ETV Bharat / state

ବିଜୁ ଜନତା ଦଳ ତରଫରୁ ମେଗା ରକ୍ତଦାନ ଶିବିର, ଯୋଗ ଦେଲେ ଖଣି ଓ ଇସ୍ପାତ ମନ୍ତ୍ରୀ - ମେଗା ରକ୍ତଦାନ ଶିବିର

ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଅଧିକ ପଢନ୍ତୁ...

ବିଜୁ ଜନତା ଦଳ ତରଫରୁ ମେଗା ରକ୍ତଦାନ ଶିବିର
ବିଜୁ ଜନତା ଦଳ ତରଫରୁ ମେଗା ରକ୍ତଦାନ ଶିବିର
author img

By

Published : Aug 22, 2021, 9:22 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l କାମାକ୍ଷାନଗର ସହରର ବିଜୁ କଲ୍ୟାଣ ମଣ୍ଡପ ଠାରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଓ ଇସ୍ପାତ ତଥା ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l

ବିଜୁ ଜନତା ଦଳ ତରଫରୁ ମେଗା ରକ୍ତଦାନ ଶିବିର

ଅନ୍ୟ ଅତିଥି ଭାବେ ସାଂସଦ ମହେଶ ସାହୁ ଓ ଜିଲ୍ଲା ଯୁବ ବିଜୁ ଜନତା ଦଳ ସଭାପତି ଉପସ୍ଥିତ ଥିଲେ l ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଯେପରି ରକ୍ତ ଅଭାବରୁ କାହାର ମୃତ୍ୟୁ ନହୁଏ, ସେଥିପାଇଁ ବିଜୁ ଜନତା ଦଳ ତରଫରୁ ରାଜ୍ୟ ବ୍ୟାପି ରକ୍ତଦାନ ଶିବିର ଆୟୋଜନ କରାଯାଉଛି l ଏହି ଶିବିରରେ ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା, ଯୁବ ଜନତା ଦଳର କାର୍ଯ୍ୟକର୍ତ୍ତା ଓ ଛାତ୍ର ଜନତା ଦଳର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଏହି ରକ୍ତଦାନ ଶିବିରରେ ପ୍ରାୟ ୫୦୦ ୟୁନିଟ ରକ୍ତ ସଂଗ୍ରହ କରାଯିବା ଲକ୍ଷ୍ୟ ରଖାଯାଇଛି l

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.