ETV Bharat / state

କାମାକ୍ଷାନଗରରେ ଅବକାରୀ ବିଭାଗର ଚଢାଉ: ବିପୁଳ ବିଦେଶୀ ମଦ ଜବତ - ଅବକାରୀ ବିଭାଗ ଚଢାଉ

ଶନିବାର କାମାକ୍ଷାନଗର ଅବକାରୀ କର୍ମଚାରୀ ଭୁବନ ବ୍ଲକ ମାର୍ଥାପୁର ଓ ପଳାଶପିଠିଆ ଗ୍ରାମରେ ଚଢାଉ କରିଥିଲେ । ଏହି ଚଢାଉରେ 57.420 ଲିଟର ବିଦେଶୀ ମଦ, 43 ଲିଟର ବିଅର, ଗୋଟିଏ ଫ୍ରିଜର ସହିତ 35 ଲିଟର ମହୁଲି ମଦ ଜବତ କରାଯାଇଥିଲା ।

excise dept raid in kamakhyanagar, massive foreign liquor seized, dhenkanal latest news, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ, ଅବକାରୀ ବିଭାଗ ଚଢାଉ, ବିପୁଳ ବିଦେଶୀ ମଦ ଜବତ
ଅବକାରୀ ବିଭାଗ ଚଢାଉରେ ବିପୁଳ ବିଦେଶୀ ମଦ ଜବତ
author img

By

Published : Dec 22, 2019, 12:55 AM IST

ଢେଙ୍କାନାଳ: ଶନିବାର କାମାକ୍ଷାନଗର ଅବକାରୀ କର୍ମଚାରୀ ଭୁବନ ବ୍ଲକ ମାର୍ଥାପୁର ଓ ପଳାଶପିଠିଆ ଗ୍ରାମରେ ଚଢାଉ କରିଥିଲେ । ଏହି ଚଢାଉରେ 57.420 ଲିଟର ବିଦେଶୀ ମଦ, 43 ଲିଟର ବିଅର, ଗୋଟିଏ ଫ୍ରିଜର ସହିତ 35 ଲିଟର ମହୁଲି ମଦ ଜବତ କରାଯାଇଥିଲା । ଏହା ସହିତ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ଅବକାରୀ ବିଭାଗ ଚଢାଉରେ ବିପୁଳ ବିଦେଶୀ ମଦ ଜବତ

ଗିରଫ ଦୁଇ ଜଣ ହେଲେ ପଳାଶପିଠିଆଗୋଡାର ଆଶିଷ ମହାପାତ୍ର ଓ ମାର୍ଥାପୁର କେଳାସାହିର ଚନ୍ଦନ ସିଂ । ତେବେ ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଅବକାରୀ ତଢାଉରେ ୨ଗିରଫ /ଢେଙ୍କାନାଳ ଭୁବନ ବ୍ଲକ ମାର୍ଥାପୁର ଓ ପଳାଶପିଠିଆଗୋଡା ଅଞ୍ଚଳରୁ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ
ଆଙ୍କର- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ କର୍ମଚାରୀ ଭୁବନ ବ୍ଲକ ମାର୍ଥାପୁର ଓ ପଳାଶପିଠିଆ ଗ୍ରାମରେ ଚଢଉ କରିଥିଲେ ।Body:ଏହି ଚଢାଉରେ ୫୭.୪୨୦ ଲିଟର ଫରେନ୍ ଲିକର, ୪୩ ଲିଟର ବିଅର, ଗୋଟିଏ ଫ୍ରିଜର ସହିତ ୩୫ ଲିଟର ମହୁଲି ମଦ ଜବତ କରାଯାଇଥିଲା । ଏହା ସହିତ ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଦୁଇ ଜଣ ହେଲେ ପଳାଶପିଠିଆଗୋଡାର ଆଶିଷ ମହାପାତ୍ର ଓ ମାର୍ଥାପୁର କେଳାସାହିର ଚନ୍ଦନ ସିଂ । Conclusion:ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.