ETV Bharat / state

ଆଳୁ ବସ୍ତା ନେଇ ଫେରିବାବେଳେ ଦୁର୍ଘଟଣା, ଲୁନା ଚାଳକ ମୃତ - dhenkanal news

ଅଜଣା ଗାଡି ଧକ୍କାରେ ଲୁନା ଚାଳକ ମୃତ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଉରିଆପାଳ ପୋଲ ନିକଟରେ ଘଟିଛି ଦୁର୍ଘଟଣା । ଅଧିକ ପଢନ୍ତୁ...

biker dead in road accident
ପ୍ରତିକାତ୍ମକ ଫଟୋ
author img

By

Published : Jan 27, 2020, 12:06 PM IST

ଢେଙ୍କାନାଳ: ଜାତୀୟ ରାଜପଥ-୫୫ରେ ଏକ ଲୁନା ଉପରେ ଅଜଣା ଗାଡି ମାଡିଯାଇଛି । ଏହି ଦୁର୍ଘଟଣାରେ ଲୁନା ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଉରିଆପାଳ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଅଜଣା ଗାଡି ଧକ୍କାରେ ଲୁନା ଚାଳକ ମୃତ

ମୃତକ ସ୍ଥାନୀୟ ପସାସିଂହ ଗ୍ରାମର ପ୍ରସନ୍ନ ବେହେରା ବୋଲି ଜଣାପଡିଛି । ପ୍ରସନ୍ନ ଆଜି ସକାଳୁ ଚାଇଁପୁର ଛକରୁ ଲୁନା ଯୋଗେ ଏକ ଆଳୁ ବସ୍ତା ନେଇ ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା ଗାଡି ପଳାଇ ଯାଇଛି ।ଖବରପାଇ ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:

ଆଙ୍କର: ଏନ ଏଚ-୫୫ରେ ଏକ ଲୁନା ଉପରେ ଅଜଣା ଗାଡି ମାଡିଯାଇଛି ।ଏହି ଦୁର୍ଘଟଣାରେ ଲୁନା ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
Body:ଢେଙ୍କାନଲ ଜିଲା ସଦର ଥାନା ଅନ୍ତର୍ଗତ କାଉରିଆପାଳ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି ।ମୃତକ ଜଣଙ୍କ ହେଲେ ସ୍ଥାନୀୟ ପସାସିଂହ ଗ୍ରାମର ପ୍ରଶନ ବେହେରା ବୋଲି ଜଣାପଡିଛି । ପ୍ରଶନ ଆଜି ସକାଳୁ ଚାଇଁପୁର ଛକ ରୁ ଲୁନା ଯୋଗେ ଏକ ଆଳୁ ପକେଟ ନେଇ ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ।
ଦୁର୍ଘଟଣା ଘଟାଇଥିବା ଗାଡି ପଳାଇ ଯାଇଛି ।

Conclusion:ଖବରପାଇ ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.