ETV Bharat / state

ଚକାଚକ୍‌ ହେବ ପର୍ଯ୍ୟଟନ କ୍ଷେତ୍ର: ଢେଙ୍କାନାଳ ପାଇଁ ୫୦ କୋଟିର ପ୍ୟାକେଜ ଘୋଷଣା

author img

By

Published : Nov 21, 2021, 8:31 PM IST

ପର୍ଯ୍ୟଟନ କ୍ଷେତ୍ରରେ ହେବ ବଡ ପରିବର୍ତ୍ତନ । ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଭିତ୍ତିଭୂମିର ହେବ ବିକାଶ । ଏଥିପାଇଁ ୫୦କୋଟି ଟଙ୍କା ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ପର୍ଯ୍ୟଟନ କ୍ଷେତ୍ରରେ ହେବ ବଡ ପରିବର୍ତ୍ତନ :ଢେଙ୍କାନାଳ ପାଇଁ ୫୦ କୋଟିର ପ୍ୟାକେଜ ଘୋଷଣା କଲେ ନବୀନ

ଢେଙ୍କାନାଳ: ପର୍ଯ୍ୟଟନ କ୍ଷେତ୍ରରେ ହେବ ବଡ ପରିବର୍ତ୍ତନ । ପର୍ଯ୍ୟଟନସ୍ଥଳୀ ଗୁଡିକରେ ଭିତ୍ତିଭୂମିର ହେବ ବିକାଶ । ଏଥିପାଇଁ ୫୦କୋଟି ଟଙ୍କା ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ( CM Naveen Pattnaik) । ଢେଙ୍କାନାଳ ଗସ୍ତ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ (BSKY) କରିବା ସହିତ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏ ଅବସରରେ ଜିଲ୍ଲାର ପର୍ଯ୍ୟଟନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଅନ୍ୟାନ୍ୟ ଶୈବ ପୀଠ ଗୁଡିକର ଉନ୍ନତି ସାଙ୍ଗକୁ ଅନ୍ୟ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯିବ । ପର୍ଯ୍ୟଟନ ବିକାଶ ହେବ ସହ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ବଢିବ ବୋଲି କହିଛନ୍ତି ଢେଙ୍କାନାଳ ବିଧାୟକ ସୁଧୀର ସାମଲ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.