ୍ବତନ୍ତ୍ର ଗାଡି, ଦୁଇଟି ପାୱାର କଟର ସାଙ୍ଗକୁ ବିଭିନ୍ନ ଆନୁଷଙ୍ଗିକ ସାମଗ୍ରୀକୁ ପ୍ରସ୍ତୁତ କରିଛନ୍ତି ।

ବିପର୍ଯ୍ୟୟ ସମୟରେ ସମସ୍ତେ ନିଜକୁ ଯୋଦ୍ଧା ମନୋବୃତିରେ ଆଗଭର ହୋଇ କାର୍ଯ୍ୟରେ ଲାଗିପଡିବେ ବୋଲି ସହକାରୀ ଅଗ୍ନିଶମ ଅଧିକାରୀ କହିଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.