ETV Bharat / state

ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପୋଷ୍ଟର ଚିରିଲେ ବିଜେପି କର୍ମୀ - vaccination center dispute

ଥମିବାର ନାଁ ନେଉନି ଫଟୋ ରାଜନୀତି । ଢେଙ୍କାନାଳ ଟୀକାକରଣ କେନ୍ଦ୍ରରେ ଉତ୍ତେଜନା। ମୁଖ୍ୟମନ୍ତ୍ରୀଙ୍କ ଫଟୋଥିବା ପୋଷ୍ଟର ଫାଡିଲେ ବିଜେପି କର୍ମୀ। ଅଧିକ ପଢନ୍ତୁ...

ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପୋଷ୍ଟର ଚିରିଲେ ବିଜେପି କର୍ମୀ
ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋଥିବା ପୋଷ୍ଟର ଚିରିଲେ ବିଜେପି କର୍ମୀ
author img

By

Published : Jun 22, 2021, 7:44 PM IST

ଢେଙ୍କାନାଳ : କୋଭିଡ ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋଥିବା ପୋଷ୍ଟରକୁ ନେଇ ବିରୋଧ ଦେଖିବାକୁ ମିଳିଛି। ଏହାର ପ୍ରତିବାଦ କରି ପୋଷ୍ଟର ଚିରିଲେ ବିଜେପି କର୍ମୀ । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ ।

ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପୋଷ୍ଟର ଚିରିଲେ ବିଜେପି କର୍ମୀ

ମିଳିଥିବା ସୂଚନା ଅନୁସାରେ କୋଭିଡ ଟୀକା ପ୍ରଦାନ ଓ କୋଭିଡ ସେଣ୍ଟର ମାନଙ୍କରେ ଲାଗିଥିବା ପୋଷ୍ଟରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବା ସହ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି । ଏପରିକି ଢେଙ୍କାନାଳରେ ଜିଲ୍ଲା ବିଜେପିର କର୍ମୀମାନେ ବିଭିନ୍ନ କୋଭିଡ ଟୀକାକେନ୍ଦ୍ର ଗୁଡି଼କ ଆଗରେ ପ୍ରତିବାଦ କରିଛନ୍ତି। କୋଭିଡ ସେଣ୍ଟର ଗୁଡିକରେ ମୁଖ୍ୟମନ୍ତ୍ରୀଙ୍କ ଫଟୋଥିବା ଲାଗିଥିବା ପୋଷ୍ଟର ଗୁଡିକୁ ବିଜେପି କର୍ମୀମାନେ ଚିରି ପକାଉଥିବା ଦେଖିବାକୁ ମିଳିଥିଲା । ବିଜେପି କର୍ମୀମାନଙ୍କ ପକ୍ଷରୁ ପୋଷ୍ଟରରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ବଦଳରେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହୁ ବୋଲି ଦାବି ମଧ୍ୟ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.