ETV Bharat / state

ଢେଙ୍କାନାଳରୁ ମୃତ ହାତୀ ଛୁଆ ଉଦ୍ଧାର - ହାତୀର ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜରେ ତିନି ମାସର ହାତୀ ଛୁଆର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ ଚଲାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ନବରଙ୍ଗପୁର
author img

By

Published : Oct 24, 2019, 2:59 PM IST

ଢେଙ୍କାନାଳ: ଛୁଆ ହାତୀର ମୃତଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଡମୋଳ ଗାଁ ନିକଟ ଧାନ କ୍ଷେତରୁ ଉଦ୍ଧାର କରାଯାଇଛି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ନବରଙ୍ଗପୁର

ଆଜି ସକାଳେ ଗ୍ରାମବାସୀ ମୃତ ହାତୀ ଶାବକକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ରେଞ୍ଜର ସମେତ ବନକର୍ମଚାରୀ ପହଞ୍ଚି ତଦନ୍ତ କରିଛନ୍ତି। ହାତୀ ଶାବକଟି ମୃତ୍ୟୁର କାରଣ ଜଣାପଡି ନାହିଁ। ମୃତ ହାତୀଟିର ବୟସ ପ୍ରାୟ ୩ ମାସ ହେବ ବୋଲି ଅନୁମାନ କରାଯାଉଛି। ଦୀର୍ଘଦିନ ହେବ ଏ ଅଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଛି। ଧାନ ଫସଲ ଓ ପନିପରିବା ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅାଙ୍କର-ଛୁଆ ହାତୀର ମୃତଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଡମୋଳ ଗାଁ ନିକଟ ଧାନ କ୍ଷେତରୁ ଉଦ୍ଧାର। Body:
ଅାଜ ସକାଳେ ଗ୍ରାମ ବାସି ମୃତ ହାତୀ ଶାବକକୁ ଦେଖି ବନ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ରେଞ୍ଜର ସମେତ ବନକର୍ମଚାରି ପହଞ୍ଚି ତଦନ୍ତ ଚଳାଇଛି। ହାତୀ ଶାବକଟି ମୃତ୍ୟୁର କାରଣ ଜଣା ପଡି ନାହିଁ। ମୃତ ହାତୀଟିର ବୟସ ପ୍ରାୟ ୩ ମାସ ହେବ ବୋଲି ଅନୁମାନ କରାଯାଉଛି। ଦିର୍ଘଦିନ ହେବ ଏ ଅଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଛି। ଧାନ ଫସଲ ଓ ପନିପରିବା ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି। Conclusion:ଅଞ୍ଚଳରେ ଲୋକେ ଭୟିଭିତ ଅବସ୍ଥାରେ ଅଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.