ETV Bharat / state

କୋରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦୋକାନରେ ଚଢାଉ - କୋରୋନା

ଦିନକୁ ଦିନ ଢେଙ୍କାନାଳରେ କୋରୋନା ମାମଲା ବଢି ଚାଲିଛି । ଏପରି ସ୍ଥଳେ ପ୍ରଶାସନ ପକ୍ଷରୁ ସଂକ୍ରମଣକୁ ରୋକିବା ବିଭିନ୍ନ ଦୋକାନ ବଜାରରେ ଚଢ଼ାଉ କରାଯାଉଛି ।

କୋରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦୋକାନ ବଜାରରେ ଚଢ଼ାଉ

author img

By

Published : Sep 17, 2020, 6:09 PM IST

ଢେଙ୍କାନାଳ: ଦିନକୁ ଦିନ ଢେଙ୍କାନାଳରେ କୋରୋନା ମାମଲା ବଢି ଚାଲିଛି । ଏପରି ସ୍ଥଳେ ପ୍ରଶାସନ ପକ୍ଷରୁ ସଂକ୍ରମଣକୁ ରୋକିବା ବିଭିନ୍ନ ଦୋକାନ ବଜାରରେ ଚଢ଼ାଉ କରାଯାଉଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ବରେ ପୌରାନିର୍ବାହୀ ଅଧିକାରୀ ଓ ସ୍ଥାନୀୟ ତହସିଲଦାର ପ୍ରମୁଖ ଢେଙ୍କାନାଳ ସହରର ବିଭିନ୍ନ ଦୋକାନ ବଜାର ଗୁଡିକୁ ଉପରେ ଚଢ଼ାଉ କରିଛନ୍ତି ।

କୋରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦୋକାନ ବଜାରରେ ଚଢ଼ାଉ

ଦୋକାନୀମାନେ ମାସ୍କ ପିନ୍ଧୁଛନ୍ତି କି ନାହିଁ, ସାମାଜିକ ଦୂରତା ଓ କୋଭିଡ ଗାଇଡଲାଇନ ମାନୁଛନ୍ତି କି ନାହିଁ ଏହି ସବୁ କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଏହି ଚଢ଼ାଉରେ ଆଇନ ଉଲ୍ଲଙ୍ଘନକାରୀଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ ମଧ୍ୟ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.