ETV Bharat / state

କମାକ୍ଷାନଗରରେ କୋରୋନା ମାରଣ ଯଜ୍ଞ - ହୋଲି ପର୍ବ

କାମାକ୍ଷାନଗରରେ ବେଶ ନିଆରା ଢଙ୍ଗରେ ପାଳନ ହେଉଛି ହୋଲି ପର୍ବ । ପତଞ୍ଜଳି ଯୋଗ ସମିତି ପକ୍ଷରୁ କୋରୋନା ମହାମାରୀକୁ ସାରା ବିଶ୍ବରୁ ଲୋପ ପାଇଁ ଏକ ସ୍ବତନ୍ତ୍ର କୋରୋନା ମାରଣ ଯଜ୍ଞର ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

କମାକ୍ଷାନଗରରେ କୋରୋନା ମାରଣ ଯଜ୍ଞ
କମାକ୍ଷାନଗରରେ କୋରୋନା ମାରଣ ଯଜ୍ଞ
author img

By

Published : Mar 29, 2021, 2:03 PM IST

ଢେଙ୍କାନାଳ: କୋରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ଚଳିତ ବର୍ଷ ଢେଙ୍କାନାଳରେ ଫିକା ପଡିଛି ହୋଲି ପର୍ବ । ପ୍ରଶାସନ ପକ୍ଷରୁ ସର୍ବ ସାଧାରଣ ସ୍ଥାନରେ ହୋଲି ପାଳନ ଉପରେ କଟକଣା ଜାରି କରାଯାଇଥିବା ବେଳେ ଢେଙ୍କାନାଳରେ ବେଶ ନିରାଡ଼ମ୍ବର ସହକାରେ ପାଳନ ହୋଇଛି ହୋଲି ପର୍ବ । ଏହି ଅବସରରେ ଜଗତ ଉଦ୍ଧାର ମଞ୍ଚ ପକ୍ଷରୁ ସ୍ଥାନୀୟ କମଳା ମଣ୍ଡପ ପରିସରରେ ହୋଲି ପର୍ବକୁ କୋଭିଡ କଟକଣା ମଧ୍ୟରେ ପାଳନ କରିଛନ୍ତି ।

କମାକ୍ଷାନଗରରେ କୋରୋନା ମାରଣ ଯଜ୍ଞ

ସେପଟେ କାମାକ୍ଷାନଗରରେ ବେଶ ନିଆରା ଢଙ୍ଗରେ ହୋଲି ପର୍ବକୁ ପାଳନ କରିଥିବା ଦେଖାଯାଇଛି । ପତଞ୍ଜଳି ଯୋଗ ସମିତି ପକ୍ଷରୁ କୋରୋନା ମହାମାରୀକୁ ସାରା ବିଶ୍ବରୁ ଲୋପ ପାଇଁ ଏକ ସ୍ବତନ୍ତ୍ର କୋରୋନା ମାରଣ ଯଜ୍ଞର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ହର୍ବାଲ ରଙ୍ଗ ପ୍ରସ୍ତୁତ କରାଯାଇ ହୋଲି ଖେଳାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.