ETV Bharat / state

ମହଙ୍ଗା ପଡିଲା ଅଶାଳୀନ ଫଟୋ କମେଣ୍ଟ ପୋଷ୍ଟିଂ, ଦମ୍ପତି ଗିରଫ

ସୋସିଆଲ ମିଡିଆରେ ଦୁର୍ବ୍ୟବହାର ଦମ୍ପତିଙ୍କୁ ପଡିଲା ମହଙ୍ଗା । ସୋସିଆଲ ମିଡିଆରେ ଶିକ୍ଷୟତ୍ରୀ ଓ ତାଙ୍କ ସ୍ବାମୀଙ୍କ ଅଶାଳୀନ ଫୋଟୋ ଓ କମେଣ୍ଟ ପୋଷ୍ଟିଂ ମାମଲାରେ ଭୁବନେଶ୍ବର କଳିଙ୍ଗ ବିହାର ତମାଣ୍ଡେ।ରୁ ଦମ୍ପତି ଗିରଫ ହୋଇଛନ୍ତି ।

couple-arrested-for-posting-obscene-photos-and-comments-on-social-media
ସାମାଜିକ ଗଣମାଧ୍ୟମରେ ଅଶାଳୀନ ଫୋଟୋ ଓ କମେଣ୍ଟ ପୋଷ୍ଟିଂ କରି ଦମ୍ପତି ଗିରଫ
author img

By

Published : Jun 13, 2020, 7:03 PM IST

Updated : Jun 13, 2020, 7:15 PM IST

ଢେଙ୍କାନାଳ: ସୋସିଆଲ ମିଡିଆରେ ଦୁର୍ବ୍ୟବହାର ଦମ୍ପତିଙ୍କୁ ପଡିଲା ମହଙ୍ଗା । ସୋସିଆଲ ମିଡିଆରେ ଶିକ୍ଷୟତ୍ରୀ ଓ ତାଙ୍କ ସ୍ବାମୀଙ୍କ ଅଶାଳୀନ ଫୋଟୋ ଓ କମେଣ୍ଟ ପୋଷ୍ଟିଂ ଅଭିଯୋଗରେ ଭୁବନେଶ୍ବର କଳିଙ୍ଗ ବିହାର ତମାଣ୍ଡେ।ରୁ ଦମ୍ପତି ଗିରଫ । ଢେଙ୍କାନାଳ ଟାଉନ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ମହଙ୍ଗା ପଡିଲା ଅଶାଳୀନ ଫଟୋ କମେଣ୍ଟ ପୋଷ୍ଟିଂ, ଦମ୍ପତି ଗିରଫ

ସୋସିଆଲ ମିଡିଆରେ ଢେଙ୍କାନାଳର ଜଣେ ଶିକ୍ଷୟତ୍ରୀ ଓ ତାଙ୍କ ସ୍ବାମୀଙ୍କ ଅଶାଳୀନ ଫଟୋ ଓ କମେଣ୍ଟ ପୋଷ୍ଟିଂ କରିବା ପଡିଛି ମହଙ୍ଗା । ଏହି ମାମଲାରେ ଶିକ୍ଷୟିତ୍ରୀଙ୍କ ଅଭିଯୋଗ କ୍ରମେ ଢେଙ୍କାନାଳ ଟାଉନ ପୋଲିସ ଭୁବନେଶ୍ବର କଳିଙ୍ଗ ବିହାର ଅଞ୍ଚଳରୁ ଦମ୍ପତିଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ କଳିଙ୍ଗ ବିହାର ତମାଣ୍ଡେ। ଅଞ୍ଚଳର ରତିକାନ୍ତ ସ୍ବାଇଁ ଓ ତାଙ୍କ ପତ୍ନୀ ଜ୍ୟୋସ୍ନା ମହାପାତ୍ର । ଗିରଫ ଦମ୍ପତି ଢେଙ୍କାନାଳ ତାଲବରକୋଟ ଗ୍ରାମର ଜଣେ ଶିକ୍ଷୟତ୍ରୀ ଓ ପୋଲିସ ଆଇଆରବିରେ କାର୍ଯ୍ୟରତ ତାଙ୍କ ସ୍ବାମୀଙ୍କ ଫଟୋ ଓ କମେଣ୍ଟକୁ ଅଶାଳୀନ କରି ସୋସିଆଲ ମେଡିଆରେ ପୋଷ୍ଟିଂ କରୁଥିଲେ । ଏପରିକି ଶିକ୍ଷୟତ୍ରୀଙ୍କୁ ମଧ୍ୟ ତାଙ୍କ ବ୍ଲାକ ମେଲିଂ କରୁଥିବା ଅଭିଯୋଗ ହୋଇଥିଲା ।

ଫଳରେ ଟାଉନ ପୋଲିସ ତଦନ୍ତ କରି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପ୍ରକାଶ କରିଛନ୍ତି ଟାଉନ ଥାନା ଅଧିକାରୀ । ତେବେ ସେ ଭୁଲକୁ ସ୍ବୀକାର କରି ପାଲଟା ଅଭିଯୋଗ କରିଛନ୍ତି ଅଭିଯୁକ୍ତ ମହିଳା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

Last Updated : Jun 13, 2020, 7:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.