ETV Bharat / state

ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ବିଜେଡିର ରକ୍ତଦାନ ଶିବିର ଆୟୋଜିତ

ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ବିଜେଡିର ଜୀବନବିନ୍ଦୁ ପରିବାର ପକ୍ଷରୁ ଆୟୋଜିତ ହୋଇଛି ରକ୍ତଦାନ ଶିବିର ।

author img

By

Published : Mar 7, 2020, 10:07 PM IST

biju pattnaik birth anniversary, dhenkanal latest news, dhenkanal bjd, blood donation camp in dhenkanal, ଢେଙ୍କାନାଳରେ ରକ୍ତଦାନ ଶିବିର, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍‌, ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ, ଢେଙ୍କାନାଳ ବିଜେଡି
ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ବିଜେଡିର ରକ୍ତଦାନ ଶିବିର ଆୟୋଜିତ

ଢେଙ୍କାନାଳ: ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ବିଜେଡିର ଜୀବନବିନ୍ଦୁ ପରିବାର ପକ୍ଷରୁ ଆୟୋଜିତ ହୋଇଛି ରକ୍ତଦାନ ଶିବିର । ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉଦଘାଟନ କରିଛନ୍ତି ।

ଏହି ଅବସରରେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଓ ବିଜେଡିର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିସହ ଉତ୍ସାହର ସହ କର୍ମୀମାନେ ରକ୍ତଦାନ ମଧ୍ୟ କରିଥିଲେ । ତେବେ ରେଡକ୍ରସ ପକ୍ଷରୁ ଏହି ରକ୍ତଦାନ ଶିବିରକୁ ପରିଚାଳନା କରାଯାଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.